Odia News Portal
Yearly Archives

2019

ଝିଅଙ୍କ ପଛରେ ଗୋଡେଇ ଗୋଡେଇ ଷ୍ଟାର ହୋଇଛନ୍ତି ଏହି ଅଭିନେତା

ବଲିଉଡ୍ର ନବାବ୍ ଖାନ୍ ’ସୈଫ୍ ଅଲ୍ଲୀ ଖାନ୍’ ସବୁବେଳେ ଖୋଲାମତ ଦିଅନ୍ତି। ଏକ ସାକ୍ଷାତକାରରେ ସେ ଭାରତୀୟ ଫିଲ୍ମରେ ମେଲ୍ ଷ୍ଟକର (ଯିଏ କାହା ପଛରେ (ମନ୍ଦ ଉଦ୍ଦେଶ୍ୟ ରଖି) ପଡ଼ିଯାଏ ଓ ପିଛା କରେ) ଚରିତ୍ର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସୈଫ୍ ବେଶ୍ ହାଲ୍କା ଓ ମଜା କରି କହିଥିଲେ…

ଚଳିତ ବର୍ଷ ରାଜଧାନୀରେ ଏତିକି ସ୍ଥାନରେ ମା’ ପାଉଛନ୍ତି ପୂଜା

ଭୁବନେଶ୍ୱର () ମା’ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଜଗତଜନନୀ ମା’ଙ୍କ ଆବାହାନ ପରେ ଆଜି ପୀଠରେ ଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ବିଭିନ୍ନ ପୀଠ ଏବଂ ମଣ୍ଡପରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ସୁଉଚ୍ଚ ତୋରଣ…

ରାତି ୧୨ଟା ଯାଏଁ ଚାଲିପାରିବ ମେଲୋଡ଼ି

 ଭୁବନେଶ୍ବର()  ବିଭିନ୍ନ ପୀଠ ଏବଂ ମଣ୍ଡପରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଲାଇଟ୍ ରେ ଝଲସୁଛି ପୂଜା ମଣ୍ଡପ । ରାଜଧାନୀରେ ଏଥର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଚଳିତ ଥର ଦୁର୍ଗାପୂଜା ପୂଜା ପାଇଁ…

ଷ୍ଟେଜରେ ଝୁମିଲେ ତାରା

ଶାରଦୀୟ ଦୁର୍ଗା ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ହୋଇପଡ଼ିଛି ।ଦୁର୍ଗା ପୂଜା ଅବସରରେ ମେଲୋଡି ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।ଯାହାକୁ ମନଭରି ଉପଭୋଗ କରୁଛନ୍ତି ଲୋକେ। ତେବେ ଏଥିରୁ ବାଦ୍ ପଡି ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ…

ଅପରାହ୍ନ ୨ଟା ପରେ ବନ୍ଦ ରହିବ ‘ମୋ ବସ୍’ ସେବା,କାରଣ ଜାଣନ୍ତୁ

ଭୁବନେଶ୍ବର () ଦୁର୍ଗାପୁଜା ପାଇଁ ରାଜଧାନୀ ଭୁବନେଶ୍ୱର ଓ ଭାଇଚାରାର ସହର କଟକରେ ସନ୍ଧ୍ୟାରେ ଭିଡ଼ ଅଧିକ ପରିଲକ୍ଷିତ ହେବା ସହ ଯାତାୟତରେ ସମସ୍ୟା ଦେଖାଦେବ । ଆଉ ଏଥିପାଇଁ ଭିଡ଼କୁ ନଜରରେ ରଖି ‘ମୋ ବସ୍’ ଚଳାଚଳରେ ପରିବର୍ତ୍ତନ କରାଯାଇଛି । କ୍ରୁଟ୍ ପକ୍ଷରୁ ଅକ୍ଟୋବର ୫ରୁ ୯ତାରିଖ…

