Odia News Portal
Yearly Archives

2019

ଖୁସି ଖବର : ୭ରେ ଓଡିଶାରେ ପହଁଚିବେ ଜଗା କାଳିଆ

ଭୁବନେଶ୍ବର : ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା…

ଆଜି ମନେ ପଡ଼ନ୍ତି ଏହି ମହାନ୍ ଖେଳାଳି

ଭୁବନେଶ୍ବର : ଆଜି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ଯେକ ବର୍ଷ ୨୯ ଅଗଷ୍ଟ ଦିନ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ଏଥିସହ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର…

ଗୁଲଶନ କୁମାରଙ୍କ ଝିଅ ଖୁଶାଲୀ ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍

ମୁମ୍ବାଇ : ଗୁଲଶନ କୁମାରଙ୍କ ଝିଅ ଖୁଶାଲୀ କୁମାର ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍ ହୋଇସାରିଲେଣି । ସୋସିଆଲ ମିଡିଆରେ ଏବେ ଲଗାତର ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଖୁସାଲୀ ସୋସିଆଲ ମିଡିଆ ନେଟୱର୍କିଂ ସଇଟରେ ବହୁତ ଆକ୍ଟିଭ୍ ରହୁଛନ୍ତି । ସେ ନିଜ ଗ୍ଲାମର୍ସ ଫଟୋ ସେୟାର କରୁଛନ୍ତି ।…

୯ଜିଲ୍ଲା ସତର୍କ ରୁହ

ଆଜି ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉତରପୂର୍ବ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ନଅଟି ଜିଲ୍ଲାରେ ପ୍ରବଳ ବର୍ଷିବ । ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଢେଙ୍କାନାଳ,…

ପ୍ରତିଶ୍ରୁତିର ପାପ ମୁଣ୍ଡାଇବ କିଏ ?

ଭୁବନେଶ୍ୱର : ଚଳିତବର୍ଷ ସାୟତ୍ତଶାସନ ଦିବସରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଇଲାକାରେ ଅନେକଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯୋଜନା ହୋଇଛି । ଏଥିପାଇଁ ପ୍ରଶାସନ ଲାଗି ପଡ଼ିଥିବାବେଳେ ଯୋଗଦେବା ପାଇଁ ଜନପ୍ରତିନିଧିମାନେ ନାହାନ୍ତି । ତେବେ ଗତ କିଛିବର୍ଷ ଧରି…

ଖାଲି ପପୁ ନୁହଁନ୍ତି, ରାନୁ ମଣ୍ଡଳଙ୍କ ଗୀତରେ ଯୁବପିଢୀବି ପାଗଳ

ଭୁବନେଶ୍ୱର : କେତେବେଳେ ଏବଂ କେମିତି କାହା ଭାଗ୍ୟ ଖୋଲିଯିବ ତାହା ଜାଣିବା ଜମା ସହଜ ନୁହେଁ । ଏଇ ଯେମିତି ରାନୁ ମଣ୍ଡଳ । ରେଲୱେ ଷ୍ଟେସନରୁ ଗୀତ ଗାଉଥିଲେ, ଆଉ ଆଜି ହିମେଶ ରେଶମିୟାଙ୍କ ସହ ଗୀତ ଗାଉଛନ୍ତି । ଅନେକ ବଡ ବଡ ଅଫର୍ ମଧ୍ୟ ଆସିଲାଣି । ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ମଧ୍ଯ…

ରାଜ୍ୟ ଵ୍ୟାଡମିଣ୍ଟନ ଚାମ୍ପିୟନସିପ ଆରମ୍ଭ

ଭୁବନେଶ୍ୱର : ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ସହଭାଗୀତାରେ ଓଡିଶା ରାଜ୍ୟ ଵ୍ୟାଡମିଣ୍ଟନ ଆସୋସିଏସନ୍ ତରଫରୁ ଚଳିତ ମାସ ୨୮ ତାରିଖ ଠାରୁ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଶହୀଦ ନଗର ଇଣ୍ଡୋର ଷ୍ଟାଡିୟମରେ ‘ରାଜ୍ୟ ବ୍ୟାଡ୍ମିଂଟନ୍ ଚାମ୍ପିୟନ୍ସିପ୍ ୨୦୧୯’…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ । ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ନିଜ ପରିବାର ତରଫରୁ ଆବଶ୍ୟକ ସହଯୋଗ ପାଇ ନୂଆ କାମଟିକୁ ଆଗକୁ ବଢ଼ାଇ ନେଇପାରନ୍ତି। ପାରିବାରିକ ସ୍ଥିତି…

ଭାଗ ଭାଗ ହେବ ଅମିତାଭଙ୍କ ସମ୍ପତ୍ତି

ନିକଟରେ ଅମିତାଭ ବଚ୍ଚନ ଏକ ସାକ୍ଷାତକାର ଦେଇଛନ୍ତି । ଏହି ସାକ୍ଷାତକାରରେ ତାଙ୍କ ସମ୍ପତ୍ତି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ମୋ ସମ୍ପତ୍ତି ମୋର ଦୁଇ ପିଲା ଅର୍ଥାତ୍ ଅଭିଷେକ ବଚ୍ଚନ ଏବଂ ଶ୍ବେତା ବଚ୍ଚନ ନନ୍ଦାଙ୍କ ମଧ୍ୟରେ ସମାନ ସମାନଭାବେ ବଣ୍ଟାଯିବ। ଅମିତାଭ ‘ବେଟି ବଚାଓ ,ବେଟି…

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ନିଯୁକ୍ତ

ଭୁବନେଶ୍ଵର (): ଦୀର୍ଘଦିନ ହେଲା ଓଡ଼ିଶାର ଗଣମାଧ୍ୟମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ବିଜେଡିର ଯୁବ ନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ତାଙ୍କୁ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…