Odia News Portal
Yearly Archives

2019

୧୯ବର୍ଷରୁ କମ୍‌ ଏସିଆ କପ୍‌ : ପାକିସ୍ତାନକୁ ହରାଇ ସେମିରେ ଭାରତ

ମୋରାତୁୱା : ଚଳିତ ୧୯ବର୍ଷରୁ କମ୍‌ ଏସିଆ କପ୍‌ ଦିନିକିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଦଳ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ ୬୦ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଅର୍ଜୁନ ଆଜାଦ ଓ ତିଲକ ବର୍ମା ଶତକୀୟ ଇନିଂସ୍‌ ଖେଳି…

ବଡ ଆଖଡା ମଠ ଉଛେଦ ଆରମ୍ଭ

ପୁରୀ : ପୁରୀରେ ଜାରି ରହିଛି ବଡ ଆଖଡା ମଠ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ମଠ ପରିସରରେ ଥିବା ୩୦ଟି ଦୋକାନ ଘର ଭଙ୍ଗାଯାଉଛି । ମାଜିଷ୍ଟ୍ରେଟ୍‌ ଓ ୧୫ପ୍ଲାଟୁନ୍‌ ଫୋର୍ସଙ୍କ ଉପସ୍ଥିତିରେ ଉଛେଦ କାର୍ଯ୍ୟ ଚାଲିଛି । ଗତ ୩ ତାରିଖରେ ବଡ ଆଖଡା ମଠ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିଲେ…

କୋ-ପାଇଲଟ୍‌ ଭାବେ ନିଯୁକ୍ତି ପାଇଲେ ଅନୁପ୍ରିୟା ଲାକ୍ରା

ମାଲକାନଗିରି : ପଛୁଆ ଅଞ୍ଚଳର ଆଗୁଆ ଝିଅ । ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍‌ ଭାବେ ନିଯୁକ୍ତି ପାଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ମାରିନିୟସ୍‌ ଲାକ୍ରାଙ୍କ ଝିଅ ଅନୁପ୍ରିୟା ଲାକ୍ରା । ମାଲକାନଗିରି ଦୀପ୍ତି କନ୍‌ଭେଣ୍ଟରେ…

ଶିବ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି

ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡି ଥାନା ଛଣମେରି ଗାଁରେ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳୁ ଛଣମେରି ଗାଁ ଦାଣ୍ଡରେ ଜଣେ ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲଣ୍ଡା କରାଯାଇଥିବା ଦେଖିବାକୁ ମିଳିଛି । ଖୁଣ୍ଟରେ ବନ୍ଧା ଯାଇଥିବା ଏହି ଯୁବକ ଜଣକ ଛାଣମେରି ଗାଁରେ ଥିବା କପିଳେଶ୍ୱର ମନ୍ଦିରରୁ…

ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି :  ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ ଫଳରେ ପ୍ରାୟ ଦେଢ କି.ମି. ଖଟିଆରେ ବୁହାହୋଇ ଆସିଲେ ରୋଗୀ । କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ ଲାଞ୍ଜିଗଡ ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତ ଅଧିନସ୍ଥ ପଲସାପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପଲସାପଡା ଗାଁର ଗୋପାଳ…

ଫାଇନ୍‍ ଆଦାୟ ପାଇଁ ବାହାଦୂରୀ ଦେଖାଇ ପୁଲିସ୍‍ ହଟହଟା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ମୋଟରଯାନ ଆଇନ୍‍ ହାତରେ ପଡିବା ପରେ କମିଶନରେଟ ପୁଲିସ୍‍ ସବୁକାମ ଛାଡି ରାସ୍ତାକୁ ଦଉଡିଲା । ଛକରେ ଛିଡାହୋଇ ବାହାଦୂରୀ ଦେଖାଇ ଫାଇନ୍‍ ଆଦାୟ କଲା । କାହାଠାରୁ ୪୭ହଜାର ତ ଆଉ କାହାଠାରୁ ୨୫ହଜାର । ରାଜରାସ୍ତାରେ କୋକୁଆ ଭୟ ସୃଷ୍ଟି କରିବା ସହିତ ଗଣମାଧ୍ୟମକୁ…

ଜାପାନରେ ରିଲିଜ୍ ହବ ‘ଗଲି ବୟ’ ଫିଲ୍ମ

ମୁମ୍ବାଇ : ବଲିଓଡ୍‌ର ଚକଲେଟ୍ ହିରୋ ରଣବୀର ସିଂହଙ୍କ ଫିଲ୍ମ ‘ଗଲି ବୟ’ ଜାପାନରେ ରିଲିଜ ହେବ। ଜୋୟା ଅଖ୍‌ତରଙ୍କ ନିର୍ଦେଶିତ ଏହି ପିଲ୍ମରେ ନାୟକ ଭୂମିକାରେ ରଣବୀର ଓ ନାୟିକା ଭୂମିକାରେ ଆଲିୟା ଭଟ୍ଟ ଅଭିନୟ କରିଥିଲେ। ଗଲି ବୟ ଫିଲ୍ମଟି ଚଳିତ ବର୍ଷରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ…

ବିଗ୍ ବସ୍ ସିଜିନ୍-୧୩, ସଲମାନଙ୍କ ସହ ନଜର ଆସିବେ ରାକ୍ଷୀ ସାଓ୍ବନ୍ତ

ମୁମ୍ବାଇ : ବଲିଉଡର କଣ୍ଟ୍ରଭର୍ସି କ୍ବିନ ରାକ୍ଷୀ ସାଓ୍ବନ୍ତ ନିଜର ପ୍ରତିକ୍ରିୟା ଓ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚା ରହିଥାନ୍ତି। ରାକ୍ଷୀ ପୁଣି ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରି ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି। ଭିଡିଓରେ ସେ କହିଛନ୍ତି, ସଲମାନ ଖାନଙ୍କ ସୋ ବିଗ୍‌…

ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଘର କିଣିବା ସହ ମା’ ହେବାକୁ ଚାହୁଁଛନ୍ତି

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀ ନିକ୍‌ ଜୋନସଙ୍କ ସହ ମିଶି ବିଦେଶରେ ରହୁଛନ୍ତି। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ଏହି ନାୟିକା ଏବେ ଲସ୍‌ ଆଞ୍ଜେଲସ୍‌ରେ ଘର କିଣିବାକୁ ଚାହୁଁଛନ୍ତି। ଯଦିଓ ତାଙ୍କର ମୁମ୍ବାଇ ଓ ନ୍ୟୁୟର୍କରେ ଘର ରହିଛି।…

ମଡେଲ ପଦ୍ମାଲକ୍ଷ୍ମୀଙ୍କ ହଟ୍ ଏବଂ ସେକ୍ସି ଫଟୋ ଭାଇରାଲ

ମୁମ୍ବାଇ : ପଦ୍ମାଲକ୍ଷ୍ମୀ ଜଣେ ସୁପର ମଡେଲ୍। ସେ ଭାରତୀୟା ହେବା ସହ ଆମେରିକୀୟା। ସେ ହଲିଉଡ ସହ ବଲିଉଡ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ସେ ଅନେକ ଆନ୍ତର୍ଜାତୀୟ ବ୍ରାଣ୍ଡର ଆମ୍ବାସାଡର। ପଦ୍ମାଙ୍କ ବିବାହ ଜଣାଶୁଣା ଲେଖକ ସଲମାନ ରଶଦିଙ୍କ ସହ ହୋଇଥିଲା। ଉଭୟଙ୍କର ପ୍ରଥମ ସାକ୍ଷାତ…