ଦିବ୍ୟାଙ୍ଗ୍‍ ଖେଳାଳିଙ୍କୁ ଅଣଦେଖା କଲେ ମନ୍ତ୍ରୀ

ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କ ପାଇଁ ଭଳିକି ଭଳି ଯୋଜନା ଘୋଷଣା କରୁଥିବା ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅସଲ ମୁଖା ଖୋଲିଛନ୍ତି କିଛି ଦିବ୍ୟାଙ୍ଗ କ୍ରୀଡାବିତ୍‍ । ସେମାନଙ୍କୁ ସାହାଯ୍ୟ କରିବା ତ ଦୂରରକଥା ମନ୍ତ୍ରୀ କିଭଳି ସେମାନଙ୍କୁ କଥା ନହୋଇ…

ରହିବାକୁ ଘର ନାହିଁ, ରାସନ କାର୍ଡ କି ଦିବ୍ୟାଙ୍ଗ ଭତ୍ତା ବି ନାହିଁ

ନୂଆପଡା : ବୟସ ମାତ୍ର ୩୨ । କିନ୍ତୁ ହାତ ଗେ।ଡ ଚଳୁନି । ୨ବର୍ଷ ହେଲା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ନୂଆପଡା ବେ।ଡେନ୍ ବ୍ଲକ ପଲେନବସା ଗାଁର ପ୍ରମିଳା । ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ପାଖରେ କାଣି କଉଡି ନାହିଁ । ଫଳରେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପ୍ରମିଳା । ବାହାଘର…

ଏହି ସବୁ କାମ ପାଇଁ ବି ଦରକାର ଟୁଥ୍‌ପେଷ୍ଟ୍‌

ଭୁବନେଶ୍ୱର : ସାଧାରଣତଃ ଆମେ ଦାନ୍ତ ଘଷିବା ଲାଗି ଟୁଥ୍‌ପେଷ୍ଟ୍‌ ବ୍ୟବହାର କରିଥାଉ। ଏହା ଆମ ଦାନ୍ତକୁ ସଫା କରିବା ସହ ପୋକ ଲାଗିବାରୁ ଏହା ଦାନ୍ତକୁ ସୁରକ୍ଷା ମଧ୍ୟ ଦେଇଥାଏ। ଏହା ଦାନ୍ତକୁ ଶକ୍ତିଶାଳୀ କରିଥାଏ। ହେଲେ ଆପଣ ଜାଣନ୍ତି କି, ଏହି ଟୁଥ୍‌ପେଷ୍ଟକୁ ଆପଣ ଆହୁରି ଅନେକ କାମରେ ଲଗାଇ…

ବିଏସଏନଏଲର ଆଣିଲା ଗ୍ରାହକଙ୍କ ପାଇଁ ଫେଷ୍ଟିଭ ଅଫର, ଜାଣନ୍ତ କ’ଣ …

ସରକାରୀ ଦୂର ସଞ୍ଚାର କମ୍ପାନୀ ବିଏସଏନଏଲ ପାର୍ବଣ ଋତୁରେ ଗ୍ରାହକଙ୍କ ଲାଗି ଆଣିଛି ଖାସ୍ ଅଫର। ପ୍ରିପେଡ ଉପଭୋକ୍ତାଙ୍କ ଲାଗି ଆଣିଥିବା ଏହି ଅଫରରେ ବୈଧତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ରଖିଛି। ଯେଉଁଥିରୁ ଗ୍ରାହକ ଅଧିକ ଦିନ ବୈଧତା ସାଙ୍ଗକୁ ନିଶୁଳ୍କ ଇଣ୍ଟରନେଟ୍ ସେବା ବି ପାଇପାରିବେ।…

କେନ୍ଦ୍ରପଡାରେ ଡବଲ୍ ଏନ୍‌କାଉଣ୍ଟର : ଦୁଇ ଅପରାଧୀ ଅନନ୍ତ ଓ ପ୍ରଭାତ ଆହତ

କେନ୍ଦ୍ରାପଡା : କେନ୍ଦ୍ରପଡାରେ ଡବଲ୍ ଏନ୍‌କାଉଣ୍ଟର । ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଛି । ପୋଲିସ ଗୁଳିରେ ଦୁଇ ଅପରାଧୀ ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ ନାୟକ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନନ୍ତର…