Odia News Portal
Yearly Archives

2019

ବିଜେପୁର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର() ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେପିରୁ ପ୍ରାର୍ଥୀ ହେଲେ ସନତ ଗଡତିଆ । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ । ତେବେ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଆଜି ନୂଆଦିଲ୍ଲୀରୁ ଆଜି ବିଜେପୁର ପାଇଁ ସନତଙ୍କ…

ପୁଣି ବଢ଼ିଲା ପାନ୍‌-ଆଧାର ସଂଯୋଗ ଅବଧି

ନୂଆଦିଲ୍ଲୀ : ଟିକସଦାତାଙ୍କ ପାଇଁ ଖୁସି ଖବର । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପାନ୍‌-ଆଧାର ସଂଯୋଗ ସମୟସୀମାକୁ ଚଳିତବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଶନିବାର ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ଆଧାର-ପାନ୍‌ ସଂଯୋଗ ପାଇଁଁ ସେପ୍ଟେମ୍ବର ୩୦କୁ ଅନ୍ତିମ ଦିବସ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।  ଯାହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ତେବେ ଆଜି ମୁଖ୍ୟତଃ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତରପ୍ରଦେଶରୁ ବିହାର ପ୍ରର୍ଯ୍ୟନ୍ତ ଏକ ଟ୍ରପ ଲାଇନ ଅଛି । ଏହାର…

ସିବିଆଇ ମାମଲାରେ ପଡିଥିବା ଆରଟିଓ ଛାନିଆ

ଭୁବନେଶ୍ୱର : ପରିବହନ ବ୍ୟବସ୍ଥାରୁ ଦୁର୍ନୀତିଗ୍ରସ୍ତଙ୍କୁ ହଟାଇବାପାଇଁ ସରକାର ଏବେ ୧୮ଜଣ ଆରଟିଓଙ୍କ ଖାତା ଖତିଆନା ଯାଞ୍ଚ କରୁଛନ୍ତି । ଏମାନେ ଅତୀତରେ କିଭଳି କାର୍ଯ୍ୟ କରିଛନ୍ତି ତାହାର ତନଖି ଚାଲିଛି । ତେବେ ଏହି ତାଲିକାରେ ଥିବା ଦ୍ୱୈତନଗରରୀର ଜଣେ ଆରଟିଓ ଛାନିଆ ହୋଇପଡିଛନ୍ତି । ଅତୀତର…

ଅଲିମ୍ପିକ କୋଟା ହାସଲରୁ ବାଦ ପଡ଼ିଲେ ଦୂତୀ ଚାନ୍ଦ

ଦୋହା : ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସମସ୍ତଙ୍କୁ ନିରାଶ କରିଛନ୍ତି ଓଡ଼ିଶା ତଥା ଭାରତର ଷ୍ଟାର ଧାବିକା ଦୂତୀ ଚାନ୍ଦ। କାତାରର ଦୋହା ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦର ୧୦୦ ମିଟର ମହିଳା ଟ୍ରାକ୍‌ ଇଭେଣ୍ଟରେ ଦୂତୀ ଭାଗ ନେଇଥିଲେ। ହେଲେ ସେ ୭ମ ସ୍ଥାନରେ ରହି ସେମି ଫାଇନାଲ ଦୌଡ଼ରୁ ବାଦ୍‌…

ଆଜି ରଵିବାର, ମନଲୋଭା ମଟନ୍‌ କଟ୍‌ଲେଟ୍ ଘରେ ବନାନ୍ତୁ

ଆବଶ୍ୟକ ସାମଗ୍ରୀ: ମଟନ୍‌ କିମା, ପିଆଜ, ସିଝା ଆଳୁ, କର୍ଣ୍ଣଫ୍ଲୋର, କଞ୍ଚା ଲଙ୍କା, ଅଦା ଓ ରସୁଣ ବଟା, ଗରମ ମସଲା, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜର ରଙ୍ଗ ସୁନେଲୀ ହେବା ପର୍ଯ୍ୟନ୍ତ…

ସକାଳୁ ଖାଲି ପେଟରେ ଖାଆନ୍ତୁ ଗଜା ବୁଟ ଓ ମୁଗ…

ସକାଳେ ଦୁଇ ମୁଠା ଗଜା ବୁଟ ବା ମୁଗ ଖାଇବା ପାଇଁ ଡାକ୍ତର ଅନେକ ସମୟରେ ପରାମର୍ଶ ଦେଇଥାନ୍ତି। ବୁଟ କିମ୍ୱା ମୁଗକୁ ଗଜା କରିବା ପାଇଁ ଏହାକୁ ପାଣିରେ ଭିଜାଇ ରଖାଯାଇଥାଏ। ଏଥିରେ ଭିଟାମିନ୍‌ ‘ସି’ ଓ ‘ବି’ ପ୍ରଚୁର ପରିମାଣରେ ରହିଛି। ତେବେ ଏହାକୁ ସକାଳୁ ଖାଲି ପେଟରେ ଖାଇଲେ ଆପଣଙ୍କ ଶରୀରକୁ…

ଆସନ୍ତୁ ଜାଣିବା କେଉଁ ଠାକୁରଙ୍କ ପ୍ରିୟ କେଉଁ ଫୁଲ

ହିନ୍ଦୁ ଧର୍ମରେ ପୂଜା ପାଠର ମହତ୍ୱ ରଖେ। ଏମିତିରେ ଭଗବାନ୍‌ଙ୍କୁ ଶ୍ରଦ୍ଧା ଓ ଭକ୍ତି ମାଧ୍ୟମରେ ସନ୍ତୁଷ୍ଟ କରାଯାଏ। କିନ୍ତୁ ରିତୀନୀତି ତଥା ମାନ୍ୟତା ଅନୁଯାୟୀ ପୂଜାରେ ଧୂପ,ଦୀପ, ଫୁଲ, ଭୋଗ ଠାକୁରଙ୍କ ନିକଟରେ ଅର୍ପଣ କରାଯାଏ। ତେବେ ପୌରାଣିକ ସିଦ୍ଧାନ୍ତ ଅନୁଯାୟୀ ପ୍ରତି ଠାକୁରଙ୍କ ପସନ୍ଦ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁ ମିଳନ ଓ ସକାଳୁଆ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ। ଯାନବାହନ ଚଳାଇବା ସମୟରେ ଅନ୍ୟମନସ୍କତା ଅସୁବିଧାର କାରଣ ହେବାର ସମ୍ଭାବନା ରହିଛି।…

ଦୁଇ ପୁରାତନ ମାର୍କେଟ କଂପ୍ଲେକ୍ସ ହେବ ଉଚ୍ଛେଦ, ଜାରି ହେଲା ନୋଟିସ

ପୁରୀ : ପୁରୀ ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମୁନିସିପାଲିଟି ମାର୍କେଟ କଂପ୍ଲେକ୍ସ। ଏଗୁଡ଼ିକ ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନୋଟିସ ଜାରି କରିଛି ପୁରୀ ପୌରପାଳିକା। ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ବଡ଼ଦାଣ୍ଡ ମାର୍କେଟ ଥିବା ମୁନିସିପାଲିଟି ମାର୍କେଟ କଂପ୍ଲେସ ପ୍ରାୟ…