Odia News Portal
Yearly Archives

2019

୧୦ ଜିଲ୍ଲା ସତର୍କ ରୁହ

ଭୁବନେଶ୍ବର () ଓଡ଼ିଶା ସୀମାର ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନର ରହିଛି । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

କାଯ୍ୟରେ ଯୋଗ ଦେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା

ଭୁବନେଶ୍ୱର : ଓଡ଼ିଶାର ଗଣମାଧ୍ୟମ ସହ ଓତଃ ପ୍ରୁତଃ ଭାବେ ଜଡିତ ଥିବା ବିଜେଡିର ଯୁବ ନେତା ତଥା ଜଣେ ଦକ୍ଷ ସଂଗଠକ ହିସାବରେ ଜଣାଶୁଣା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେବା ପରେ ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ…

ପି. କେ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଓଡିଆ ଆଇଏଏସ ଅଫିସରଙ୍କୁ ତାଙ୍କର ପ୍ରମୁଖ ବା ପ୍ରଧାନ ସଚିବ ଭାବେ ନିଯୁକ୍ତ କରିଛନ୍ତି । ଗୁଜୁରାଟ କ୍ୟାଡରର ଏହି ଓଡିଆ ଆଇଏଏସ ଅଫିସର ହେଉଛନ୍ତି ପ୍ରମୋଦ କୁମାର ମିଶ୍ର । ଶ୍ରୀ ମିଶ୍ର ତାଙ୍କ ନୂତନ ପଦବିରେ ଯୋଗ ଦେଇଛନ୍ତି । ସମ୍ବଲପୁର…

ନିଜେ ଖାଇ ମାନ ପରଖିଲେ ବିଧାୟକ ଓ ଉପଜିଲ୍ଲାପାଳ

ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁରଠାରେ ଆଜି ଆହାର କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆହାର କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ତହସିଲଦାର…

ପ୍ରଚଳିତ ହେଲା ୬୨ତମ ମୁଦ୍ରା 

ପୁରୀ : ହେଉଛି ସୁନିଆ ଉତ୍ସବ ଆଜିଠାରୁ ଗଜପତି ଦିବ୍ୟସିଂହ ଦେବ ମହାରାଜାଙ୍କର  ଆରମ୍ଭ ହୋଇଛି ୧୪୨୭ ସାଲ ୬୨ ଅଙ୍କର ପ୍ରବେଶ। ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଯାଇଛି ସୁନିଆଁ ଉତ୍ସବ। ମଙ୍ଗଳବାର ଠାରୁ ଗଜପତି ମହାରାଜାଙ୍କର ୬୨ଅଙ୍କ ଆରମ୍ଭ ହୋଇଛି। ଜାତକ ଓ ପାଞ୍ଜି…

ପୁଣି ଦୋଳାରେ ବୁହାହେଲେ ଟାଇଫଏଡ୍ ରୋଗୀ

ରାୟଗଡା : ପୁଣି ଦୋଳାରେ ବୁହାହେଲେ ରୋଗୀ । ରାୟଗଡା ଜିଲ୍ଲାର ବରଜାଖାଲ ଗାଁରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ଏହି ଦୟନୀୟ ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି । ତେଣୁ ଦୋଳା ସାହାଯ୍ୟରେ ଟାଇଫଏଡ ରୋଗୀଙ୍କୁ ପ୍ରାୟ ୫ କିଲୋମିଟର ବୋହିନେଇଛନ୍ତି ପରିବାର ଲୋକ ।…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ନୂଆପଡ଼ା ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ

ନୂଆପଡ଼ା : ଆଜି ୧୨ ଘଣ୍ଟିଆ କୁଚିଣ୍ଡା ଉପଖଣ୍ଡ ବନ୍ଦ ଡାକରା। ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ଏତିସହ…

ଭାଲୁଟି ମାସେ ଧରି ଆତଙ୍କ ସୃଷ୍ଟି କରୁଥିଲା

ମାଲକାନଗିରି : ଯନ୍ତାରେ ପଡିଲା ଭାଲୁ। ମାଲକାନଗିରି ଜିଲ୍ଲା ବାଲିମେଳା ସହର ନିକଟରେ ଭାଲୁଟି ମାସେ ଧରି ଆତଙ୍କ ସୃଷ୍ଟି କରିଥିଲା। ଜନବସତି ନିକଟରେ ଭାଲୁଟି ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଥିଲେ। ସନ୍ଧ୍ୟା ହେଲେ ଲୋକଙ୍କ ଘରେ ତାଟି କବାଟ ପଡି ଯାଉଥିଲା। ଗତକାଲି ବାଲିମେଳା…

ଆଜିଠୁ ତିନି ଦିନ ଧରି ନିସ୍ତାର ନାହିଁ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର : ଆଜିଠୁ ତିନି ଦିନ ଧରି ନିସ୍ତାର ନାହିଁ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷକରି ଉତ୍ତର, ପଶ୍ଚିମ ଓ ଦକ୍ଷିଁ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି…

କଟକରେ ପୁଣି ଏନକାଉଣ୍ଟର ..

କଟକ : କଟକରେ ପୁଣି ଏନକାଉଣ୍ଟର । ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ । ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ SCBରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ପିସ୍ତଲ ସହ ୨ଟି ଗୁଳି ଜବତ କରାଯାଇଛି। ଆଜି ଭୋର ସମୟରେ ବୁଦ୍ଧିଆ ଜାତୀୟ ଆଇନ ବିଦ୍ୟାଳୟ ଦେଇ…