କମେଡି କିଙ୍ଗ୍ କପିଲ ଶର୍ମା ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି
ବମ୍ବେ : କମେଡି କିଙ୍ଗ୍ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ ଛୁଟି ନେଇଛନ୍ତି। ବ୍ରେକ୍ ପୂର୍ବରୁ ସେ ଘୋଷଣା କରିଛନ୍ତି କି, ନଭେମ୍ବର ଏବଂ ଡିସେମ୍ବର ମଧ୍ୟଭାଗରେ ଏପିସୋଡ୍ ଶୁଟିଂ କିଛିଦିନ ପାଇଁ ବନ୍ଦ…
