Odia News Portal
Yearly Archives

2019

ଆସିଲା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତର ସମ୍ପୂର୍ଣ୍ଣ ଭିଡିଓ, ଦେଖନ୍ତୁ …

ମୁମ୍ବାଇ()ଆସିଗଲା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତର ସମ୍ପୂର୍ଣ୍ଣ ଭିଡିଓ। ୟୁଟ୍ୟୁବରେ ଏହି ଗୀତ ରିଲିଜ ହେବା ପରେ ଭ୍ୟୁଜ୍ ଏକ ଲକ୍ଷ ପାର୍ ହୋଇଛି।ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ସହ ରାନୁ ମଣ୍ଡଳଙ୍କ ପ୍ରଥମ ଗୀତକୁ ଫ୍ୟାନ୍ସମାନଙ୍କ ନିକଟରେ ବେଶ୍ ଆଦୃତ ହୋଇଛି।…

କାହିଁକି ଇଭେଣ୍ଟରେ କାନ୍ଦିଲେ ହିମେଶ, ଜାଣନ୍ତୁ …

ମୁମ୍ବାଇ ()  ଏକ ଇଭେଣ୍ଟରେ ବଲିଉଡ୍ ସିଙ୍ଗର୍ ହିମେଶ ରେଶମିଆ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ସୂଚନାଅନୁସାରେ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍ ହୀର୍’ ଫିଲ୍ମର ଗୀତ ‘ତେରୀ ମେରୀ କାହାନୀ’ ଗତକାଲି ରିଲିଜ୍ ହୋଇଛି। ଗୀତ ରିଲିଜ୍ ସମୟରେ ଭାବବିହ୍ୱଳ ହୋଇ କାନ୍ଦିବା ପକାଇଥିଲେ ହିମେଶ । ତେବେ…

କେନ୍ଦ୍ରାପଡାରେ ଦୁର୍ନୀତି ଓ ଲାଞ୍ଚକୁ ରୋକିବାକୁ ଜାରି ହେଲା ହ୍ବାଟସଆପ ନମ୍ବର

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତିକୁ ଜିରୋ ଟଲରାନ୍ସର ନାରା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରିଛି । ଜିଲ୍ଲା ପ୍ରଶାସନରେ ଦୁର୍ନୀତି ଓ ଲାଞ୍ଚକୁ ରୋକିବାକୁ ଜାରି ହୋଇଛି ଏକ ହ୍ବାଟସଆପ ନମ୍ବର । ଏହି ନମ୍ବରଟି ହେଉଛି 9439883093 । ଏହି ହ୍ବାଟସଆପ…

ମତ୍ସ୍ୟ ବିଭାଗ କାର୍ଯ୍ୟାଳୟକୁ ସପ୍ରାଇଜ ଭିଜିଟ

ଭୁବନେଶ୍ବର () ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବାଲୁଗାଁସ୍ଥିତ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଅଚାନକ ଗସ୍ତ କରିଥିଲେ । ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ…

ମିଛ କହି ‘ନଚବଲିଏ’ ଶୋରେ ଏଣ୍ଟ୍ରି ନେଇଛନ୍ତି ଏହି ଦୁଇ ଯୋଡି

ଲୋକପ୍ରି ରିୟାଲିଟି ଶୋ’ ‘ନଚବଲିଏ-୯’କୁ ନେଇ ଚର୍ଚ୍ଚା। ଏହି ଶୋ’ର ନିୟମ ଅନୁଯାୟୀ ଏଥିରେ କେବଳ ସ୍ୱାମୀସ୍ତ୍ରୀ, ଲଭର୍ସ ଓ ଏକ୍ସ କପଲ୍ ହିଁ ଭାଗ ନେଇପାରିବେ। ସୂଚନା ଅନୁଯାୟୀ ଶୋ’ର ଯୋଡ଼ି, ଶାନ୍ତନୁ ମାହେଶ୍ୱରୀ ଓ ନିତ୍ୟାମୀ ସିର୍କେ ବାସ୍ତବରେ କପଲ୍ ନୁହଁନ୍ତି। ବାସ୍ତବ ଜୀବନରେ ଶାନ୍ତନୁ ଓ…

