Odia News Portal
Yearly Archives

2019

ପାକ ମାନିଲା କଶ୍ମୀର ଭାରତର

୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତ ବୋଲି ସ୍ୱୀକାର କରିଛି।ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର ପ୍ରସଙ୍ଗରେ…

ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର () ଜଗତସିଂହପୁରରେ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତକୁୁ ଫାଶୀ ଦଣ୍ଡାଦେଶ ହୋଇଛି । ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।୨୦୧୮ ମାର୍ଚ୍ଚ ଏରସମାରେ ୯ ବର୍ଷର…

ବଢିବ କ୍ଷୀର ଦର

ବଢି କ୍ଷୀର ଦର ଓମ୍‌ଫେଡ୍ କ୍ଷୀର ଦର ।ଦର ବଢିବା ନେଇ ବିଚାର ବିମର୍ଷ ଚାଲିଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଦର ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସମସ୍ତଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି…

ଚତୁର୍ଥ ବିଜୁ ପଟ୍ଟନାୟକ ପର୍ବତାରୋହଣ ଅଭିଯାନ-୨୦୧୯ର ଶୁଭାରମ୍ଭ କଲେ କ୍ରୀଡା ସଚିବ

ଭୁବନେଶ୍ୱର : ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଭରେଷ୍ଟ୍‌ ଆରୋହୀ ଗଣେଶ ଜେନାଙ୍କ ନେତୃତ୍ୱରେ ଏଥର ୧୫ ଜଣ (୧୦ ବାଳକ ଓ ୫ ବାଳିକା) ଏହି ଦଳରେ ସାମିଲ ହୋଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ…

ଆମେରିକାରେ ରିଲିଜ୍‌ ହେବ ଏହି ସିନେମା

କଟକ : ଓଡ଼ିଆ ସିନେମା ‘ଛବିରାଣୀ’କୁ ନେଇ ଏବେ ଜବର୍‌ଦସ୍ତ ଚର୍ଚ୍ଚା ଲାଗି ରହିଛି । ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମ ପୁଣିି ଥରେ ୩୯ ବର୍ଷର ଲୋକ ଟାଙ୍କୁରା କାହାଣୀକୁ ମନେ ପକାଇ ଦେବ । ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କ କାହାଣୀକୁ ନେଇ ଏହି…

ଏକ ନମ୍ବର ହାଟରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ କଲା ବିଏମସି

ଭୁବନେଶ୍ବର : ଆକ୍ସନ ମୁଡରେ ବିଏମସି । ଏକ ନମ୍ବର ହାଟରୁ ଜବର ଦଖଲ ଉଚ୍ଛେଦ କରୁଛି ବିଏମସି । ବର୍ଷ ବର୍ଷ ଧରି ସରକାରୀ ଟଙ୍କାକୁ ନିଜ ପକେଟରେ ଭର୍ତ୍ତି କରୁଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଲାଗିଛି ଛାଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ଏକ ନମ୍ବର ହାଟରୁ ଉଚ୍ଛେଦ କରୁଛି ।…

ସଙ୍କଟରେ ବାବା ଲୋକନାଥଙ୍କ ପୀଠ

ପୁରୀ : ସଙ୍କଟରେ ବାବା ଲୋକନାଥଙ୍କ ପୀଠ । ଆଜିକୁ ୧୦ ଦିନ ହେଲା ଅଣ୍ଟେ ପାଣିରେ ବୁଡ଼ି ରହିଛି ବାବା ଲୋକନାଥଙ୍କ ମନ୍ଦିର । ମନ୍ଦିର ପରିସରରେ ପାଣି ବଢି ଥିବାରୁ ଖଟ ଓ ପଥର ପଡ଼ି ଠାକୁରଙ୍କ ପୂଜାର୍ଚ୍ଚନା ହେଉଛି । ଠାକୁରଙ୍କ ପ୍ରତି ଅଗାଧ ଭକ୍ତି ଓ ବିଶ୍ୱାସ ରଖି ଦୂରଦୂରାନ୍ତରୁ ଆସିଥିବା…

ରାଜଧାନୀରେ ବଢି ଚାଲିଛି ଧଳା ଜହର କାରବାର

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି ଧଳା ଜହର କାରବାର। ଭୁବନେଶ୍ୱରରୁ ୨୭ ଲକ୍ଷର ବ୍ରାଉନସୁଗାର ଜବତ କଲା କମିଶନରେଟ୍‌ ପୋଲିସ। କାରବାରରେ ସଂପୃକ୍ତ ଜଣେ ଡିଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ବ୍ରାଉନସୁଗାର ବାଲେଶ୍ୱରରୁ ଭୁବନେଶ୍ୱରକୁ ଆସୁଥିବାବେଳେ ଖଣ୍ଡଗିରି ଅଞ୍ଚଳରୁ ଖଣ୍ଡଗିରି…

ସରକାରଙ୍କ ପିଠିରେ ଲାଉ ହେଉଛନ୍ତି ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପିଠିରେ ଏବେ ଲାଉ ହୋଇ ଫାଇଦା ଉଠାଇବାକୁ ଅନେକ ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା ଲାଗି ପଡିଛନ୍ତି । ସରକାର ଦିନ ରାତି ଏକ କରି ଯେଉଁ ସଫଳତା ହାସଲ କରୁଛନ୍ତି ସେଥିରେ ସେମାନଙ୍କ ଭାଗିଦାରୀ ରହିଥିବା ପ୍ରଚାର କରିବା ସହିତ ମବୀ ଓ ସରକାରୀ ଅଧିକାରୀଙ୍କ ସହ ଫଟୋ…

ଅକାଳରେ ଚାଲିଗଲା ୨ ନାବାଳଙ୍କ ଜୀବନ

ଭଦ୍ରକ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ୨ ନାବାଳଙ୍କ ଜୀବନ। ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥରେ ସାଇକେଲକୁ ଧକ୍କା ଦେଇ କାର୍‌ ଚାଳକ ଫେରାର। ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭଦ୍ରକ ଶିଶୁ ମନ୍ଦିରର ଛାତ୍ର ସୁମିତ ସାହୁ। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ନାବାଳକ ଦୁଇ ଜଣ…