Odia News Portal
Yearly Archives

2019

ସଙ୍ଗୀତରେ ଇସ୍ରୋର ବୈଜ୍ଞାନିକଙ୍କୁ ଧନ୍ୟବାଦ , ଦେଖନ୍ତୁ ଭିଡିଓ …

ଇସ୍ରୋର ବୈଜ୍ଞାନିକଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରି ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଉତ୍ସର୍ଗ କରାଯାଇଛି। ଏହି ଗୀତ ଚନ୍ଦ୍ରଯାନ-୨ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଗୀତର ବୋଲ ରହିଛି ତ୍ରିରଙ୍ଗା ଲେହରାଏଙ୍ଗେ। ଏହି ଗୀତକୁ ଚନ୍ଦ୍ରଯାନ-୨ର ଆନ୍ଥେମ…

ନିଦରେ ଚାଲନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ () ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍। ଏକଥା ନିଜେ ଇଲିଆନା ଟୁଇଟ୍ କରି କହିଛନ୍ତି । ଖାଲି ସେତିକି ନୁହେଁ । ନିଦରେ ଚାଲିବା ଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। ନେକ ଫ୍ୟାନ୍ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହିଛନ୍ତି ।…

ନାନାଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ବଲିଉଡର ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଗୋଟେ ସମୟରେ ନାନା ପାଟେକରଙ୍କ ପ୍ରେମରେ ପାଗଳ ଥିଲେ। ଏହି ଅଭିନେତ୍ରୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମନୀଷା କୋଇରାଲା। ମନୀଷା କୋଇରାଲା ଓ ନାନା ପାଟେକର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ। ହେଲେ ଉଭୟଙ୍କ…

ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ() ଆର୍ଥିକ ମାନ୍ଦାବସ୍ଥା ସୁଧାରିବା ପାଇଁ ପ୍ରାଣପ୍ରଣେ ଲାଗିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ ପୁଣି ଥିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟିଛନ୍ତି । ସେ କହିଛନ୍ତି ଯେ , ଗତମାସରେ ଅର୍ଥନୀତିରେ ସୁଧାର ଆଣିବା…

ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି

ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ 635 ଥାନା ଅଧିକାରୀମାନଙ୍କ ସହତି ଭିଡିଓ କନଫରେନସିଂ ଜରିଆରେ…

କେନ୍ଦ୍ରର କମିଟିରେ ଓଡ଼ିଆ ସାଂସଦଙ୍କୁ ନିଯୁକ୍ତି

ଭୁବନେଶ୍ୱର ()କେନ୍ଦ୍ରର ବିଭିନ୍ନ କମିଟିରେ ଓଡ଼ିଆ ସାଂସଦଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତୁ ଜାଣିବା ... ଫାଇନାନ୍ସ କମିଟିରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ ସ୍ଥାନ ପାଇଛନ୍ତି।ବାଣିଜ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ସେହିଭଳି ଜୁଏଲ…

ବିବାହ ବିଚ୍ଛେଦ ମହିଳାଙ୍କୁ ପେନସନ

ଭୁବନେଶ୍ବର () ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ । ଛାଡ଼ପତ୍ର ହୋଇନଥିବା ତଥା କୋର୍ଟରେ କେସ୍ ଲଢ଼ୁଥିବା ମହିଳାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ହେଲେ କେସ୍ ବିଚାରାଧିନ ଚାଲିଛି ବୋଲି ଦେବାକୁ ପଡିବ ଘୋଷଣାପତ୍ର । ଏନେଇ ସୂଚନା ଦେଇଛନ୍ତି…

ଇତିଶଙ୍କ ସପକ୍ଷରେ କଂଗ୍ରେସର ବଡ ଗୋଷ୍ଠି

ଭୁବନେଶ୍ୱର : ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ବାଣରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଘାଇଲା ହୋଇଥିବାବେଳେ ଦଳ ଭିତରୁ କିନ୍ତୁ ଇତିଶଙ୍କୁ ନିରବ ସମର୍ଥନ ମିଳୁଥିବା ଲକ୍ଷ୍ୟ କରାଯାଉଛି । ମାତ୍ର ଜଣେ ଦଳୀୟ ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ବାଦ୍‍ ଦେଲେ…

ଜୋର ଜବରଦସ୍ତି ଚାନ୍ଦା ଆଦାୟ ପଡିଲା ମହଙ୍ଗା

ଜଳେଶ୍ୱର : ଲୋକ ନକଲି, କାମ ଅସଲି। ଏମ୍‌ଭିଆଇ ପରିଚୟ ଦେଇ ଜୋର ଜବରଦସ୍ତି ଚାନ୍ଦା ଆଦାୟ କରୁଥିଲେ। ଧରାପଡ଼ିଲେ ୫ ନକଲି ଏମ୍‌ଭିଆଇ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଭିଯୋଗ ହୋଇଛି, ଲକ୍ଷ୍ମଣନାଥ ତନଖି ଫାଟଲ ନିକଟରେ ଏକ ପର୍ଯ୍ୟଟକ…

ପାଳନ କରନ୍ତୁ ଏହି ନିୟମ ମିଳିବ ଶନିଙ୍କ ବିଶେଷ କୃପା

ଶନିଦେବଙ୍କୁ କର୍ମ ଏବଂ ନ୍ୟାୟର ଦେବତା ବୋଲି କୁହାଯାଏ। ଆମର ଭଲ ଓ ଖରାପ କର୍ମ ଫଳ ଶନିଙ୍କ କାରଣରୁ ହିଁ ମିଳିଥାଏ। ଆମର କର୍ମର ଫଳ ଉପରେ ଶନିଦେବଙ୍କ ନିୟନ୍ତ୍ରଣ ଥିବାରୁ ଶନିଙ୍କ ମହତ୍ତ୍ୱ ଖୁବ ଅଧିକ। ଜାତକରେ ଶନିଙ୍କ ସ୍ଥିତି ଯଦି ଉତ୍ତମ ସ୍ଥାନରେ ଥାଏ ତେବେ ଖୁବ କମ ସମୟରେ ଅଧିକ ସଫଳତା…