Odia News Portal
Yearly Archives

2019

ମାତ୍ର ବର୍ଷେ ଭିତରେ କେତେ କୋଟି ଟଙ୍କା ଆୟ କରିଛନ୍ତି, ଆସନ୍ତୁ ଜାଣିବା

ମୁମ୍ବାଇ : ବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍ ଯୁଗ। ଆଉ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍। ୨୦୧୮ରେ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ସେ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଲିଡ୍ ରୋଲ୍ରେ ଅଭିନୟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ଆଜି ଏକାଧାରରେ ଆପଣଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିବ। ରାଗି ଯାଇଥିବା ଅବୁଝା ବନ୍ଧୁମାନଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ, ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି…

ଲେଡିଜ୍ ଫୋରମ୍ ପକ୍ଷରୁ ଟ୍ରାଫିକ୍ ସଚେତନତା

ଭୁବନେଶ୍ୱର : ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଡମଣା ଛକଠାରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାରୀମାନେ ନୂଆ ମୋଟରଯାନ ଆଇନ୍କୁ ପାଳନ କରିବା ପାଇଁ  ଲୋକ ମାନଙ୍କୁ କହିଥିଲେ । ହେଲ୍ ମେଟ୍ ପିନ୍ଧି ଗାଡି ଚଳାଇବା, ସିଟ୍ ବେଲ୍ଟ ବାନ୍ଧିବା, ମଦ…

ସୋନାକ୍ଷୀଙ୍କ ନାହିଁ ସାଧାରଣ ଜ୍ଞାନ

ମୁମ୍ବାଇ()  ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ସୋନାକ୍ଷୀଙ୍କ ଦମ୍ଦାର ଅଭିନୟ ଓ ଦବଙ୍ଗଗିରି ପାଇଁ ପ୍ରଶଂସକ ତାଙ୍କୁ ବେଶ୍ ପସନ୍ଦ କରନ୍ତି।ସୋନାକ୍ଷୀ ବରିଷ୍ଠ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ।‘କୌନ୍ ବନେଗା…

ଏହି ଅଭିନେତାଙ୍କ ପ୍ରେମରେ ପଡିଲେ କ୍ୟାଟ୍ରିନା

ମୁମ୍ବାଇ()‘କଫି ଓ୍ବିଥ କରଣ’ରେ କ୍ୟାଟରିନା କୈଫ ନିଜ ମନ କଥା କରଣ ଜୋହରଙ୍କୁ କହିଛନ୍ତି । କୁହାଯାଉଥିଲା ଯେ ରଣବୀର କପୁରଙ୍କଠୁ ଅଲଗା ହେବା ପରେ କ୍ୟାଟରିନା ସଲମାନଙ୍କ ପାଖକୁ ଫେରି ଆସିଛନ୍ତି। କୀନ୍ତୁ ଏହା ଏକ ଗୁଜବ ଥିଲା। କରଣ ,କ୍ୟାଟରିନାଙ୍କୁ ପଚାରିଥିଲେ ଯେ ସେ କାହା ସହିତ ଫିଲ୍ମ…

ପ୍ରାର୍ଥୀ ଚିନ୍ତାରେ ତିନି ଦଳ

ଭୁବନେଶ୍ବର () ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଉ ତିନି ଦଳରେ ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ତାରିଖ ଘୋଷଣା ପୂର୍ବରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟି ପ୍ରାର୍ଥୀ ଚୟନ ସହ…

୪ ଘଣ୍ଟାରେ ୧କୋଟି

ମୁମ୍ବାଇ() ରିଲିଜ ହେଲା ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ‘ୱାର୍’ର ଏକ ନୂଆ ଗୀତ ‘ଜୟ ଜୟ ଶିବ ଶଙ୍କରଟ୍ଟ’। ଏହି ଗୀତଟି ମାତ୍ର ୪ଘଣ୍ଟା ଭିତରେ ଗୀତଟିକୁ ୟୁଟ୍ୟୁବ୍ରେ ୧କୋଟିରୁ ଅଧିକ ଥର ଦେଖା ସରିଲାଣି। ସୂଚନାଯୋଗ୍ୟ, ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶ୍ରଫ୍ଙ୍କ ଏହି…

କାହିଁକି ରାଜା କଲା ନିହାରୀକାର ହତ୍ୟା, କାରଣ ପଢନ୍ତୁ…

କଟକ() ପ୍ରେମିକ ରାଜା ହିଁ କରିଛି ନିହାରୀକାଙ୍କ ହତ୍ୟା । ନିହାରୀକାଙ୍କ ପ୍ରେମିକ କିଶୋର କୁମାର ଆଂଚଲ ଓରଫ ରାଜା ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଜଗତସିଂହପୁର ଏସପି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କରିବେ ରହସ୍ୟର ଉନ୍ମୋଚନ କରିଛନ୍ତି । ପ୍ରଥମେ ରାଜା ନିହାରୀକାଙ୍କୁ…

ଭାଇରାଲ୍ ହେଉଛି ସାଂସଦଙ୍କ ନୃତ୍ୟ, ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜହାଁ ଏବଂ ମିମି ଚକ୍ରବର୍ତ୍ତୀଙ୍କ ଡ୍ୟାନ୍ସ ଭିଡିଓ।ପଶ୍ଚିମବଙ୍ଗରେ ଦୂର୍ଗା ପୂଜା ପର୍ବକୁ ଆଖି ଆଗରେ ରଖି ଏହି ଭିଡିଓକୁ ଜାରୀ କରାଯାଇଛି । ଦୁଇ ଅଭିନେତ୍ରୀ ମା’ ଦୂର୍ଗାଙ୍କ ନିମିତ୍ତ ସମର୍ପିତ ନୃତ୍ୟ କରୁଥିବା ନଜର…

ନିହାରୀକାର ହତ୍ୟା ମାମଲାରେ ବଡ ଖୁଲାସା

କଟକ() ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । କଟକରେ ନିହାରୀକାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପୁଲିସ ଡିଜି । ଅଖାରେ ଭର୍ତ୍ତି କରି ମୃତଦେହ ବାଇକ୍ରେ ନେବାର ଦୃଶ୍ୟ କଏଦ ଅଛି। ନିହାରୀକା ମୃତ୍ୟୁ ନେଇ ପୋଲିସ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ…