Odia News Portal
Yearly Archives

2019

ଆଠ ଦିନର ପୁତ୍ର ସନ୍ତାନକୁ ୨୫ହଜାର ଟଙ୍କାରେ ବିକ୍ରି

ବାଲେଶ୍ବର : ଦର୍ଘ ପଡ଼ିଆ ନିକଟରେ ରହୁଥିବା ସେକ ପିରୁ ଓ ତାଙ୍କର ସ୍ତ୍ରୀ ହୁସୁନାତୁନ୍ ବିବି ସେମାନଙ୍କ ଷଷ୍ଠ ଗର୍ଭର ପୁତ୍ର ସନ୍ତାନକୁ ୨୫ହଜାର ଟଙ୍କାରେ ବିକ୍ରି କରିଦେଇଥିବା ସ୍ବୀକାର କରିଛନ୍ତି। ଏହା ପୂର୍ବରୁ ସେମାନେ ତାଙ୍କର ଆହୁରି ୨ଟି ପୁତ୍ର ସନ୍ତାନକୁ ବିକ୍ରି କରିଦେଇଥିଲେ ବୋଲି…

ଫନି କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପାଇଁ କୋଲ ଇଣ୍ଡିଆର ୫୦ କୋଟି ସହାୟତା

ଭୁବନେଶ୍ବର () ବାତ୍ୟା ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ଶକ୍ତି ଭିତ୍ତିଭୂମୀର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ପୁନରୁଦ୍ଧାର ପାଇଁ ଆଜି କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)ଙ୍କୁ 50 କୋଟି 32 ଲକ୍ଷ ଟଙ୍କା ପ୍ରଦାନ…

ମୋଦିଙ୍କ ଉପସ୍ଥିତ ଇସ୍ରୋ ପାଇଁ ଅଶୁଭ ଥିଲା

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି. କୁମାରସ୍ବାମୀ । କୁମାରସ୍ବାମୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା । ତାଙ୍କ ଉପସ୍ଥିତି ଯୋଗୁ…

ଏଣିକି ହେଲମେଟ ପିନ୍ଧିଥିଲେ ବି ଗଣିବେ ଟଙ୍କା

ଏଣିକି ହେଲମେଟ ପିନ୍ଧିଥିଲେ ବି ଗଣିବେ ଟଙ୍କା । ନିୟମ ଅନୁସାରେ ବାଇକ ଚଲାଉଥିବା ବେଳେ ଚାଳକ ହେଲମେଟ ପିନ୍ଧିବାକୁ ବାଧ୍ୟ । ନୂଆ ଆଇନ ଲାଗୁ ହେବା ପରେ ଲୋକେ ଏବେ ଟ୍ରାଫିକ୍ ନିୟମକୁ ଯଥାସମ୍ଭବ ପାଳନ କରୁଛନ୍ତି । କାହିଁକି କି ନା ପୂର୍ବରୁ ଯେଉଁଠି ନିୟମ ଭାଙ୍ଗିଲେ ୫ ଶହରୁ ହଜାରେ ଟଙ୍କା…

ବରଖାସ୍ତ ହେଲେ ୧୬ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭୁବନେଶ୍ବର () ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୧୬ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ ପ୍ରଧାନଶିକ୍ଷକ, ୪ଜଣ ଇଞ୍ଜିନିୟର, ୨ଜଣ ଆରଆଇ, ଜଣେ କରି ଫର୍ମାସିଷ୍ଟ, ଅମୀନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୨ଜଣ…

କେବିସିରେ ବିଜେଡି ସାଂସଦ

୨୬ ବର୍ଷ ବୟସରେ ସର୍ବ କନିଷ୍ଠା ବିଜେଡି ସାଂସଦ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରାଣୀ ମୁର୍ମୁ । କେନ୍ଦୁଝର ଜିଲ୍ଲାରୁ ଦିଲ୍ଲୀ ଯାଏଁ ଚନ୍ଦ୍ରାଣୀ ମୁର୍ମୁଙ୍କର ଯାତ୍ରା ଥିଲା ଖୁବ୍ ରୋମାଂଚକ ।ବର୍ତ୍ତମାନ ଚନ୍ଦ୍ରାଣୀ ଭାରତରେ ଏତେ ଚର୍ଚ୍ଚିତ ହୋଇଗଲେଣି କି ସୋନି…

୨୭ରେ ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର() ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ୨୭ ସନ୍ଧ୍ୟା ୬ଟା ସମୟରେ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବେ ।୨୮ତାରିଖରେ ଗୋପାଳପୁର ଗସ୍ତରେ…

ଅନୁ ମଲ୍ଲିକ ଗାତୁଆ ମୂଷା:ସୋନା ମହାପାତ୍ର

ଗୀତିକାର ଅନୁ ମଲ୍ଲିକଙ୍କ ନାଁ ଯୌନ ନିର୍ଯ୍ୟାତନାର ଅଭିଯୋଗ ହେବା ପରେ ତାଙ୍କୁ ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ ଆଇଡଲରୁ ବାହାର କରି ଦିଆଯାଇଥିଲା। କିନ୍ତୁ ଏହି ଶୋ ର ନୂଆ ସିଜନରେ ପୁଣି ଥରେ ଅନୁ ମଲ୍ଲିକ ଫେରୁଛନ୍ତି। ଅନୁଙ୍କ ବିରୋଧରେ ଅଭିଯୋଗ କରିଥିବା ଗାୟିକା ସୋନା ମହାପାତ୍ର…

୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଦେବଗଡ ଆଦି ଜିଲାରେକୁ ଅରେଞ୍ଜ ଓ୍ବାର୍ନିଂ ଜାରି…

ଟାଇମ୍ସ ବିଶ୍ବସ୍ତରୀୟ ମାନ୍ୟତା କାଟେଗୋରୀରେ ୨୪ ତମ ସ୍ଥାନରେ ‘ସୋଆ’

ଭୁବନେଶ୍ବର (): ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଂ ୨୦୨୦ରେ ୧୦୦୧ ପ୍ଲସ କ୍ୟାଟେଗୋରୀରେ ପ୍ରଥମ ଉଦ୍ୟମରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ସ୍ଥାନ ପାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତମ ପ୍ରଦର୍ଶନ ସହ ଜଡିତ ଥିବା ୫ଟି ଦିଗକୁ ନେଇ…