କମିଶନରେଟ୍ ପୋଲିସର ୧୧ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ବର : କମିଶନରେଟ୍ ପୋଲିସର ୧୧ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ରୋଡ୍ ଫର୍ ରନ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଦୌଡ ଭୁବନେଶ୍ୱର ସପ୍ତମ ବାଟାଲିୟନ୍ ଠାରୁ ଆରମ୍ଭ ହୋଇ କମିଶନରେଟ୍ ପର୍ୟ୍ୟନ୍ତ ଯିବ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି…
