ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ରଂଜିତ ବାଗ୍ ଆହତ
କୁଖ୍ୟାତ ଅପରାଧୀ ରଂଜିତ ବାଗ୍ ଶନିବାର ସନ୍ଧ୍ୟାରେ ଏନ୍କାଉଣ୍ଟରରେ ଆହତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ପାଓ୍ଵାରଛକ ନିକଟରେ ପହଂଚି ଏନ୍କାଉଣ୍ଟର କରିଥିଲା। ପୁଲିସକୁ ଦେଖି ରଂଜିତ ମଧ୍ୟ ଗୁଳି କରିଥିଲା।
ରଂଜିତ ନାଁରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର…
