Odia News Portal
Yearly Archives

2019

ସୁଦର୍ଶନଙ୍କୁ ଗୋଲ୍ଡେନ୍‌ ସ୍ୟାଣ୍ଡ୍‌ ଆର୍ଟ ପୁରସ୍କାର

ପୁରୀ : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପାଇବେ ୨୦୧୯ର ଇଟାଲୀୟ ଗୋଲ୍ଡେନ ସ୍ୟାଣ୍ଡ୍‌ ଆର୍ଟ ପୁରସ୍କାର। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ପ୍ରୋମୌଭି ସ୍କୋରୋନାର ସଭାପତି ଭିଟୋ ମାରାଶ୍ଚିଓ । ଆସନ୍ତା ୧୩ରୁ ୧୮ପର୍ଯ୍ୟନ୍ତ ଇଟାଲୀରେ ଗୋଲ୍ଡେନ୍‌ ସ୍ୟାଣ୍ଡ୍‌ ଆର୍ଟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ପୂର୍ବରୁ ସ୍ଥିରୀକୃତ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବାକୁ ଚେଷ୍ଟାକରିବେ। ପରିବହନ,…

କଳିଙ୍ଗ ଷ୍ଟାଡିୟମ ଭାରତ ପାଇଁ ଲକୀ, ମହିଳା ପରେ ପୁରୁଷ ହକି ଦଳକୁ ମିଳିଲା ଅଲିମ୍ପିକ ଟିକେଟ୍

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଭାରତ ପାଇଁ ଲକୀ ଗ୍ରାଉଣ୍ଡ ସାବ୍ୟସ୍ତ ହୋଇଛି । ମହିଳାଙ୍କ ପରେ ଭାରତୀୟ ପୁରୁଷ ଦଳ ବି ଏଠାରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲା । ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଘରୋଇ ଦର୍ଶକଙ୍କ ଆଗରେ ଜୋରଦାର ଖେଳ ଦେଖାଇ ରୁଷିଆକୁ ୫-୧ ଗୋଲ୍‌ରେ…

ଦୁର୍ନୀତି ମାମଲାରେ ନିଲମ୍ବିତ ହେଲେ ଦେବର୍ଚନ ବେହେରା

ଭୁବନେଶ୍ବର : ବିଭିନ୍ନ ଦୁର୍ନୀତି ମାମଲାରେ ରାୟଗଡା ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କୁ ସସପେଣ୍ଡ କରାଯାଇଛି । ରାଜ୍ୟ ସରକାର ଦେବାର୍ଚ୍ଚନଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି । ଦେବାର୍ଚ୍ଚନଙ୍କ ନାମରେ ବହୁ ଦୁର୍ନୀତି ରହିଛି । ସେ ଦୁର୍ନୀତି, ଅନିୟମିତତା ଓ ଯୌନ ନିର୍ଯ୍ୟାତନା ଅଭିଯୋଗରେ…

ମହିଳା ହକି ଦଳକୁ ମିଳିଲା ଅଲିମ୍ପିକ ଟିକେଟ୍

ଭୁବନେଶ୍ବର : ଟୋକିଓ ଅଲିମ୍ପିକରେ ସାମିଲ ହେବା ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ହକି ଦଳ । ଦ୍ୱିତୀୟ ମ୍ୟାଚରେ ପରାସ୍ତ ସତ୍ୱେ ଅଲିମ୍ପିକ ଖେଳିବ ଭାରତ । ଆମେରିକା ସହ ୨ଟି ମ୍ୟାଚରେ ଅଧିକ ଗୋଲ୍ ପାଇଁ ଭାରତ ବିଜୟୀ ହୋଇଛି । ୨ଟି ମ୍ୟାଚରେ ଭାରତର ୬ଟି ଗୋଲ୍ ହୋଇଥିବା ବେଳେ ଆମେରିକା…

ଚର୍ଚ୍ଚାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର : ଆଠଗଡ ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ରଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଆଠଗଡ଼ର ସମସ୍ତ…

ଡିସେମ୍ବର ୩୧ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ : ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଡିସେମ୍ବର ୩୧ରୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ ୭୧ତମ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା କମିଟି ସଭାପତି ତଥା ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଦିନ ଧାର୍ଯ୍ୟ ହୋଇଛି । ଏଥର…

ସୋସିଆଲ ମିଡିଆରେ ଅଧିକ ଫଟୋ ପୋଷ୍ଟ କରୁଥିବା କପଲ ନିଜ ସମ୍ପର୍କକୁ ନେଇ ଅସୁରକ୍ଷିତ ମନେକରିଥାନ୍ତି

ଭୁବନେଶ୍ୱର()ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ ଗତିବିଧି ବିଷୟରେ ଏଥିରେ ଜଣାଇଥାନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପଛର ପ୍ରକୃତ କାରଣ ବାହାର କରାଯାଇଛି। ଡାକ୍ତର ନିକି…

ପୁଣି ଚନ୍ଦ୍ରପୃଷ୍ଠକୁ ଯିବାକୁ ଇସ୍ରୋର ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ() ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି କହିଛନ୍ତି। ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱିତୀୟ ଥର ପାଇଁ…

ଆଇକନ ଅଫ୍ ଗୋଲ୍ଡେନ ଜୁବଲି ଆୱାର୍ଡରେ ସମ୍ମାନିତ ହେବେ ଏହି ଅଭିନେତା

ମୁମ୍ବାଇ() ଆଇକନ ଅଫ୍ ଗୋଲ୍ଡେନ ଜୁବଲି ଆୱାର୍ଡରେ ସମ୍ମାନିତ ହେବେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ଫିଲ୍ମ କ୍ୟାରିଅରର ଆରମ୍ଭ ୧୯୭୫ରେ ତାମିଲ ଫିଲ୍ମ ଅପୂର୍ବ ରାଙ୍ଗଗଲରୁ କରିଥିଲେ। ରଜନୀକାନ୍ତଙ୍କୁ ତାଙ୍କ କଳା ପାଇଁ ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ…