Odia News Portal
Yearly Archives

2019

ଦେଶର ଅର୍ଥମନ୍ତ୍ରୀ ଅର୍ଥନୀତି ବିଷୟରେ କଣ ଜାଣନ୍ତି :ସ୍ବାମୀ

ନୂଆଦିଲ୍ଲୀ () କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ଗତ 5 ବର୍ଷ ମଧ୍ୟରେ ଦେଶର ବୃହତ୍ତର ଅର୍ଥନୈତିକ ବ୍ୟବସ୍ଥାକୁ ଗୋଳିଆ କରିଦେଇଛନ୍ତି । ବର୍ତ୍ତମାନ ଅର୍ଥନୀତିର ପୁନରୁଦ୍ଧାର ପାଇଁ ବୃତ୍ତିଗତ ଟିକସ ହ୍ରାସ କରିବା ପରିବର୍ତ୍ତେ ଆୟକରକୁ ସମ୍ପୁର୍ଣ୍ଣ…

ଏମିତି ଏକ ଅଫିସର ଅଛନ୍ତି ଯାହାଙ୍କୁ ପ୍ରଧାନମନ୍ତ୍ରୀ ଚାହିଁଲେ ବି ବାହାର କରିପରିବେ ନାହିଁ , ଜାଣନ୍ତୁ

ନୂଆଦିଲ୍ଲୀ () ଦେଶର ପ୍ରଧାନମନ୍ତ୍ରୀ ଚାହିଁଲେ ଯେକୌଣି କର୍ମଚାରୀ ବା ଅଫିସରଙ୍କୁ ବାହାର କରିପାରିବେ । ହେଲେ ଆପଣ ଜାଣିଛନ୍ତି କି ଏମିତି ଏକ ଅଫିସର ପୋଷ୍ଟ ଅଛି ଯାହା ପ୍ରଧାନମନ୍ତ୍ରୀ ଚାହିଁଲେ ବି ଅଫିସରଙ୍କୁ ହଟାଇ ବା ବାହାର କରିପାରିବେ ନାହିଁ । ଆସନ୍ତୁ ଜାଣିବା ... ନିର୍ବାଚନ…

ଅଧିକ ଆକାଉଣ୍ଟ ଖୋଲ, ଉତ୍ତମ ସେବା ଦିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକ ସେବା ଭବନରୁ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓ ମାନଙ୍କ ସହିତ ନୂଆ ଟ୍ରାଫିକ ଆଇନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ଓ…

ଏହି ଅଭିନେତ୍ରୀଙ୍କୁ ପାଗଳ ପରି ଭଲ ପାଉଥିଲେ ମିଥୁନ

ମୁମ୍ବାଇ() ଲିଉଡର ଏମିତି ଅନେକ କଳାକାର ଅଛନ୍ତି ଯିଏ ରିଲେସନଶିପରେ ଥିଲେ ହେଲେ ବିବାହ କରିନଥିଲେ। ସେମାନଙ୍କ ପ୍ରେମ କାହାଣୀ ପୂରା ହୋଇନଥିଲା। ଏମିତି ଅନେକ ଅମର ପ୍ରେମ କାହାଣୀ ରହିଛି ଯାହା ଲୋକେ ଆଜି ମଧ୍ୟ ମନେ ରଖିଛନ୍ତି। ସେହି ମଧ୍ୟରୁ ସୁପରହିଟ୍ ଅଭିନେତା ମିଥୁନ ଓ ଅଭିନେତ୍ରୀ…

ନୂଆ ବସ ଟର୍ମିନାଲ ଓ ଡିପୋକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ବର () ବରମୁଣ୍ଡାରେ ଏକ ଉନ୍ନତମାନର ଆନ୍ତଃରାଜ୍ୟ ବସ ଟର୍ମିନାଲ ଏବଂ ଖଣ୍ଡଗିରିରେ ଏକ ବସ ଡିପୋଟ ନିର୍ମାଣ କରାଯିବ । ଏଥିପାଇଁ 160 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟାକୁ ଆଜି କ୍ୟାବିନେଟ ମଂଜୁରୀ ମିଳିଛି । ରାଜ୍ୟରେ ସଡକ ପରିବହନ ବ୍ୟବସ୍ଥାର…

ବିଗ ବସ ୧୩ରେ ନଜର ଆସିବେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ()   ବିଗ ବସ ୧୩ରେ ନଜର ଆସିବେ ଚର୍ଚ୍ଚିତ ଅଭିନେତ୍ରୀ ଅମୀଷା ପଟେଲ। ଅମୀଷାଙ୍କ ଏଣ୍ଟ୍ରି ଶୋ’କୁ ସୁପରହିଟ୍ କରିଦେବ ବୋଲି ମତ ଆସୁଛି। ସୁପରହିଟ୍ ‘କହୋନା ପ୍ୟାର ହେ’ରୁ ନିଜ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିବା ଅମୀଷା ‘ଗଦର୍’, ‘ହମ୍ ରାଜ୍’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ…

ଏଣିକି ମାଗଣାରେ ମିଳିବ ୫୦ ଲିଟର ପେଟ୍ରୋଲ୍ -ଡିଜେଲ

ଏଚଡିଏଫସି ବ୍ୟାଙ୍କ୍ ଇଣ୍ଡିୟାନ୍ ଅଏଲ୍ ସହ ମିଶି ଏକ ନୂଆ କ୍ରେଡିଟ୍ କାର୍ଡ ଲଞ୍ଚ୍ କରିଛି । ଏଚଡିଏଫସି ବ୍ୟାଙ୍କ୍ ଏବଂ ଇଣ୍ଡିୟାନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ନନ୍ ମେଟ୍ରୋ ସହରର ୟୁଜର୍ସଙ୍କ ପାଇଁ ଏହି କାର୍ଡ ଲଞ୍ଚ୍ କରିଛନ୍ତି । ଏହି କାର୍ଡର ନାଁ ‘ଇଣ୍ଡିୟାନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍…

୭ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ତେଲେଙ୍ଗାନା ଛତିଶଗଡ ଦେଇ ଆଭ୍ୟନ୍ତରୀଣ ଓଡିଶା ଉପରେ ଏକ ଟ୍ରପ୍ ଲାଇନ ରହିଛି । ଏହା ପ୍ରଭାବରୁ ଆହୁରି ୨ ଦିନ ବର୍ଷିବ । ସେପଟେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ…

 ଦୁଗ୍ଧ ଚାଷୀଙ୍କ ପାଇଁ ଖୁସିର ଖବର, ବଢିଲା କ୍ଷୀର ଦର

ଭୁବନେଶ୍ବର () ଦୁଗ୍ଧ ଚାଷୀମାନଙ୍କ ଦ୍ବାରା ଗୋ ପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବା ପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବି କରିଆସୁଥିଲେ । ଗୋପାଳନ ପାଇଁ ଆବଶ୍ୟକ ଗୋ ଖାଦ୍ୟ, ଔଷଧ, ବିଜୁଳି ତଥା ଅନ୍ୟାନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ୩ ଲକ୍ଷ ଦୁଗ୍ଧ…

ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଧାନ ଟଙ୍କା

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ର ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମିଳିଛି କ୍ୟାବିନେଟ ମଂଜୁରୀ ।ଧାନ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟକୁ ମଞ୍ଜୁରୀ ମିଳିଛି । ଚଳିତ ବର୍ଷ ୬୦ଲକ୍ଷ ଟନ୍ ଧାନ…