Odia News Portal
Monthly Archives

December 2019

ଗିରଫ ହେଲେ ଅମିତ ଶାହ

ନୂଆଦିଲ୍ଲୀ() ଗିରଫ ହେଲେ ନକଲି ଅମିତ ଶାହ । ସୂଚନା ଅନୁସାରେ ଦୁଇ ଜଣ ଯୁବକ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ପରିଚୟ ଦେଇ ହରିଆଣାର ମନ୍ତ୍ରୀ ଚୌଧୁରୀ ରଞ୍ଜିତ ସିଂହଙ୍କୁ ଫୋନ୍ କରିଥିଲେ। କହିଥିଲେ, ହେଲୋ, ମୁଁ ଅମିତ ଶାହ କହୁଛି। ୩ କୋଟି ଟଙ୍କା ଶୀଘ୍ର ଏହି ଆକାଉଣ୍ଟରେ ଜମା କରିବାକୁ ଚେଷ୍ଟା…

ନବୀନଙ୍କ ପାଇଁ ପର୍ୟ୍ୟଟନ ଶିଳ୍ପ ଆଗକୁ ବଢିଛି : ଦିଲ୍ଲୀପ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ।  ନବୀନ ପଟ୍ଟନାୟକଙ୍କ ଯୋଗୁଁ ରାଜ୍ୟରେ ପର୍ୟ୍ୟଟନ ଶିଳ୍ପ ଆଗକୁ ବଢିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିଶ୍ୱକପ ହକି ଓଡିଶାରେ ସଫଳତା ସହ ହୋଇପାରିଲା  ଏବଂ ଆଗକୁ ମଧ୍ୟ…

ନୂଆବର୍ଷରେ ପୁରୀକୁ ବଡଗାଡି ମନା

ପୁରୀ() ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର ସହ ସହର…

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ୱର() ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ କାର୍ୟ୍ୟାନୁଷ୍ଠାନ ହୋଇଛି । ଏସପ୍ଲାନେଡ ମଲର ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି ପୋଲିସ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଏସପ୍ଲାନେଡ ମଲ ସାମ୍ନାରେ ଧାରଣରେ ଥିବା ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି…

ଗୀତ ଗାଇଲେ ତାରା

ଭୁବନେଶ୍ୱର() କିଛି ଦିନ ପୂର୍ବରୁ ଟାଇଟାନିକ ପୋଜ ଦେଇ ଚର୍ଚ୍ଚାରେ ଆସିଥିଲେ ବିଧାୟକ ତାରା ବହନୀପତି । ଫିଲ୍ମ ଷ୍ଟାଇଲ ତାରା ଏବଂ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ସହ ଟାଇଟାନିକ ପୋଜ ଦେଇ ଫଟୋ ଉଠାଇଥିଲେ । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ପୁଣି ଗୀତ ଗାଇ…

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ସାରା ରାଜ୍ୟ ଯେମିତି ବରଫ ପାଲଟି ଯାଇଛି । ଆଗକୁ ଆହୁରି ଖସିବ ପାରଦ । ପାଣିପାଗ ବିଭାଗର କହିବା ଅନୁସାରେ ଆଉ ୨-୩ ଦିନ ଜାଡ଼ ଜାରି ରହିବ । ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ଶୀତ ବଢିବ । ଅଧିକାଂଶ ସ୍ଥାନରେ ପାରଦ ୪ରୁ ୧୦ ଡିଗ୍ରୀ କମିଛି ।…

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ । ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏନଆରସିକୁ ନେଇ ମୋଦି ସରକାରଙ୍କ ଉପରେ ହମ୍‌ଲା ଚଳାଇଥିବା ବିରୋଧୀ ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିବେ । ଶପଥ ଗ୍ରହଣ ଉତ୍ସବରେ ରାହୁଲ…

ଶୀତଳଭଣ୍ଡାରରେ ଟିଉସନ କରୁଥିବା ଅଧ୍ୟାପକଙ୍କ ତାଲିକା

ଭୁବନେଶ୍ୱର : ୟୁଜିସି ସ୍କେଲରେ ମୋଟା ଅଙ୍କର ବେତନ ଗଣି ନେଉଥିବା କଲେଜ ଅଧ୍ୟାପକଙ୍କ ଘରୋଇ ଟିଉସନ ଉପରେ ରୋକ ଲଗାଇବାପାଇଁ ଆରମ୍ଭ ହୋଇଥିବା ଅଭିଯାନ ଏବେ ଶୀତଳଭଣ୍ଡାରରେ । ଏମାନଙ୍କ ତାଲିକା ପ୍ରସ୍ତୁତ ହୋଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ କିଏ ଏହାକୁ ଚାପିଛି ତାହାକୁ ନେଇ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କ ଠାରୁ ଅର୍ଥ ସାହାଯ୍ୟ ଅଯାତିତ ଭାବେ ପାଇବେ। କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ମନେ ମନେ ଭାବୁଥିବା କାମ ହାସଲ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବୃଷ…

ଏଣିକି ସାରା ରାତି ଖୋଲା ରହିବ ସ୍କୁଲ ଘର

ଭୁବନେଶ୍ୱର() ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗରିବ, ବାସହୀନ, ଅସହାୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ କୁହାଯାଇଛି। ଏ ନେଇ…