ଡମାହାଣ୍ଡି ନିକଟରେ ୧୦୮ ଆମ୍ବୁୁଲାନସ ଦୁର୍ଘଟଣାଗ୍ରସ୍ତ
ନୟାଗଡ : ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି । ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ…
