ଭୁବନେଶ୍ୱରୀ ମୁକୁଟ ପିନ୍ଧିଲେ ମୁନ୍ମୁନ୍ ସିଂହ
ଭୁବନେଶ୍ୱର: ମଞ୍ଚ ଉପରେ ଚିକ୍ମିକ୍ ରଙ୍ଗୀନ ଆଲୋକ, ଶାସ୍ତ୍ରୀୟ ସୁମଧୁର ସଙ୍ଗୀତର ଧୂନ୍ ଆଉ ଧୂଆଁଳିଆ ପରିବେଶ ଭିତରେ ଜଣକ ପରେ ଜଣେ ସୁନ୍ଦରୀମାନେ ଆବିର୍ଭାବ ହେଉଥିଲେ। ପ୍ରତ୍ୟେକଙ୍କ ଚେହେରାରେ ଚମକ୍ ଆଉ ଆଖିରେ ଥିଲା ଅଗଲ ଚଗଲ ଇସାରା। କିଏ ଗଜଗମନୀ ତ ଆଉ କିଏ ସୁନାହରିଣୀ ପରି ଢଳି ଢଳି…
