ଆଜି ଡୁଡୁଲରେ ଗୁଗୁଲ ନିଜର ପୁରୁଣା ଫଟୋ କାହିଁକି ଦେଇଛି, ଜାଣନ୍ତୁ …
ଆଜି ଗୁଗୁଲ ତାର ୨୧ ତମ ଜନ୍ମଦିିନ ପାଳନ କରୁଛି । ଏହି ମଉକାରେ ଗୁଗୁଲ୍ ନିଜର ଡୁଡୁଲ୍ ପ୍ରସ୍ତୁତ କରି ଶୁଭକାମନା ଜଣାଇଛି । ଡୁଡୁଲ୍ ରେ ଗୁଗୁଲ୍ ନିଜର ଏକ ପୁରୁଣା କମ୍ପ୍ୟୁଟରକୁ ଦେଖାଇଛି । ଯେଉଁଥିରେ ସେହି ସମୟର ଏକ ପୁରୁଣା ସିପିୟୁ ,ମନିଟର୍ , କିବୋର୍ଡ ଏବଂ ମାଉସ୍ ରହିଛି । ଏହି ଫଟୋରେ…
