Odia News Portal
Yearly Archives

2019

ଜାଣନ୍ତୁ ନୀତା ଅମ୍ବାନୀଙ୍କ ଏହି ୪ ଗୋପନୀୟ କଥା

ମୁମ୍ବାଇ() ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଲୋକଙ୍କ ମଧ୍ୟରେ ଖୁବ ଜଣା ଶୁଣା। ନୀତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ନୀତାଙ୍କ ନିଆରା ବ୍ୟକ୍ତିତ୍ୱ ପାଇଁ ସେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ନୀତାଙ୍କ ବ୍ୟକ୍ତିଗତ ଜୀବନର କିଛି ରାଜ ବିଷୟରେ ଜାଣନ୍ତୁ…

ଏମିତି କେଉଁ ବ୍ୟକ୍ତି ଅଛନ୍ତି ଯେ କି ୧୦୦ଟା ହତ୍ୟା କରିବା ପରେ ବି ବିଳିବନି ଦଣ୍ଡ

ଭୁବନେଶ୍ୱର() ସାଧାରଣରେ ଜଣେ ବ୍ୟକ୍ତି ହତ୍ୟା ବା ଅପରାଧ କରେ ତାକୁ ଆଇନ ଅନୁସାରେ ଦଣ୍ଡ ମିଳିଥାଏ । ଯଦି ମଣିଷ ଗୋଟିଏ ହତ୍ୟା କରେ ତାଙ୍କୁ ଦଣ୍ଡ ମିଳିଥାଏ । ହେଲେ ଆପଣ ଜାଣିଛନ୍ତି କି ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେକି ୧୦୦ଟା ହତ୍ୟା କରିବା ପରେ ମଧ୍ୟ ତାକୁ ଦଣ୍ଡ ମିଳିନଥାଏ ।…

ପରଦାକୁ ଫେରିଲେ ଋଷି

ମୁମ୍ବାଇ()  ରୋଗର ଚିକିତ୍ସା କରାଇବା ପରେ ଗତ ମାସରେ ଭାରତ ଫେରିଥିଲେ ବଲିଉଡ୍ ଅଭିନେତା ଋଷି କପୁର । ଭାରତ ଫେରିବା ପରେ ଏବେ ସେ ତୁରନ୍ତ ନିଜର କାମ ଆରମ୍ଭ କରି ସାରିଥିବା ଜଣା ପଡ଼ିଛି । ଭାରତ ଫେରିବା ପରେ ସେ ନିଜର ଫଟୋସୁଟ୍ କରାଇଛନ୍ତି । ଯେଉଁଥିରେ ତାଙ୍କର ନୂଆ ଲୁକ୍ ସାମ୍ନାକୁ ଆସିଛି ।…

ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ସୁଲତାନପୁର() ତେଲେଙ୍ଗାନାର ଭିକାରାବାଦ ଜିଲ୍ଲାର ସୁଲତାନପୁର ଗ୍ରାମରେ ଟ୍ରେନିଂ ସମୟରେ ଏକ ବିମାନ କ୍ରାଶ ହୋଇଯାଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏହି ସମୟରେ ବିମାନରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟ ଥିଲେ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ…

ବଜ୍ରାଘାତରେ ଦୁଇ ମୃତ

କେନ୍ଦୁଝର() କେନ୍ଦୁଝରରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ମୃତକ ହେଲେ ଭାଗବତ ନାୟକ ଏବଂ ଦୁଷ୍କନ୍ତ ନାୟକ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପଦ୍ମପୁର ଗାଁ ନିକଟ ବିଲରେ କାମ କରୁଥିବା ବେଳେ ବଜ୍ରପାତ…

୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆଜି ରାଜ୍ୟର ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଦେଓଗଡ଼…

ମହାଷ୍ଟମୀରେ ଭାରତର ମହାବିଜୟ

ଆଜି ଦୁର୍ଗା ମହାଷ୍ଟମୀ ଚାଲିଛି। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ବିଜୟ ହୋଇଛି । ବିଶାଖାପାଟଣାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ଦିନ ଥିବା ବେଳେ ଭାରତ ଅତିଥି ଦଳକୁ ୨୦୩ ରନ୍ରେ ହରାଇଛି। ଭାରତ ଦ୍ୱିତୀୟ ଇନିଂସ ଖେଳି ମୋଟ୍ ୩୯୫ ରନର ଟାର୍ଗେଟ ଦେଇଥିଲା…

ଭାବନାକୁ ପରିପ୍ରକାଶ କରିବାର ଶ୍ରେଷ୍ଠ ମାଧ୍ୟମ ମାତୃଭାଷା : ଉପରାଷ୍ଟ୍ରପତି

ଭୁବନେଶ୍ୱର()  ଭୁବନେଶ୍ୱରରେ ଆୟୋଜିତ ‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି।ଏହି ସମ୍ମିଳନୀରେ ମାତୃଭାଷା ଶିକ୍ଷା ଉପରେ ଜୋର ଦେଇଛନ୍ତି ଉପ-ରାଷ୍ଟ୍ରପତି । ସେ କହିଛନ୍ତି, ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା ।ତେଣୁ…

ମା’ ଦୁର୍ଗାଙ୍କ ବାଲୁକା ମୂର୍ତ୍ତିର କିଛି ଫଟୋ, ଆସନ୍ତୁ ଦେଖିବା

ପୁରୀ : ଶାରଦୀୟ ଦୁର୍ଗା ପୂଜା ଅବସରରେ ମା’ ଦୁର୍ଗାଙ୍କ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍

ପୁରୀ : ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳେ ଫଟୋଟି ଉଠାଯାଇଛି, ଯାହା ଭାଇରାଲ୍ ହୋଇଛି। ମୋବାଇଲ୍‌ରେ ଏ ଫଟୋ ଉଠାଯାଇଛି। କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଇ ପଶିଗଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।…