ବିଜେପି ଛାଡିଲେ ବରିଷ୍ଠ ନେତା ଦାମୋଦର ରାଉତ
ଭୁବନେଶ୍ୱର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଜୀବନରେ ଲାଗିଲା ପୂର୍ଣ୍ଣଛେଦ । ବିଜେଡିରୁ ବହିସ୍କୃତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ପାଣିପାଗ ସୁହେଇଲା ନାହିଁ କି ବିଜେପି ଵାଲା ବି ଆଉ ପଚାରୁନାହାନ୍ତି । ତେଣୁ ଦୁଃଖ ଓ ପରିତାପର ସହ ମାନସିକ ଅସନ୍ତୁଳନ ଭିତରେ ସେ…
