Odia News Portal
Yearly Archives

2019

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଧନାଧିପତିଙ୍କ ସ୍ବଗୃହ ସଂସ୍ଥାନରୁ ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡ଼ିବେ । ପାରିବାରିକ ସୌଖ୍ୟ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଆତ୍ମୀୟମାନେ…

ବିଜେପୁର ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର() ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ନିର୍ବାଚନମଣ୍ଡଳୀ ବାହାରରେ ରହୁଥିବା ଭୋଟରମାନଙ୍କୁ ୩ଦିନ ଛୁଟି ସବୈତନିକ ଛୁଟି ମିଳିବ। ନିର୍ବାଚନର ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ଅର୍ଥାତ୍ ୨୦ରୁ ୨୨ତାରିଖ ୩ଦିନ ଛୁଟି…

ଆପଣଙ୍କ ସମର୍ଥନ ବିଜେପୁରର ବିକାଶ ପାଇଁ ଆମକୁ ଶକ୍ତି ଯୋଗାଉଛି :ନବୀନ

ବିଜେପୁର () ବିଜେପୁର ଉପନିର୍ବାଚନ ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରଚାର ଜୋର ଧରିଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଘନ ଘନ ପ୍ରଚାର ଚଳାଇଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ…

ଇନଷ୍ଟାଗ୍ରାମର ଶୀର୍ଷସ୍ଥାନରେ ମୋଦି, ଜାଣନ୍ତୁ ଫଲୋୟର୍ସ ସଂଖ୍ୟା

ନୂଆଦିଲ୍ଲୀ() ଇନଷ୍ଟାଗ୍ରାମର ଶୀର୍ଷସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସ ସଂଖ୍ୟା ୩ କୋଟିରେ ପହଞ୍ଚିଛି । ଏହା ସହ ମୋଦି ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋୟର୍ସ ଥିବା ନେତାମାନଙ୍କ ତାଲିକାରେ ଶୀର୍ଷସ୍ଥାନ ମଣ୍ଡନ କରିପାରିଛନ୍ତି । ଆମେରିକା…

FIH ହକି ଅଲିମ୍ପିକ୍ସ କ୍ୱାଲିଫାଇଂ ମ୍ୟାଚ୍‌, ମହିଳା ଓ ପୁରୁଷ ଦଳ ଘୋଷଣା

ଭୁବନେଶ୍ବର : ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ହକି ଅଲିମ୍ପିକ୍ସ କ୍ୱାଲିଫାଇ ମ୍ୟାଚ୍‌ । ଏନେଇ ଆଜି ଭରତୀୟ ମହିଳା ଓ ପୁରୁଷ ଦଳ ନାମ ଘୋଷଣା କରାଯାଇଛି । ମହିଳା ଦଳର କୋଚ୍‌ ଜୋର ମାରିନ ଓ ପୁରୁଷ ଦଳର କୋଚ ଗ୍ରାହମ ରିଡ୍‌ ଉଭୟ ଟିମ୍‌ର ନାଁ ଘୋଷଣା କରିଛନ୍ତି ।…

ମନୀଷ ପାଣ୍ଡେ ବିବାହ କରିବେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ

ମୁମ୍ବାଇ : ଭାରତୀୟ କ୍ରିକେଟ ତାରକା ମନୀଷ ପାଣ୍ଡେ ୧୯୮୯ ମସିହା ସେପଟେମ୍ବର ମାସ ୧୦ ତାରିଖରେ ଜନ୍ମ ହୋଇଥିଲେ। ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପିଲା ବେଳୁ କ୍ରିକେଟ ଖେଳିବାରେ ତାଙ୍କର ବହୁତ ଆଗ୍ରହ ଥିଲା। ନିଜ ପୂର୍ବ ଆଇପିଏଲ ଟିମ୍‌ ରୟାଲ…

ଜାଣନ୍ତୁ କେତେ କମିଲା, ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଲଗାତର ଚତୁର୍ଥ ଦିନରେ ବି ପେଟ୍ରୋଲର ମୂଲ୍ୟ ହ୍ରାସ ହୋଇଛି। ଡିଜେଲ ଓ ପେଟ୍ରୋଲର ଦର ଧୀରେ ନିୟନ୍ତ୍ରଣ ହେଉଛି। ଦିଲ୍ଲୀରେ ଡିଜେଲ ଲିଟର ପିଛା ୧୦ ପଇସା ଓ ମୁମ୍ବାଇରେ ୧୧ ପଇସା ହ୍ରାସ କରାଯାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୩.୨୭ ଓ ଜିଜେଲ ୬୬.୩୧ ଟଙ୍କା ରହିଛି।…

ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ

ନୂଆଦିଲ୍ଲୀ() ଏଣିକି ସୈନିକ ସ୍କୁଲରେ ପଢିପାରିବେ ଝିଅ । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସୈନିକ ସ୍କୁଲରେ ଝିଅ ମାନେ ପାଠ ପଢିପାରିବେ । କେନ୍ଦ୍ର ସରକାରଙ୍କ ବେଟି ବଚାଓ ବେଟି ପଢାଓ କାର୍ୟ୍ୟକ୍ରମକୁ ଗୁରୁତ୍ୱ ଦେବା ସହ…

ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ଦେଲେ ପ୍ରସନ୍ନ

ଭୁବନେଶ୍ୱର() ଆସନ୍ତା ୨୧ ତାରିଖ ଦିନ ବିଜେପୁର ଫାଇଟ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ…

୧୨ରୁ ବାଲିଯାତ୍ରା

କଟକ() ନଭେମ୍ବର ୧୨ରୁ ବାଲିଯାତ୍ରା ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଏହା ୮ଦିନ ପର୍ୟ୍ୟନ୍ତ ଚାଲିବାର ପ୍ରସ୍ତାବ ରହିଛି। ଚଳିତବର୍ଷ ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ପଲିଥିନ ବ୍ୟବହାରକୁ ନିଷିଦ୍ଧ କରାଯିବା ସହ ଖାଦ୍ୟ ମାନ ଯାଞ୍ଚ ପାଇଁ ସିଏମ୍ସି…