Odia News Portal
Monthly Archives

December 2019

ଆପୋଲୋ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର() ବେଆଇନ ଭାବେ କିଡନୀ ଚୋରି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସଂପୂର୍ଣ୍ଣ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରିପୋର୍ଟ ଆସିଲେ ତର୍ଜମା କରାଯିବ ଏବଂ…

ସମ୍ମାନିତ ହେଲେ ୪୦ ପ୍ରେରଣାଦାୟୀ ବ୍ୟକ୍ତି ବିଶେଷ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ସମାଜ ସେବା ପ୍ରତିଷ୍ଠାନ ‘ସମର୍ଥ ଓଡ଼ିଶା’ ପକ୍ଷରୁ ପ୍ରଥମ ଆର୍ନ୍ତଜାତୀକ ସମ୍ବର୍ଦ୍ଧନା ଉତ୍ସବ (ୟୁ ଓ ମି) ସ୍ଥାନୀୟ ଇଡ଼ିକଲ ଅଡ଼ିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ପଦ୍ମବିଭୂଷଣ ରଘୁନାଥ…

ବିଗ୍‌ ବିଙ୍କୁ ମିଳିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ : ବଲିଉଡ୍‌ ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା ଭାରତୀୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆଓ୍ଵାର୍ଡ । ରାଷ୍ଟ୍ରପତି ଭବନରେ ଆଜି ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ମାନ ଗ୍ରହଣ ପରେ ସମର୍ଥନ ପାଇଁ…

ଖୁବ୍‌ ଶୀଘ୍ର ପରଦାକୁ ଭୋଜପୁରୀ ଫିଲ୍ମ ‘ସବ୍‌ କୁଶଲ ମଙ୍ଗଲ୍‌’

ଭୋଜପୁରୀ ମେଗା ଷ୍ଟାର ଏବଂ ଭାଜପାର ସାଂସଦ ରବି କିଶାନ ଙ୍କ ଝିଅ ରିବା କିସନ ବଲିଉଡରେ ଏଣ୍ଟ୍ରି କରିସାରିଛନ୍ତି। ତାଙ୍କ ଫିଲ୍ମ ‘‘ସବ କୁଶଲ ମଙ୍ଗଲ ’’(Sab Kushal Mangal) ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ ଅକ୍ଷୟ ଖାନ୍ନା ଭିଲିଆନ୍‌ ଭୂମିକାରେ ଅଭିନୟ କରିଛନ୍ତି। ୨ ମିନିଟ୍‌…

ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼

ଭୁବନେଶ୍ବର : ପିପିଲିରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ । ସାକ୍ଷୀଗୋପାଳ ନୂଆ ସୋମେଶ୍ୱରପୁର ଛକ ନିକଟରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରୀକାନ୍ତଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି…

ଆଜିଠାରୁ ଭିତରକନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା

ରାଜନଗର : ଭିତର କନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା । ୨୩ଟି ଟିମ୍‌ ଗଣନା ପାଇଁ ସାମିଲ ହୋଇଥିବା ବେଳେ ପ୍ରତି ଟିମ୍‌ରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଆଜିଠୁ ଆରମ୍ଭ ହୋଇଥିବା କୁମ୍ଭୀର ଗଣନା ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ସବିଶେଷ ଆଲୋଚନାପୂର୍ବକ ପୂର୍ବ ସ୍ଥିରୀକୃତ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରୁ ଫେରିବା ବାଟରେ ବନ୍ଧୁଙ୍କୁ ଭେଟି…

ଏହି ଭୟଙ୍କର ରୋଗରେ ପିଡୀତ ହୋଇଛନ୍ତି ସୋନମ

ମୁମ୍ବାଇ() ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କ ଝିଅ ସୋନମ ତାଙ୍କ ଯୁବା ଅବସ୍ଥାରୁ ମଧୁମେହର ଶିକାର ହୋଇଛନ୍ତି। ୨୦୧୮ରେ ସୋନମଙ୍କୁ ମଧୁମେହ ଅତ୍ୟଧିକ ବଢିଯାଇଥିଲା। କିନ୍ତୁ ଯୋଗ, ବ୍ୟାୟାମ ଏବଂ ସଠିକ୍ ଆହାର ଦ୍ବାରା ସେ ଏହି ରୋଗର ନିୟନ୍ତ୍ରଣ କରିବାରେ ସକ୍ଷମ…

ଜିଓ ପରେ ଏୟାରଟେଲର ଝଟକା

ନୂଆଦିଲ୍ଲୀ() ନୂଆବର୍ଷରେ ଝଟକା ଦେଲା ଏୟାରଟେଲ । ଜିଓ ପରେ ଏୟାରଟେଲରେ କଲ୍ ମହଙ୍ଗା ହେବ।ଗୋଟିଏ ମାସରେ ୨ୟ ଥର କଲ୍ ଦର ବଢାଇଛି ଏୟାରଟେଲ । କମ୍ପାନୀ ତାଙ୍କରର ସବୁ ବେଶ୍ ପ୍ୟାକ ଦାମ୍ରେ ପରିବର୍ତ୍ତନ କରିଛନ୍ତି । ଯଦି ଗ୍ରାହକଙ୍କୁ କମ୍ପାନୀର ନେଟୱାର୍କ ସହିତ ଯୋଡି ହୋଇ ରହିବାକୁ ପଡେ,…

କାହିଁକି ଟଏଲେଟ୍ ସଫା କଲେ ସଲମାନ ଜାଣନ୍ତୁ

ମୁମ୍ବାଇ() ‘ବିଗ ବସ-୧୩’ ରେ ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଘର ଏବଂ ଟଏଲେଟ ସଫାକୁ ନେଇ ମଧ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା।…