Odia News Portal
Yearly Archives

2019

ଦେଢ ମାସରେ ଗିରଫ ହେଲେ ବାପି- ହାପି

ଭୁବନେଶ୍ବର :  ବାହଦଲପୁର ଅନୀଲ ଜେନା ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଓଡ଼ିଶା ବାହାରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍ । ଦୁଇ ଅଭିଯୁକ୍ତ ହେଲେ ବାପି ଓ ହାପି । ଗତ ନଭେମ୍ବର ୭ ତାରିଖରେ ଅନୀଲ ଓ ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କ ଉପରକୁ…

ଡିସେମ୍ବର ୨୫ରେ ପାଳନ କରାଯାଏ କ୍ରିସମାସ, କ’ଣ ପାଇଁ ଆସନ୍ତୁ ଜାଣିବା

ଭୁବନେଶ୍ୱର : ବାଇବେଲରେ ଯୀଶୁଙ୍କ ଜନ୍ମ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ କିନ୍ତୁ ତଥାପି ପ୍ରତି ବର୍ଷ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ପାଳନ କରାଯାଏ। ଏହି ତାରିଖକୁ ନେଇ ଅନେକ ଥର ବିବାଦ ମଧ୍ୟ ହୋଇସାରିଛି। ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।…

କାହିଁକି ବାବା ଖାଉଥିଲେ ପିଆଜ, କାରଣ ପଢନ୍ତୁ

ସ୍ୱାଧିକାର ନ୍ୟୁଜ() ଥରେ ଜଣେ ଯୋଗ ସାଧକ ନାନାସାହେବ ଚନେ୍ଦାରକରଙ୍କ ସହିତ ଶିରିଡି ଆସିଲେ । ପାତଂଜତି ଯୋଗସୂତ୍ର ତଥା ଯୋଗାଶାସ୍ତ୍ରର ଅନ୍ୟାନ୍ୟ ଗ୍ରନ୍ଥମାନ ସେ ଯଦିଓ ଅଧ୍ୟୟନ କରିଥିଲେ । ତେବେ ବ୍ୟାବହାରିକ ଅନୁଭନରୁ ବଂଚିତ ଥିଲେ । ମନ ଏକାଗ୍ର ହୋଇନପାରିବାରୁ ସେ ଅଳ୍ପ ସମୟ ପାଇଁ ମଧ୍ୟ…

‘ହଙ୍ଗାମା ୨’ର ଫାଷ୍ଟଲୁକ୍‌ ଜାରି

ଅନେକ ଦିନ ଧରି ହିନ୍ଦୀ ଫିଲ୍ମଠାରୁ ଦୂରରେ ଥିବା କମେଡି ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ ପୁଣି ଥରେ ଫେରିବାକୁ ଯାଉଛନ୍ତି। ୨୦୦୩ ମସିହାରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ହଙ୍ଗାମାର ସ୍ୱିକ୍ୱେଲ ନେଇ ଫେରୁଛନ୍ତି ପ୍ରିୟଦର୍ଶନ। ଏହି ଫିଲ୍ମର ନାଁ ରହିଛି ହଙ୍ଗାମା ୨।…

ଏହି ମନ୍ଦିରରେ ରୂପ ବଦଳାନ୍ତି ହନୁମାନ

ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର ନିଜର ସ୍ବରୂପ ଆପେ ଆପେ ବଦଳାଇଥାନ୍ତି। ମୂର୍ତ୍ତି ଏଭଳି କିପରି ହେଉଛି ତାହା ଏପର୍ୟ୍ୟନ୍ତ ରହସ୍ୟ ହୋଇ ରହିଛି। ସକାଳ ୧୦ ପର୍ୟ୍ୟନ୍ତ ହନୁମାନ ବାଳ ସ୍ବରୂପରେ…

ମାରୁତି ମୁଖ୍ୟଙ୍କ ବିରୋଧରେ କେଶ କଲା ସିବିଆଇ

ନୂଆଦିଲ୍ଲୀ () ମାରୁତିର ପୂର୍ବତନ ମୁଖ୍ୟ ଜଗଦିଶ୍ ଖଟ୍ଟରଙ୍କ ନାମରେ କେଶ କଲା ସିବିଆଇ ।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ରେ ୧୧୦ କୋଟି ଟଙ୍କା ଋଣ ଜାଲିଆତି ମାମାଲରେ ଖଟ୍ଟରଙ୍କୁ ଛନ୍ଦିଛି ସିବିଆଇ । ଖଟ୍ଟରଙ୍କ ଘରେ ସିବିଆଇ ରେଡ୍ କରିଛି । ଜଗଦୀଶ ଖଟ୍ଟର ହେଉଛନ୍ତି ଦେଶର ନମ୍ବର ୱାନ୍ ଅଟୋ…

ଜିଓର ହାପି ନ୍ୟୁ ଇଅର୍ ଅଫର୍

ନୂଆଦିଲ୍ଲୀ() ପୁଣି ଜିଓର ବଡ ଘୋଷଣା । ଗ୍ରାହକମାନଙ୍କ ପାଇଁ କମ୍ପାନୀ ଘୋଷଣା କରିଛି ‘୨୦୨୦ ହାପି ନ୍ୟୁ ଇଅର୍ ଅଫର୍’। ଆଜିଠାରୁ ଏହି ସୁବିଧା ଗ୍ରାହକଙ୍କ ପାଇଁ ମାର୍କେଟ୍ରେ ଉପଲବ୍ଧ ହେଉଛି। ଏହି ଅଫର୍ରେ ଜିଓ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଅନ୍ ଲିମିଟେଡ୍ ଭଏସ୍ କଲ୍ ସହିତ ଡାଟା ଓ…

ଏଣିକି ଗୋଟିଏ ନମ୍ବରରେ ଦୁଇଟି ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର () ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ଚାଲୁଥିବା ସମସ୍ତ ପୁରୁଣା ୧୦୮ ଆମ୍ବୁଲାନ୍ସ ବଦଳିବ । ଏଥିପାଇଁ ନୂତନ ଆମ୍ବୁଲାନ୍ସ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ଚାଲୁଥିବା ସମସ୍ତ ୧୦୮ ଆମ୍ବୁଲାନ୍ସ ନୂଆ ରୂପ ପାଇପାରିବ । ଅପରପକ୍ଷରେ ୧୦୮ ଓ ୧୦୨…

ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ବିକ୍ଷୋଭକାରୀଙ୍କୁ କିଏ ଦେଲା ଅଧିକାର ?

ମୁମ୍ବାଇ() ଶ୍ରେଷ୍ଠ ନାୟିକା ଭାବେ ପରିଚୟ ଲାଭ କରିଥିବା କଙ୍ଗନା ରାଣାୱତ ନିଜର ଆଗାମୀ ଚଳଚ୍ଚିତ୍ର "ପଙ୍ଗା" ର ଟ୍ରେଲର ରିଲିଜ୍ ଇଭେଣ୍ଟରେ ଯୋଗଦେବା ଅବସରରେ CAAଆଇନକୁ ବିରୋଧ କରି ବିକ୍ଷୋଭ କରୁଥିବା ଲୋକମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

କାଲି ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ ()  ଆସନ୍ତା ୨୬ରେ ସୂର୍ୟ୍ୟପରାଗ ପାଇଁ ଶ୍ରୀମନ୍ଦିର ରାତିସାରା ୨୫ ତାରିଖ ଖୋଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଡିସେମ୍ଵର ୨୬ ସକାଳ ୮ ଘଂଟା ୨୦ ମିନିଟ୍ ୮…