Odia News Portal
Yearly Archives

2019

ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଆଶ୍ୱୀନ ମାସ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ନୀତି…

ଦୋକାନର କ୍ୟାସ୍‌ କାଉଣ୍ଟର କେଉଁ ଦିଗରେ ରହିଲେ ମିଳିବ ଭଲ ଲାଭ, ଜାଣନ୍ତୁ …

ଭୁବନେଶ୍ୱର : ଦୋକାନ ଖୋଲିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆଶା ଥାଏ କିପରି ବ୍ୟାପାର ଠିକ ରୂପେ ଚାଲିବ ଓ ସର୍ବଦା ଗ୍ରାହକଙ୍କ ଭିଡ଼ ଲାଗି ରହିବ । କିନ୍ତୁ ଏହିଭଳି ଭାଗ୍ୟ ସମସ୍ତଙ୍କର ହୋଇନଥାଏ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କିଛି ଏପରି କିଛି ଦୋକାନ ରହିଛି, ଯେଉଁଠି ଦିନ ସାରା…

ପ୍ରିୟଙ୍କା ପୁଣି ଭାଇରାଲ୍‌ …

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଏବେ ଭାରତରେ ଅଛନ୍ତି। ବହୁତ ଦିନ ପରେ ‘ସ୍କାଇ ଇଜ୍‌ ଫିଙ୍କ୍’ ଫିଲ୍ମ ଜରିଆରେ ସେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। କିଛି ଦିନ ତଳେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍ ହୋଇଥିଲା। ଫିଲ୍ମଟି ଅକ୍ଟୋବର ୧୧ରେ ରିଲିଜ୍‌ ହେବ। ତେଣୁ…

ବୋହୂକୁ ନୁହେଁ, ବାସ୍ତୁକୁ ଦିଅନ୍ତୁ ଦୋଷ

ଭୁବନେଶ୍ୱର : ପୁଅଝିଅଙ୍କ ବାହାଘର କରି ସେମାନଙ୍କ ସୁଖ ସଂସାର ଦେଖିବାକୁ ସବୁ ବାପାମା’ଙ୍କର ଇଚ୍ଛା ଥାଏ। ପୁଅ ଲାଗି ମନଲାଖି ଝିଅ ମିଳିଗଲେ, ନୂଆ ବୋହୂର କିପରି ସ୍ୱାଗତ କରାଯିବ, ସେଥିଲାଗି ସମସ୍ତେ ତତ୍ପର ହୋଇ ଉଠନ୍ତି। ତେଣୁ ଘରର ସାଜସଜା ପ୍ରତି ଗୁରୁତ୍ୱ ଦେଇ ଥାଆନ୍ତି। ନୂଆ ବୋହୂର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ପାରିବାରିକ ଅବ୍ୟବସ୍ଥା ବିଷୟ ଚିନ୍ତାକରି କଅଣ କରିବେ ଏବଂ କଅଣ ନ କରିବେ ଏହି ଚିନ୍ତାରେ ମନ ଭଲ ରହିବ ନାହିଁ ।ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ବନ୍ଧୁ ସମ୍ପର୍କ ଫିକା ପଡିଯିବ, ଯାନବାହାନରେ ଅସୁବିଧାର ସମ୍ମୁଖୀନ ହେବେ। କ୍ରମଶଃ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସଂମ୍ପୂର୍ଣ୍ଣ…

ସୁଖ ଓ ଦୁଃଖର ସାଥି ସହ ରାଜଧାନୀ ରାସ୍ତାରେ ଚକର ମାରିଲେ ସାଂସଦ

ଭୁବନେଶ୍ବର () ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ତାଙ୍କ ଭାଗ୍ୟବାନ ତାବିଜ ହେଉଛି ତାଙ୍କ ହିରୋ ହଣ୍ଡୋ ବାଇକ । ଏହି ବାଇକ ହିଁ ତାଙ୍କ ସୁଖ ଓ ଦୁଃଖର ସାଥି । ଯେତେବେଳେ ଦୁର୍ଗାପୂଜା ଆସେ ତାଙ୍କର ଏହି ବାଇକ ପୂଜା ହୁଏ । ପ୍ରତି ବର୍ଷ ଭଳି ଏବର୍ଷ ବି ନିଜେ…

ନବୀନ ନୁହେଁ, ମୁଁ ନେତା !

ଭୁବନେଶ୍ବର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାଇନସ୍ କରି ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ଅଶୋକ ପଣ୍ଡା ନିଜର ସମାନ୍ତରାଳ ସରକାର ଚଳାଇଛନ୍ତି । ଏହି ବିଧାନସଭା କ୍ଷେତ୍ରରେ ତାଙ୍କ ବିନା ପତ୍ର ଉଡୁନାହିଁ, ଦଳୀୟ ହେଉ କି ସରକାରୀ । ଦଳୀୟ…

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’

ଘଟଗାଁ : ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ମା’ଙ୍କ ପ୍ରିୟ ବାର ମଙ୍ଗଳବାରରେ ଦଶହରା ପଡୁଥିବାରୁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ସମସ୍ତେ ହାତରେ ମା’ଙ୍କ ପ୍ରିୟ ନାଲି ମନ୍ଦାର, ନାଲି ଶଙ୍ଖା ଭୋଗ ଡାଲାରେ ଧରି ମନ୍ଦିରରେ…

ଓଡିଶାର ଦକ୍ଷିଣ ଉପକୂଳ ଉପରେ ଘୂର୍ଣ୍ଣିବଳୟ

ଭୁବନେଶ୍ବର : ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଓଡିଶା ଛୁଇଁଥିବାବେଳେ ଫେରିବା ମଧ୍ୟ ବିଳମ୍ବ ହୋଇଛି । ଆସନ୍ତା ୪୮ ଘଣ୍ଟା ପରେ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ସେପଟେ ଦକ୍ଷିଣ ଉପକୂଳ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ଏକାବେଳେ ୪ ସନ୍ତାନଙ୍କୁ ଜନ୍ମଦେଲେ ମହିଳା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଝିଙ୍କି ଗାଁରେ ଜଣେ ମହିଳା ଅଜି ୪ଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ନବ ଜନ୍ମିତ ଶିଶୁମାନେ ମୃତ୍ୟୁବରଣ କରିଛନ୍ତି । ପ୍ରସବ ପରେ ପ୍ରସୂତୀଙ୍କ ଅବସ୍ଥା ସୁସ୍ଥ ରହିଥିବା ଜଣାପଡିଛି । ଝିଙ୍କି ଗାଁର ମିନତି ମୁଣ୍ଡା ଆଜି ସକାଳୁ ଘରେ…