Odia News Portal
Yearly Archives

2019

ପରିକଳ୍ପିତ ଐତିହ୍ୟ ନଗରୀ ପୁରୀ ପାଇଁ ଦେଖନ୍ତୁ ବ୍ଲୁପ୍ରିଣ୍ଟ

ଐତିହ୍ୟ ଜୋନ, ରଘୁନନ୍ଦନ ପାଠାଗାର ଓ ବାସଗୃହ ଯୋଜନାକୁ ମଂଜୁରୀ ଭୁବନେଶ୍ବର () ପୁରୀର ରୂପାନ୍ତରଣକୁ ନେଇ ବିଭିନ୍ନ ବର୍ଗର ଲୋକ, ନେତା, ପ୍ରଶାସକ ଏପରିକି ସାଧୁ ସନ୍ଥଙ୍କ ମନରେ ବି ନାନା ପ୍ରଶ୍ନ ରହିଛି । କି ପ୍ରକାର ଐତିହ୍ୟ ସହରର ପରିକଳ୍ପନା କରାଯାଇଛି । କିଭଳି ଭାବେ ଶ୍ରୀମନ୍ଦିରକୁ…

ରୁପା ଡେଇଁଲା ୫୦ ହଜାର

ଭୁବନେଶ୍ୱର() ସୁନା ପରେ ଏବେ ରୁପା ଦର ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ସୁନା ଦର ବୃଦ୍ଧି ହୋଇଥିବା ବେଳେ ଏବେ ରୁପା ଦର ମଧ୍ୟ ବୃଦ୍ଧି ଘଟିଛି । ପୂର୍ବରୁ ରୁପା ଦର କେଜି ୪୮,୦୫୫ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୨୦୭୦ ଟଙ୍କା ବଢି ୫୦,୧୨୫ ଟଙ୍କାରେ ପହଂଚିଛି ।

ତିହାରରେ କଟିବ ଚିଦାମ୍ବରମଙ୍କ ରାତି

ନୂଆଦିଲ୍ଲୀ() ତିହାର ଜେଲ ଯିବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ। ଏହି ନିର୍ଦ୍ଦେଶ ଦେଲେ ରାଉଜ ଏଭିନ୍ୟୁ…

୭୪ ବର୍ଷରେ ମା’ ହୋଇ ରେକର୍ଡ କଲେ ଏରାମତି

ଆନ୍ଧ୍ରପ୍ରଦେଶର ଜଣେ ୭୪ ବର୍ଷୀୟ ବୃଦ୍ଧା ଜମଜ କନ୍ୟାସନ୍ତାନ ପ୍ରଥମଥର ପାଇଁ ପ୍ରସବ କରି ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ସେ କୃତ୍ରିମ ଉପାୟରେ ବା in vitro fertilisation ହିଁ ମା’ ହୋଇଛନ୍ତି। ତାଙ୍କ ନାଁ ଏରାମତି ମାଙ୍ଗାୟାମ୍ମା । ୮୦ ବର୍ଷୀୟ ଇ ରାଜାଙ୍କ ପତ୍ନୀ…

କାମଦବନି ଲାମିନେସନ ହୋଇଥିବା ଆଧାର କାର୍ଡ

ସାବଧାନ ହୋଇଯାଆନ୍ତୁ ଯଦି ଆଧାର କାର୍ଡ ଲାମିନେସନ କରିଛନ୍ତି ତାହାଲେ ପଡିପାରନ୍ତି ସମସ୍ୟାରେ । UIDAI ଏନେଇ ପୂର୍ବରୁ ଅନେକ ଚେତାବନୀ ଦେଇସାରିଛି । ଯେଉଁଥିରେ ଆପଣଙ୍କ ଆଧାରର କ୍ୟୁଆର୍ କୋଡ୍ କାମ କରିବା ବନ୍ଦ କରିଦେଇପାରେ କିମ୍ବା ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରୀ ହୋଇପାରେ । ଆଧାର…

୧୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର() ମଧ୍ୟ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇ ଦୁଇ ଦିନ ଧରି ସ୍ଥିର ରହିବା ଫଳରେ ଗୁରୁବାର ରାତିରୁ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ…

ଓଡିଶାର ଜଣେ ବନ୍ଧୁ ଥିଲେ ଅରୁଣ ଜେଟଲୀ

ଭୁବନେଶ୍ବର () ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା ବୋଲି ଭୁବନେଶ୍ବର ଠାରେ ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ସ୍ମରଣରେ ଆୟୋଜିତ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି…

ଚିଦାମ୍ବରମଙ୍କୁ ଆଗୁଆ ବେଲ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ତେବେ ଯାଂଚରେ ସହଯୋଗ କରିବାକୁ ପାଇଁ ଉଭୟ ଚିଦାମ୍ବରମ ଓ କାର୍ତ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧ ଲକ୍ଷ…

ମୁଣ୍ଡ ଟେକୁଛି ବିଶ୍ୱ ଐତିହ୍ୟ ସହର ପୁରୀ

ଭୁବନେଶ୍ବର ()  ରୂପାନ୍ତରିତ ପୂରୀରର ନୂଆ ରୂପ । ଏବେ ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି । ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର ଗର୍ବର ସହ ମୁଣ୍ଡ ଟେକି ଛିଡା ହୋଇଛି । ପ୍ରସସ୍ତ ବଡଦାଣ୍ଡ ସାଙ୍ଗକୁ ଶ୍ରୀମନ୍ଦିରର ସ୍ପଷ୍ଟ ଚିତ୍ର ଦେଶର ଅନ୍ୟ ଉନ୍ନତ ସହରର ଭ୍ରମ…

ପାଠ ପଢାଇବା ନିଶାରେ ନଦୀ-ନାଳ ଡେଇଁ ଯାଉଛନ୍ତି ସ୍କୁଲ୍

କଥାରେ ଅଛି ଉପରବାଲା ଯାହା ନିଷ୍ପତି ନେଇଥାଏ ତାହାକୁ କେହି କେବେ ବଦଳେଇ ପାରିନଥାନ୍ତି। ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ସୁକୁମା ଜିଲ୍ଲାର ମାଝିଡୀହ ଶାସକୀୟ ମାଧ୍ଯମିକ ପାଠଶାଳାରେ ପଦସ୍ଥ ଶିକ୍ଷକ ସନ୍ଦୀପ ଭଦୌରିୟାଙ୍କ ବିଷୟରେ କହିବାକୁ ଯାଉଛୁ। ୨୧ ବର୍ଷ ଚାକିରୀ କରିବା ପରେ ଦୁର୍ଭାଗ୍ଯ ବସତଃ…