Odia News Portal
Yearly Archives

2019

BSNL କୁ କେନ୍ଦ୍ର ସରକାରଙ୍କ ଭିଟାମିନ

ନୂଆଦିଲ୍ଲୀ() ଭରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଆଉ ବନ୍ଦ ହେବ ନାହିଁ । କିମ୍ବା ଏହାକୁ ଘରୋଇ କରଣ କରାଯିବ ନାହିଁ । ବିଏସଏନଏଲକୁ ବଂଚାଇ ରଖିବ । ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏଥିପାଇଁ ବିଏସଏନଏଲ ସହିତ ଏମଟିଏନଏଲର ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ଆଜି ମଂଜୁରୀ…

ଧାନ ଚାଷୀଙ୍କୁ ହତାଶ କଲା କେନ୍ଦ୍ର

ନୂଆଦିଲ୍ଲୀ() ଧାନ ସମେତ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଘଟୁ ନଥିବାରୁ ଚାଷୀ ୍ରଆତ୍ମହତ୍ୟା କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋିଛି । ଏହାକୁ ନେଇ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ କୁମ୍ଭୀର କାନ୍ଦଣା କରି ଚାଷୀଙ୍କୁ ସମବେଦନା ଜଣାଉଛନ୍ତି । କିନ୍ତୁ ଖାଦ୍ୟ…

ବିଜେଡି ସଭ୍ୟ ସଂଗ୍ରହରେ ଯାଜପୁର ନଂ୧

ଭୁବନେଶ୍ବର () ଚଳିତ ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି - “ଘରେ ଘରେ ନବୀନ” । ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଦଳର ସବୁ ବିଧାୟକ ଓ ନେତାମାନେ ଉଦ୍ୟମ ଚଳାଇଥିବା ବେଳେ ଯାଜପୁର କିନ୍ତୁ ଏଦିଗରେ ଅଗ୍ରଣୀ ରହିଛି ।…

ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୌରଭ

ନୂଆଦିଲ୍ଲୀ() ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ।ସୌରଭ ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି। ବିସିସିଆଇର…

୨୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର() ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଘନିଭୂତ ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଛି ା ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ । ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି…

କେଶକୁ ଶୀଘ୍ର ଲମ୍ବା କରିବାକୁ ଚାହୁଁଛନ୍ତି କି ? ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ

ସାଧାରଣତଃ ମହିଳାମାନେ ନିଜ କେଶକୁ ବହୁତ ଭଲ ପାଆନ୍ତି ଓ ତାକୁ ନେଇ ସବୁବେଳେ ଚିନ୍ତିତ ମଧ୍ୟ ଥାଆନ୍ତି। ଖାସ୍‌ କରି ଲମ୍ବାକେଶ ସମସ୍ତଙ୍କୁ ପସନ୍ଦ। ହେଲେ କିଛି ଲୋକ ଚାହିଁଲେ ମଧ୍ୟ ନିଜ କେଶକୁ ଲମ୍ବା କରିପାରନ୍ତି ନାହିଁ। କାରଣ ସେମାନଙ୍କ କେଶ ଠିକ୍‌ରେ ବଢେ ନାହିଁ। ଆପଣ ଯଦି ଏହି ସମସ୍ୟାକୁ…

ପାଦ ଫାଟୁଛି କି ? ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଭୁବନେଶ୍ୱର : ଶରୀରର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ, ଉଭୟ ଦୃଷ୍ଟିରୁ ପାଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୁନ୍ଦର ପାଦ ବ୍ୟକ୍ତିଙ୍କ ଭାଗ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ ଏବଂ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସହାୟକ ହୋଇଥାଏ। ତେବେ ବହୁ ବ୍ୟକ୍ତି ନିଜ ପାଦର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆକସ୍ମିକ ସମସ୍ୟାଜନିତ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ…

ମାଡ୍ରାସରୁ ଆସିଲା ୯ଟି ଆନାକୋଣ୍ଡା, ୩ ନୀଳ ନଦୀର କୁମ୍ଭୀର

ଭୁବନେଶ୍ବର : ନନ୍ଦନକାନନର ନୂଆ ଅତିଥି । ବାରଙ୍ଗ ସ୍ଥିତ ନନ୍ଦନକାନନକୁ ଆସିଲା ଆନାକୋଣ୍ଡା । ଏହା ସହ ନୀଳ ନଦୀର କୁମ୍ଭୀର ମଧ୍ୟ ନନ୍ଦନକାନନକୁ ଆସିଛି । ତେବେ ୯ଟି ଆନାକୋଣ୍ଡା ଏବଂ ୩ ଟି ନୀଳ ନଦୀ କୁମ୍ଭୀର ସହ ମୋଟ ୧୧ଟି ସରୀସୃପ ନନ୍ଦନକାନନର ନୂଆ ଅତିଥି ସାଜିଛନ୍ତି । ତେବେ…

ମନ୍ତ୍ରୀମାନଙ୍କୁ ନଵୀନଙ୍କ ପରାମର୍ଶ : ସ୍କୁଲ, ଅନାଥ ଆଶ୍ରମ, ଆହାରକେନ୍ଦ୍ର ଯାଇ ସ୍ଥିତି ପରଖ

ଭୁବନେଶ୍ବର : ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ପାଇଁ ଥିବା ଅନୁଷ୍ଠାନକୁ ଫୋକସ ଦେବେ । ଏହି ଗସ୍ତ ଏଣିକି ସମ୍ପୁର୍ଣ୍ଣ ଭାବେ ଗୁପ୍ତ ରହିବ । ଏଥିସହିତ ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ବାହାରେ ନଖାଇ, ଏହିସୁବ ଅନୁଷ୍ଠାନରେ ମଧ୍ୟାହ୍ନ ଭୋଜନ…