Odia News Portal
Yearly Archives

2019

ଏବେ ଆକ୍ସନ ଫିଲ୍ମ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ କିଛି ଦିନ ହେବ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରହିଥିଲେ। ଏହାର କାରଣ ବି ଥିଲା। କାରଣ ହେଉଛି ତାଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ବଲିଉଡ୍‌ରେ ଭଲ ପ୍ରଦର୍ଶନ କରି ନ ଥିଲା। ଏହାପରେ ଶାହାରୁଖ ସାମାନ୍ୟ ଚୁପ୍‌ ଥିବା ଦେଖାଯାଇଥିଲା। ହେଲେ ଆଗକୁ ସେ…

ଦୁଃଖ ସମୟରେ ସଲମାନ କେବେ ହାତ ଛାଡ଼ି ନାହାନ୍ତି : କଟ୍ରିନା

ମୁମ୍ବାଇ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା। ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା। ଅଲଗା ହୋଇଥିଲେ ଦୁହେଁ। ଏବେ ସମୟ ବଦଳିବା ସହ ପ୍ରେମିକା ବଦଳାଇଛନ୍ତି ରଣବିର। ଆଲିଆ ତାଙ୍କ ଜୀବନରେ ଆସିଥିବା ବେଳେ କଟ୍ରିନା…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ମନ ଖରାପରୁ କୌଣସି ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଯାତ୍ରା, ପରିବହନ, ବାଣିଜ୍ୟରେ ଆଶାନୁରୂପ ସଫଳତା ମିଳିବ। ପଡ଼ୋଶୀଙ୍କ ସହ…

ସୂଚନା ଓ ଲୋକ ସମ୍ପର୍କ ପରାମର୍ଶଦାତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ସେ ଗଣମାଧ୍ୟମ ଓ ଲୋକ ସଂପର୍କ ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇବେ । ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ…

ଅବିବାହିତ ପୁଅ,ଝିଅ ହୋଟେଲରେ ରହିବା ଅପରାଧ ନୁହେଁ : ସୁପ୍ରିମକୋର୍ଟ

ଅବିବାହିତ ପୁଅ ଏବଂ ଝିଅ ହୋଟେଲରେ ଏକାସାଥିରେ ରହିବା କୌଣସି ଅପରାଧ ନୁହେଁ । ତେଣୁ ପୁଲିସ୍ ନିକଟରେ ହୋଟେଲରେ ରହିଥିବା କୌଣସି ବି ଅନମ୍ୟାରେଡ୍ କପଲଙ୍କୁ ହଇରାଣ କିମ୍ବା ଗିରଫ କରିବାର କୌଣସି ବି ଅଧିକାର ନାହିଁ । ଏନେଇ ସର୍ବୋଚ୍ଚ ଅଦାଲତ ତଥା ସୁପ୍ରିମକୋର୍ଟ ଦେଇଥିବା ଏକ ନିର୍ଦ୍ଦେଶରେ…

ସୋସିଆଲ୍ ମିଡିଆରେ ଭିଡିଓ ସେୟାର୍ କଲେ କେନ୍ଦ୍ରମନ୍ତ୍ରୀ

ଅଭିନେତା ଅଜୟ ଦେବଗନ୍ ଓ ତବୁଙ୍କୁ ନେଇ ହୋଇଥିବା ଏକ ମଜାଦାର ମିମ୍ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଇରାନୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଭିଡିଓଟିକୁ ସେୟାର୍ କରିଛନ୍ତି। ‘ଆୟିଏ ଆପ୍କା ଇନ୍ତେଜାର୍ ଥା..’ଗୀତର ଭିଡିଓରେ ତବୁ ଅଜୟ…

ରାଷ୍ଟ୍ରପତିଙ୍କ ପାଇଁ ଆକାଶମାର୍ଗ ବନ୍ଦ

ନୂଆଦିଲ୍ଲୀ() ପୁଣି ପାକିସ୍ତାନର ନାଟକ ଆରମ୍ଭ । ପୁଣି ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି ପାକିସ୍ତାନ । ପାକ୍ ବୈଦେଶିକମନ୍ତ୍ରୀ ଏମ୍ଏସ୍ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ ପଥରେ ପ୍ରବେଶ କରିବ ନାହିଁ ବୋଲି ମନା କରିଦେଇଛି। ରାଷ୍ଟ୍ରପତି…

ଆରମ୍ଭ ହେଲା ପ୍ରାଇଭେଟ୍ କ୍ଲିନିକ ରେଜିଷ୍ଟ୍ରେସନ ପ୍ରକ୍ରିୟା

ଭୁବନେଶ୍ବର()  ଏଣିକି ପ୍ରାଇଭେଟ୍ କ୍ଲିନିକଗୁଡିକ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ଏହାଦ୍ୱାରା ପ୍ରାୟ ୧୮ ଶହ ପ୍ରାଇଭେଟ୍ କ୍ଳିନିକ୍ ଉପକୃତ ହେବେ।ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ପ୍ରାଇଭେଟ୍ କ୍ଲିନିକଗୁଡିକ ପଞ୍ଜୀକରଣ ସହ ଏବଂ ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇବାରେ ସୁବିଧା ହେବ ।୩୦…

ପ୍ରଥମ ସେବକଙ୍କୁ ପରିଚୟପତ୍ର

ପୁରୀ () ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି ।ଏହି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଣିକି ସେବାୟତଙ୍କୁ ମିଳିବ ପରିଚୟପତ୍ର । ଏହି କ୍ରମେର ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜଙ୍କୁ ଦିଆଯାଇଛି ପରିଚୟପତ୍ର । ସବୁ ସେବାୟତଙ୍କୁ ମିଳିବ…

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପାଇଁ ଦରକାର ପଡିବନି କାର୍ଡ କିମ୍ବା ପିନ

ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରମ୍ଭ କରିଛି ନୂଆ ସୁବିଧା । ଏହି ସୁବିଧା ଜରିଆରେ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକମାନେ ଏଣିକି କେବଳ କ୍ୟୁଆର୍ କୋଡକୁ ସ୍କାନ କରି ଏଟିଏମରୁ ଟଙ୍କା ଉଠାଇପାରିବେ  ।Unified Payments Interface ତଥା ୟୁପିଆଇ ଜରିଆରେ କ୍ୟୁଆର କୋଡର ନୂଆ ଫିଚର ଯୋଡିଛି । ଏହି…