Odia News Portal
Yearly Archives

2019

ନବୀନ ଦେଲେ ବିଧାୟକଙ୍କୁ ଟ୍ରେନିଂ

ଭୁବନେଶ୍ବର (): ଗଣତନ୍ତ୍ରରେ ମତ ପାର୍ଥକ୍ୟ ଏକ ଅଧିକାର । କିନ୍ତୁ ଏହି ଅଧିକାର ସାବ୍ୟସ୍ତ କରିବା ସମୟରେ ନିର୍ବାଚିତ ଲୋକ ପ୍ରତନିଧିମାନେ ଶାଳୀନତାକୁ ଭୁଲିଯିବା ଉଚିତ ନୁହେଁ । କୌଣସି ପରିସ୍ଥିତିରେ ଗଣତାନ୍ତ୍ରୀକ ଶାଳିତନା ଉପରେ ମତ ପ୍ରାର୍ଥକ୍ୟର ଅଧିକାର ଭାରି ପଡିବା ଗ୍ରହଣୀୟ ନୁହେଁ ।…

ପୁରୀ ପାଇଁ ୫ ଆଇଏଏସ ଅଫିସରଙ୍କୁ ଦାୟିତ୍ବ

ପୁରୀର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନର ସହାୟତା ପାଇଁ ଆଉ ୫ଜଣ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି । ୨୦୧୮ ବ୍ୟାଚ୍‌ର ୫ ଶିକ୍ଷାନବୀଶ ଆଇଏଏସ୍‌…

ଭୁବନେଶ୍ୱରରେ ସର୍ବଭାରତୀୟ ପୁଲିସ୍‌ ହକି ଚାମ୍ପିଅନସିପ୍‌

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ୬୮ତମ ସର୍ବଭାରତୀୟ ପୁଲିସ୍‌ ହକି ଚାମ୍ପିଅନସିପ୍‌ । ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭିତ୍ତିଭୂମି ରହିଥିବାରୁ ସର୍ବଭାରତୀୟ ପୁଲିସ୍‌ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ (ଏଆଇପିଏସ୍‌ସିବି) ଚଳିତ ବର୍ଷ…

ମୁନିଗୁଡା ରେଳ ଫାଟକ ନିକଟରେ ଦୁର୍ଘଟଣା

ମୁନିଗୁଡା : ଟ୍ରେନ୍ ଲାଇନ୍‌ରେ ଗଡିଲା ଟ୍ରଲର । ବ୍ରେକ୍‌ଫେଲ୍ ଯୋଗୁଁ ଟ୍ରେନ୍ ଲାଇନକୁ ଗାଡିକୁ ନେଇଗଲା ଡ୍ରାଇଭର । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ । ମୁନିଗୁଡା ରେଳ ଫାଟକ ନିକଟରେ ଦୁର୍ଘଟଣା ହୋଇଛି । ମୁନିଗୁଡା-ରାୟଗଡା ଅପ୍ ଲାଇନ୍‌ରେ ଟ୍ରେନ୍…

ପ୍ୟାଣ୍ଟ ପକେଟରେ ମୋବାଇଲ୍ ରଖିବା ପଡ଼ିପାରେ ମହଙ୍ଗା, ଜାଣନ୍ତୁ ଏହାର କ୍ଷତିକାରକ

ଭୁବନେଶ୍ୱର  : ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ୍ ରହିଛି। ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ଏକ ସର୍ଭେରେ ପୁରୁଷଙ୍କୁ ମୋବାଇଲ ନିଶାରୁ ଦୂରରେ ରହିବାକୁ କୁହାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଦିନରେ ଘଣ୍ଟାଏ ମଧ୍ୟ ମୋବାଇଲରେ କଥା…

ମଦ ନିଶା ଉତାରିବା ପାଇଁ ଏହି ୨ଟି ଜିନିଷ ବ୍ୟବହାର କରନ୍ତୁ

ଭୁବନେଶ୍ୱର : ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆଜିକାଲି ମଦ ପିଇବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୌଣସି ଉତ୍ସବ, ପାର୍ଟି, ଫଙ୍କସନ ବା ଅନ୍ୟାନ୍ୟ ମଉକାରେ ଲୋକେ ମଦ ପିଇବା ଭୁଲନ୍ତି ନାହିଁ। କେବେ କେବେ କିଛି ଲୋକଙ୍କ ମଦ ପିଇବା ପରେ ଏମିତି ନିଶା ଚଢେ ଯେ,…

ସିନ୍ଦୁର ଓ ବିନ୍ଦିରେ ଥିବା ଘାତକ ତତ୍ୱର ହେବ ଯାଞ୍ଚ, ଏମସ୍ ବି ସ୍ୱୀକାର କଲେ ଏସବୁ ତ୍ୱଚାକୁ କରୁଛି ଖରାପ

ନୂଆଦିଲ୍ଲୀ :  ବର୍ଷ ବର୍ଷ ଧରି ହିନ୍ଦୁ ନାରୀରର ସୋହାଗ ସନ୍ତକ ରହି ଆସିଥିବା ସିନ୍ଦୁର ଓ ବିନ୍ଦିରେ ଭୟଙ୍କର ହାନିକାରକ ତତ୍ୱ ଥିବା ଏବେ ନଜରକୁ ଆସିଛି। ଏଣୁ କେନ୍ଦ୍ର ସରକାର ଏ ନେଇ ଖୁବ୍ ଶୀଘ୍ର ଏହାର ପ୍ରସ୍ତୁତି ସମ୍ପର୍କିତ ନିୟମ ପ୍ରଣୟନ କରିବା ସହ ମାନକ ନିର୍ଦ୍ଧାରଣ କରିବେ ବୋଲି…

କୈମିଲା ମେଡେସ କଲେ ବଡ ଖୁଲାସା, କହିଲେ କଲେଜ ସମୟରେ ଡ୍ରଗ୍ସ ଦେଇ କରିଥିଲେ ଯୌନ ଶୋଷଣ

ବମ୍ବେ : ଗତ କିଛି ବର୍ଷ ହେବ ଅନେକ ଅଭିନେତ୍ରୀ ଯୌନ ଶୋଷଣ ସହ ଜଡିତ ଘଟଣା ଗଣମାଧ୍ୟମ ଆଗରେ ପ୍ରକାଶ କରିସାରିଛନ୍ତି। ଏହି ଘଟଣାରେ ଜଣେ ଅଭିନେତ୍ରୀ ନିଜ କଲେଜରେ କିପରି ତାଙ୍କର ଶାରୀରିକ ଶୋଷଣ ହୋଇଥିଲା ସେହି ଭୟାବହ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ ଏକ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - କର୍ମ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ଏବଂ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତି ନେବେ। ଅ-ନାମାକ୍ଷର ବ୍ୟକ୍ତି ଅବହେଳା କାରଣରୁ ସ୍ବାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ। ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ନାହିଁ। ପ୍ରଶାସନ, ଆଇନ ଅଦାଲତ, ସଭା ସମିତି ଓ…

ତାଲା ପକା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଲେଶ୍ୱର() ବାଲେଶ୍ୱରରେ ଜିଲ୍ଲାରେ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ଘଟଣାରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ ।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କଲେ ବିଇଓ । ତେବେ ସ୍କୁଲ ଛୁଟି ହେବାର…