Odia News Portal
Yearly Archives

2019

ରୋମାଣ୍ଟିକ ମୁଡରେ ତାରା

ଭୁବନେଶ୍ୱର () ରୋମାଣ୍ଟିକ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଶୀତ ରୃତୁରେ ପତ୍ନୀଙ୍କ ସହ ବେଶ ରୋମାଣ୍ଟିକ ହୋଇ ଛୁଟି କାଟୁଛନ୍ତି । ଟାଇଟାନିକ ଫିଲ୍ମ ଷ୍ଟାଇଲରେ ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି (ମିନି) ଫଟୋ ଉଠାଇଛନ୍ତି । ପତ୍ନୀଙ୍କ ସହ ତାରା ଉଠାଇଥିବା…

ସହିଦନଗରରେ ବସ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର() ଭୁବନେଶ୍ୱର ସହିଦନଗରରେ ଆଜି ଏକ ବସ୍ରେ ନିଆଁ ଲାଗି ବସ୍ଟି ହୁତୁହୁତ ହୋଇ ଜଳିଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ତେବେ ସହିଦନଗର ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ଅଗ୍ନିକାଣ୍ଡ କିପରି ଘଟିଲା ଓ ଏହାର…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ୱର()  ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ ଆସିବା ଉପରେ ବାରଣ କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ନିଦ୍ଦେଶାଳୟର ଉପନିର୍ଦ୍ଦେଶକ । ୧୮…

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ ଧମକ

ଭୁବନେଶ୍ୱର : ପ୍ରେମିକାର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ୍‌ ଜଣଙ୍କୁ ଗିରଫ କରିଛି । ସଂପୃକ୍ତ ଯୁବକ ଜଣଙ୍କ ବଡ଼ଗଡ ବ୍ରିଟ୍‌ କଲୋନୀରେ ରହୁଥିଲେ । ତାଙ୍କ ଘର ପୁରୀ ଜିଲ୍ଲା ଗୁରୁଡ଼ିପାଲିଆ ଅଞ୍ଚଳରେ ବୋଲି ଜଣାପଡିଛି ।  ଯୁବକଙ୍କୁ ମଙ୍ଗଳବାର…

ଜୀବନସାଥୀଙ୍କ ସହ ଉତ୍ତମ ସମ୍ପର୍କ କିପରି ତୁଲାଇବେ ଜାଣନ୍ତୁ

ସମ୍ପର୍କ ତୁଲାଇବା କଷ୍ଟସାଧ୍ୟ ମଧ୍ୟ ହୋଇପାରେ ଏବଂ ନହୋଇପାରେ ମଧ୍ୟ। ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ ଆପଣ କାନ୍ଥର କେଉଁ ପଟେ ଛିଡ଼ା ହୋଇଛନ୍ତି। ଯଦି ଆପଣ ଏକୁଟିଆ ଏବଂ ଦୁଃଖୀ ତେବେ ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ। କିନ୍ତୁ ଯଦି ଆପଣ ଯଦି ପୂର୍ବରୁ ଏକ ନିଜ ସୁମଧୁର ସମ୍ପର୍କର ଆନନ୍ଦ…

ପୂର୍ବତନ ସାଂସଦଙ୍କ ଭାଷଣରେ ମନ୍ତ୍ରୀ ବିଧାୟକ ଘାଇଲା

ଭୁବନେଶ୍ବର : ମନ୍ତ୍ରୀ ସଭାବୁ ଅତିଥି ହୋଇ ଯାଇଥିଲେ । ସାଙ୍ଗରେ ଥିଲେ ସ୍ଥାନୀୟ ବିଧାୟକ । ଦୁଇଜଣ ଯାକ ସେମାନଙ୍କର ବଡ ପାଟି ପାଇଁ ବେଶ୍‍ ପରିଚିତ । ଭାବିଥିଲେ ସଭାରେ ସେମାନଙ୍କୁ ବେଶ୍‍ ମାନ ସମ୍ମାନ ମିଳିବ । ମିଳିଲା ମଧ୍ୟ । ୧୦୦ ବର୍ଷ ପୂରଣ କରୁଥିବା ହାଇସ୍କୁଲର ଛାତ୍ରଛାତ୍ରୀମାନେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ରାଶ୍ୟାଧିପ ସହ କର୍ମାଧିପ ତୃତୀୟ ଏକାଦଶ୍ଥ ଯୋଗୁଁ ଆଶା କରିଥିବା କାର୍ଯ୍ୟରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ବୀକାର କରିବାକୁ ପଡିପାରେ। ପାରିବାରିକ ସମସ୍ୟା ବିଶେଷ ଭାବେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢାଇବା…

ସାଂସଦଙ୍କ ଜନ୍ମଦିନରେ ତୁଳସୀ ପାର୍କ ଉଦ୍ଦଘାଟନ୍

କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ରାଜ୍ୟର ସର୍ବ ପୁରାତନ ପୌରସଂସ୍ଥାର ମାନ୍ୟତା ବହନ କରିଥିଲେ ମଧ୍ୟ ଜିଲ୍ଲା ସଦର ମହକୁମା ଦୃଷ୍ଟରୁ ଏହାର ଭିର୍ତ୍ତିଭୂମି ବିକାଶ ସନ୍ତୋଷ ଜନକ ହୋଇପାରିନଥିଲା । ଜିଲ୍ଲା ପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ବିଶେଷ ପ୍ରୟାସକୁ ନେଇ ପୌରାଞ୍ଚଳର ବହୁବିଧ…

ଜାତୀୟ ଜନସଂଖ୍ୟା ପଞ୍ଜିକା ପାଇଁ ୩ ହଜାର ୯୪୧ କୋଟି

ନୂଆଦିଲ୍ଲୀ () ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଆଜି ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ଚିହ୍ନଟ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ ହେବ । ଏହି ଡାଟାବେସରେ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ମଧ୍ୟ ରହିବ । ଏଥିପାଇଁ ୩ ହଜାର ୯୪୧ କୋଟି ଟଙ୍କା…

ପୁଅ ପାଇଁ ବାପା ଗଣିଲେ ୨୫ ହଜାର

ରାୟଗଡା () ରାୟଗଡା ସହରର ରିଂରୋଡରେ ଆରଟିଓ ଏବଂ ପୋଲିସ ହାତରେ ଧରାପଡିଛନ୍ତି ଜଣେ ନାବାଳକ ।ପ୍ରଥମେ ନାବାଳକ ଜଣଙ୍କ କାର୍ ଚଳାଉଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଆଉ ଏଥିପାଇଁ ତାଙ୍କ ବାପା ୨୫ ହଜାର ଟଙ୍କାର ଫାଇନ ଗଣିଛନ୍ତି ।