Odia News Portal
Monthly Archives

January 2019

ସୋମବାର ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ଭୁବନେଶ୍ବର: ଆସନ୍ତା ୭ ତାରିଖ(ସୋମବାର)ରେ ପଡ଼ୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏହା ଭୋର ୫ଟା ୪ ମିନିଟ୍‌ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା…

ବର୍ଷା ଯୋଗୁଁ ବନ୍ଦ ହେଲା ୪ର୍ଥ ଟେଷ୍ଟ୍‍ର ୪ର୍ଥ ଦିନର ସକାଳ ସେସନ: ୨ୟ ସେସନ୍‌ ଆରମ୍ଭ

ନୂଆଦିଲ୍ଲୀ: ସିଡ୍‌ନିସ୍ଥିତ ଏସ୍‌ସିଜି ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୪ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ ଚତୁର୍ଥ ଦିବସର ସକାଳ ସେସନ ଖେଳ ଝିପିଝିପି ବର୍ଷା ଏବଂ କାଉଁଳିଆ ପାଗ ଯୋଗୁଁ ଖେଳାଯାଇ ପାରି ନାହିଁ। ନିର୍ଦ୍ଧାରିତ ସମୟ ଠାରୁ ଅଧ ଘଣ୍ଟାଏ ପୂର୍ବରୁ ଆରମ୍ଭ…

ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ

ନୟାଗଡ଼:  ଶ୍ରୀ ଶ୍ରୀ ଲଡୁ ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରୀର ସ୍ଵଚ୍ଛତା କାର୍ଯ୍ୟକ୍ରମରେ ପୋଖରୀର ଚାରି ପାର୍ଶ୍ଵରେ ଥିବା ପାଚେରୀକୁ ରଙ୍ଗ କରାଗଲା। "ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ" ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଉପଜିଲ୍ଲାପାଳ ଙ୍କୁ…

ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୧୭ ଆହତ

ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥସ୍ଥିତ ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରେ ଗୋଟାଏ ପିକନିକ୍ ବସ୍ ଦୁର୍ଘଟନାଗ୍ରସ୍ତ ହେବାରୁ ୧୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଜୟ ହନୁମାନ ନାମକ ଏକ ଘରୋଇ ବସରେ କେତେକ ବ୍ୟକ୍ତି ବଣଭୋଜି କରିବାକୁ ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ରାତି ପ୍ରାୟ…

ସ୍ୱତନ୍ତ୍ର ଟ୍ରେନରେ ବିଜେଡି ନେତା ଓ କର୍ମୀଙ୍କ ଦିଲ୍ଲୀ ଯାତ୍ରା ,ଏମଏସପି ବୃଦ୍ଧି ଦାବିରେ ୮ରେ ବିକ୍ଷୋଭ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ବିକ୍ଷୋଭ ପାଇଁ ବିଜେଡି କର୍ମୀମାନେ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଉଛନ୍ତି । ଏଥିରେ ଦଳର ସବୁ ବିଧାୟକ, ଜିଲ୍ଲା ସଭାପତି, ବିଜୁ ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି । ସେମାନେ ଟ୍ରେନ ଯୋଗେ ୭ ତାରିଖରେ ଦିଲ୍ଲୀରେ ପହଞ୍ଚିବେ । ଧାନର ଏମଏସପି…

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡା: ଆଜିଠୁ ପର‌୍ୟ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । କୁମ୍ଭୀର ଓ ପକ୍ଷୀ ଗଣାନା ପାଇଁ ୧୪ ତାରିଖ ପର‌୍ୟ୍ୟନ୍ତ ଭିତରକନିକା ବନ୍ଦ ରହିବ । ଏଥିପାଇଁ ୧୬ଟି ଟିମ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୩ରୁ ୪ ଜଣ ସରାକରୀ ଓ ବେସରକାରୀ ଲୋକ ଅଛନ୍ତି । ମୁମ୍ବାଇ ନେଚୁରାଲ…

ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା। ପ୍ରଥମ ଥର ଲାଗି ସଂପୂର୍ଣ୍ଣ କମ୍ପ୍ୟୁଟର ବେସ୍‌ଡ୍‌ ମୋଡ୍‌ରେ ପରୀକ୍ଷା ହେଉଛି। ଏହାସହ ପ୍ରଥମ ଥର ଲାଗି ସିବିଏସ୍‌ଇ ବଦଳରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସୀ ଏନଟିଏ ଅଧିନରେ ପରୀକ୍ଷା ହେଉଛି। ସାଢ଼େ ନଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା…

ସ୍ପେଶାଲ ସ୍କ୍ୱାର୍ଡ ଏସପିଙ୍କ ପୁଅର ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର: ରବିବାର ସକାଳୁ ସ୍ପେଶାଲ ସ୍କ୍ୱାର୍ଡ ଏସପି ସଂଜୀବ ଶତପଥୀଙ୍କ ନାବାଳକ ପୁଅ ଆୟୁଷ ଶତପଥୀଙ୍କ ଝୁଲନ୍ତା ମୃତ ଦେହକୁ ନାୟପଲି ପୋଲିସ ଉଦ୍ଧାର କରିଛି। ଶ୍ରୀ ଶତପଥୀଙ୍କ ସରକାରୀ ବାସଭବନରୁ ପୋଲିସ ତାଙ୍କ ପୁଅର ମୃତ ଦେହ ଉଦ୍ଧାର କରିଛି। ଆୟୁଷ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା ବେଳେ…

ରାଜଧାନୀର ଛାତି ଉପରେ ଆତଙ୍କରାଜ୍‌

ଦେଖନ୍ତୁ ଏହି ଦୃଶ୍ୟକୁ । ଖୋଦ୍‌ ରାଜଧାନୀର ଛାତି ଉପରେ କେମିତି ଆତଙ୍କରାଜ୍‌ ଚଳାଇଛନ୍ତି କିଛି ଯୁବକ । ରାତି ଗୋଟାଏ ବେଳେ ନୟାପଲ୍ଲୀ ଅଂଚଳରେ ଇଏ ହେଉଛି ଲୁଟେରାଙ୍କ ଦୌରାତ୍ମ୍ୟର ଦୃଶ୍ୟ । ହାତରେ ଭୁଜାଲି ଆଉ ପିସ୍ତଲ ଧରି ରାଜଧାନୀର ରାଜରାସ୍ତା ଉପରେ କେମିତି ବେଫିକର ହୋଇ ଚଳାଇଛନ୍ତି…

ଧ୍ରୁବରାଜ ସୁନା ଗିରଫ

ଝାରସୁଗୁଡା: ମୃତ ଆଲବମ ଅଭିନେତ୍ରୀ ସିମରନ ଓ ତାଙ୍କ ପରିବାରଙ୍କ ଅଭିଯୋଗ ଆଧାରରେ ପୋଲିସ ଆଜି ଧ୍ରୁବରାଜ ସୁନାକୁ ଗିରଫ କରିଛି। ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମ୍ରନ ସିଂହର ସନ୍ଦେହଜନକ ମୃତ୍ୟୁ ମାମଲାରେ ସିମ୍ରନର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ସିମ୍ରନ ର ପୁରୁଷବନ୍ଧୁ…