Odia News Portal
Yearly Archives

2019

ମା’ ହେବାକୁ ଯାଉଛନ୍ତି ବିପାଶା !

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍‌’ର ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା ବାସୁ। ଏବେ କିନ୍ତୁ ତାଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି। ସେଇଟି ହେଲା କୁଆଡେ ବିପାଶା ଗର୍ଭବତୀ। ନିକଟରେ ପ୍ରଯୋଜକ ରମେଶ…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର ହୁଏ । କଲରାରେ ମ୍ୟାଗ୍ନେସିୟମ ଓ ଫସଫରସ ରହିଥାଏ। ଏହା କିଡ୍‌ନୀ ଷ୍ଟୋନ…

ଆଜି ଦୀପାବଳି, ଘରକୁ ଆଣନ୍ତୁ ଏହି ୫ଟି ସାମଗ୍ରୀ, ଦୂର ହେବ ଅର୍ଥାଭାବ

ଭୁବନେଶ୍ୱର : ଦୀପାବଳିରେ ଶ୍ରଦ୍ଧାଳୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ନୂଆ ସାମଗ୍ରୀ ଘରକୁ ଆଣନ୍ତି। ବିଶ୍ୱାସ ରହିଛି, ଦୀପାବଳିରେ ନୂଆ ସମାଗ୍ରୀ ଘରକୁ ଆଣିଲେ, ମା’ ବର୍ଷତମାମ୍‌ ଘରକୁ ଶୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥା’ନ୍ତି।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ବାରମ୍ବାର ପ୍ରତିବନ୍ଧକ ମଧ୍ୟଦେଇ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଅର୍ଥଶ୍ରାଦ୍ଧ ଓ ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ। ବନ୍ଧୁମାନଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଘର…

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଂଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଘରେ ଏକୁଟିଆ ଥିବା ଜଣେ ୯ବର୍ଷ ବୟସ୍କା ନାବାଳିକାଙ୍କୁ ୨୫ ବର୍ଷ ବୟସ୍କ ଯୁବକ ବିଜୟ ପ୍ରଧାନ ଦୁଷ୍କର୍ମ ଉଦ୍ୟମ କରିଛି । ଆଜି ସକାଳେ କିଛି ସମୟ ପାଇଁ ୯ ବର୍ଷର ଝିଅକୁ ଘରେ…

ସନ୍ଧ୍ୟା ୮ରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ପରାମର୍ଶ

ଭୁବନେଶ୍ୱର() ରାତି ପାହିଲେ ଦୀପାବଳି । ଚିକମିକ ଆଲୋକ ସାଙ୍ଗକୁ ବାଣ ଫୁଟାଇବା ମଜାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ୨ଦିନର ଲଘୁଚାପ ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଖିଲା ପାଗରେ ବାଣ ବଜାରରେ ଲୋକଙ୍କ ଗହଳି ଅଧିକ ଦେଖିବାକୁ ମିଳିଛି । ଦୋକନରେ ପାରମ୍ପାରିକ ଓ…

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାର ଭିଡିଓ ଭାଇରାଲ୍

ପୁରୀ : ଶ୍ରୀମନ୍ଦିର ଉପରେ ଡ଼୍ରୋନ୍ ଉଡ଼ିବା ଘଟଣା ନେଇ ଭଏସ ଅଫ୍ କମନ୍ ମ୍ୟାନ୍ ତରଫରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। କିଛିଦିନ ତଳେ ଶ୍ରୀମନ୍ଦିର ଉପରେ ବାରମ୍ୱାର ଡ଼୍ରୋନ୍ ଉଡ଼ୁଥିବା ନେଇ ପ୍ରଥମେ ଏକ ସପ୍ତାହ ଧରି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡ଼ିଓ…

ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ

ଗଞ୍ଜାମ : ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗପୁର ଗାଁରେ ତେଜରାତି ବ୍ୟବସାୟୀ ସୁଶାନ୍ତ କୁମାର ପାତ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ କରିଥିବା ସେହି ଗାଁର ଜଣେ ଯୁବକ। ଗତକାଲି ରାତିରେ ସୁଶାନ୍ତ ଦୋକାନରେ ଥିବାବେଳେ ଯୁବକ ଜଣକ ଆସି ବଟି…

ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ପପୁଲାର ଅଭିନେତ୍ରୀ

ମୁମ୍ବାଇ() ଅଭିନୟ ପାଇଁ ଜାତୀୟ ପୁରସ୍କାର ଜିତିଥିବା ରବିନା ର ଆଜି ଜନ୍ମଦିନ। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ରବିନା ଟଣ୍ଡନ ଙ୍କ କିଛି ଅଜଣା କଥା । ରବିନାଙ୍କ ନାଁ ଦିନେ ଅଜୟ ଦେବଗନଙ୍କ ସହ ଯୋଡ଼ାଯାଉଥିଲା। ଏପରି ମଧ୍ୟ କୁହାଯାଉଥିଲା ଯେ ରବିନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।…

୧୦ ଜିଲ୍ଲାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର()  ୧୦ରୁ ଊର୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ,…