ଝାରସୁଗୁଡ଼ାରୁ ଏହି ୨ଟି ସହରକୁ ଉଡ଼ିବ ବିମାନ,ଜାଣନ୍ତୁ

ଝାରସୁଗୁଡ଼ା() ଝାରସୁଗୁଡ଼ାରୁ ଆଉ ୨ ସହରକୁ ଉଡ଼ିବ ବିମାନ ।ଝାରସୁଗୁଡାରୁ କୋଲକତା ଓ ଝାରସୁଗୁଡାରୁ ବେଙ୍ଗଲୁରୁକୁ ବିମାନ ଚଳାଚଳା କରିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ପୂର୍ବରୁ ଝାରସୁଗୁଡା ବିମାନବନ୍ଦରରୁ ୫ଟି ସ୍ଥାନକୁ ବିମାନ ଉଡାଣ କରୁଥିଲା । ଏହା ସହ ଜୟପୁର…

ଆସନ୍ତୁ ଜାଣିବା ପିତର କିଏ ?

ବ୍ୟକ୍ତିଙ୍କ ପରିବାରର ସେହି ସବୁ ସଦସ୍ୟମାନେ ଯେଉଁମାନଙ୍କର ପରଲୋକ ହୋଇସାରିଥାଏ ତାଙ୍କୁ ପିତର କୁହାଯାଏ । ଏଥିରେ ବୃଦ୍ଧ, ବୃଦ୍ଧା, ମହିଳା, ପୁରୁଷ ଓ ଦିବଙ୍ଗତ ଶିଶୁଙ୍କୁ ଶ୍ରାଦ୍ଧ ଦିଆଯାଏ । ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ…

କ୍ଷୀର ଲିଟର ୧୪୦ !

କ୍ଷୀର ଲିଟର ଆକାଶ ଛୁଆଁ । ଏଣିକି କ୍ଷୀର କିଣିବା ପାଇଁ ଡରିବେ ପାକିସ୍ତାନବାସୀ । ପେଟ୍ରୋଲ ଠାରୁ ବି ମହଙ୍ଗା ହେଲା କ୍ଷୀର ଦର । ପାକିସ୍ତାନ କରାଚିରେ ଓ ସିନ୍ଧ ପ୍ରଦେଶରେ କ୍ଷୀର ଲିଟର ୧୪୦ ଟଙ୍କା ଛୁଇଁଛି । ପାକିସ୍ତାରେ ପେଟ୍ରୋଲ ଲିଟର ୧୧୩ ଥିବା ବେଳେ ଡିଜେଲ ୯୧ ଟଙ୍କା ରହିଛି ।

ରାଜ୍ୟ କମାଇପାରିବ ଜରିମାନା

ନୂଆଦିଲ୍ଲୀ ()  ଲୋକମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ରାଜ୍ୟମାନେ ଚାହିଁଲେ ନୂଆମୋଟର ଯାନ ଆଇନରେ ଥିବା ଜରିମାନା ପରିମାଣକୁ କମାଇପାରିବେ । ଗଡକରୀ କହିଛନ୍ତି,…

ପ୍ରସାଧାନ ସାମଗ୍ରୀ ନାଁରେ ବିକ୍ରି ହେଉଛି ଔଷଧ

ଭୁବନେଶ୍ବର()  ବମିଖାଲ ଅଞ୍ଚଳର ଟରକ୍ୟୁ ଫାର୍ମାସ୍ୟୁଟିକାଲ ନାମକ ଏକ ସଂସ୍ଥା ଉପରେ ଚଢ଼ଉ କରାଯାଇଛି। ପ୍ରସାଧାନ ସାମଗ୍ରୀ ନାଁରେ ଏହି କମ୍ପାନୀ କିଛି ଅନାଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି କରୁଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ…