Odia News Portal
Yearly Archives

2019

I.C.U ର ଫୁଲ୍ ଫର୍ମ ଜାଣନ୍ତୁ

ସାଧାରଣରେ ଆମ ଦେହ ଖରାପ ହେଲେ ଆମେ ଡାକ୍ତରଖାନା ଯାଇଥାଉ । ହେଲେ ଡାକ୍ତରଖାନରେ ଯେତେବେଳେ ଆଇ.ସି.ୟୁ କଥା ଶୁଣୁ ଆମେ ଡରିଯାଇଥାଉ । ଆଇ.ସି.ୟୁ ର ମାନେ ତ ସମସ୍ତେ ଜାଣିଥାନ୍ତି ହେଲେ ଏହାର ଫୁଲ୍ ଫର୍ମ ଆମେ ଜାଣିନଥାଉ । ତେବେ ଆସନ୍ତୁ ଜାଣିବା ଆଇ.ସି.ୟୁର ଫୁଲ୍ ଫର୍ମ... ICUର ଫୁଲ୍ ଫର୍ମ…

ବାରବାଟୀ ଆସିବେ ଗାଙ୍ଗୁଲି

କଟକ() ବାରବାଟୀ ଆସିବେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କାଲିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର…

ଆବାସ ଅନିୟମିତତା: ୩ VLW ସସପେଣ୍ଡ

ଭୁବନେଶ୍ୱର() ବେଗୁନିଆ ପିଏମ ଆବାସ ଯୋଜନାରେ ଅନିୟମିତତା ପାଇଁ ସସପେଣ୍ଡ ହେଲେ ୩ VLW । ଖୋର୍ଦ୍ଧା ଜିଲ୍ଲପାଳ ସିତାଂଶୁ କୁମାର ରାଉତ ଏହି ୩ VLWଙ୍କୁ ସସପେଣ୍ଡ କରିଛନ୍ତି । ସୂଚନା ଅନୁଯାୟୀ, ବେଗୁନିଆ ବିଡିଓ ଓ ଏବିଡିଓଙ୍କ ବିରୋଧରେ କାର୍ଯ୍ୟନୁÂାନ ସୁପାରିଶ ହୋଇଥିଲା । ଉଭୟଙ୍କ…

ମହାରାଷ୍ଟ୍ରରେ କୃଷି ଋଣ ଛାଡ

ମହାରାଷ୍ଟ୍ର() ମହାରାଷ୍ଟ୍ରରେ କୃଷି ଋଣ ଛାଡ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ କଲେ ମୁଖ୍ୟମନ୍ତ୍ରୀ । ତେବେ ବକେୟା ଋଣ ଦେୟ ସିଧା ବ୍ୟାଙ୍କରେ ଜମା କରାଯାଇ ପାରିବ ବୋଲି କହିଲେ ଉଦ୍ଧବ । ମହାରାଷ୍ଟ୍ର ନିର୍ବାଚନରେ ହାଇଭୋଲଟେଜ…

ବାରବାଟୀରେ ଥିଲା ସ୍ୱତନ୍ତ୍ର ସୁଡଙ୍ଗ

କଟକ() ରବିବାର ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଦୁଇ ଦଳ ଆଜି ଷ୍ଟାଡିୟମ ଯାଇ ଅଭ୍ୟାସ କରୁଛନ୍ତି । ସମୟ ଗଡିବା ସହ ଲୋକଙ୍କ ଉକ୍ରଣ୍ଠା ମଧ୍ୟ ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ବାରବାଟୀର କିଉି ଅଭୁଲା ଇତିହାସ ... ବାରବାଟୀ ଷ୍ଟାଡିୟମରେ…

ମନେପଡୁନି କେବେ ଗାଧୋଇଥିଲି’

ମୁମ୍ବାଇ() ଚର୍ଚ୍ଚାରେ ହଲିଉଡ ଅଭିନେତ୍ରୀ ଲେଡି ଗାଗା । ଗାଗାଙ୍କ ଏକ ମଜାଳିଆ ଟ୍ବିଟ୍ ଇଣ୍ଟରନେଟରେ ଛାଇ ଯାଇଛି। ଗାଗା କହିଛନ୍ତି ଯେ ‘ତାଙ୍କର ମନେନାହିଁ ଯେ ସେ ଶେଷ ଥର କେବେ ଗାଧୋଇଥିଲେ।’ ସେ ଗତ ବୁଧବାର ଟ୍ବିଟରରେ ଶରୀର ପରିଚ୍ଛନ୍ନତା ସହ ଜଡ଼ିତ ଏକ ମଜାଳିଆ କଥୋପକଥନ ସେୟାର…

ଏହି କ୍ରିକେଟରଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ () ବିଜେପି ସାଂସଦତଥା ପୂର୍ବତନ ଭାରତୀୟ କ୍ରିକେଟରଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ଶାହଦରା ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଗୌତମ । ଗୌତମ କହିଛନ୍ତି,ଏକ ଅର୍ନ୍ତଜାତୀୟ ନମ୍ବରରୁ ଫୋନ କରି ମୋତେ ଓ ମୋ ପରିବାରକୁ ଜୀବନରୁ…

ପିଏମ କିଷାନ ଯୋଜନା ସହ ମିଶିବନି କାଳିଆ ଛାତ୍ର ବୃତ୍ତି

ଭୁବନେଶ୍ୱର()  ବନ୍ଦ ହେବନି କାଳିଆ ଛାତ୍ର ବୃତ୍ତି ।ପୂର୍ବ ଭଳି ମେଧାବୀ ଛାତ୍ରଛାତ୍ରୀଙ୍କୁ କାଳିଆ ଛାତ୍ରବୃତ୍ତି ମାଧ୍ୟମରେ ଟଙ୍କା ଦେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ସୂଚନା ଅନୁସାରେ, ପିଏମ କିଷାନ ଯୋଜନା ସହ ମିଶିବନି କାଳିଆ ଛାତ୍ର ବୃତ୍ତିା…

ଜାତୀୟ ସ୍କୁଲଗେମ୍ ଟେନିସ ବଲ୍ କ୍ରିକେଟ ଚାମ୍ଫିୟନସିପ୍ : ବାଳକ ଓ ବାଳିକା ଓଡ଼ିଶା ଦଳର ମଧ୍ୟପ୍ରଦେଶ ଗସ୍ତ

ଭୁବନେଶ୍ବର : ମଧ୍ୟପ୍ରଦେଶର ରମନ୍ ଠାରେ ଚଳିତମାସ ୨୪ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୬୫ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ କ୍ରିକେଟ ଚାମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ବାଳକ ବାଳିକା ଦଳ ଆଜି ମଧ୍ୟ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି । ଏହି…

କୃଷି ବିଭାଗରେ ୫-ଟି ତାଲିମ କର୍ମଚାରୀଙ୍କ ଅନୁପସ୍ଥିତ ଦେଖି କୃଷି ମନ୍ତ୍ରୀ କ୍ଷୁବ୍ଧ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ମୋ ସରକାର ଓ ୫-ଟି ଲାଗୁ ପରେ ଏବେ ଆରମ୍ଭ ହୋଇଛି କର୍ମଚାରୀମାନଙ୍କୁ ଏ ସଂକ୍ରାନ୍ତରେ ପ୍ରଶିକ୍ଷଣ । ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କର୍ମଚାରୀଙ୍କୁ ତାଲିମ ଦେବାପାଇଁ ଗୁରୁବାରଦିନ ପ୍ରଶିକ୍ଷଣ ଶିବିରରେ ପହଞ୍ଚିଥିବାବେଳେ…