ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗିର : ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସମ୍ପାଦକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସମ୍ପାଦକ ଅଶୋକ ମହାପାତ୍ରଙ୍କ ଘରେ ଚଢ଼ାଉ କରାଯାଇଛି।
RTO ଛକ ନିକଟରେ ଥିବା ଘର ସମେତ ମାଲପଡାରେ ପୈତୃକ ଘର, ବ୍ୟାଙ୍କ…
