ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ
ପୁରୀ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଚଢାଉ କରାଯାଇଛି । ଗେଣ୍ଡାପଡ଼ା, ନୋଳିଆ ସାହି ଓ ନିମାପଡା ଆଦି ଅଞ୍ଚଳରେ ଚଢ଼ାଉ କରି ୧୫ଶହ ଲିଟର ପୋଚ ସହିତ ୨ଶହ…
