ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାର ଗଠନ କଲେ କମିଟି
ଭୁବନେଶ୍ୱର : ହାଇକୋର୍ଟ ବେ଼ଞ୍ଚ ସ୍ଥାପନ ପାଇଁ ରାଜ୍ୟସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟିକୁ ପୁଣିଥରେ ଗଠନ କରାଯାଇଛି। ଏଥିରେ ଉନ୍ନୟନ କମିଶନ ଅଧ୍ୟକ୍ଷ ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ଆବାହକ ରହିଛନ୍ତି ।
ଏହି କମିଟିରେ ଗୃହ ବିଭାଗ ପ୍ରମୁଖ ସଚିବ , ଅର୍ଥ ବିଭାଗ ପ୍ରମୁଖ…
