Odia News Portal
Yearly Archives

2019

କାହିଁକି ଷ୍ଟେସନରେ ଭିକାରୀ ପାଲଟିଥିଲେ ରାନୁ,ଜାଣନ୍ତୁ ପୁରା ଘଟଣା …

ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ ଷ୍ଟେସନର ଗୀତ ଗାଉଥିବା ରାନୁ ମଣ୍ଡଳ। ଆଜି ସମଗ୍ର ଦେଶର ହୃଦୟରେ ରାଜ କରୁଛି ରାନୁଙ୍କ ଗୀତ। ରାନୁଙ୍କୁ ବଲିଉଡ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ ରେସେମିୟାଁ ମଧ୍ୟ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି।ତେବେ  କାହିଁକି ଷ୍ଟେସନରେ ଭିକାରୀ…

ଏତେ ସ୍ୱାଦିଷ୍ଟ ଡିନର ପାଇଁ ଭାଇ ଭାଉଜଙ୍କୁ ଧନ୍ୟବାଦ : ହସନ

ସାନିଆ ମିର୍ଜା ଓ ତାଙ୍କ ସ୍ୱାମୀ ସୋଏବ ମଲ୍ଲିକ ଏବେ ଏବେ ବିବାହ କରିଥିବା ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କୁ ନିଜ ଘରେ ଏକ ଡିନର ପାର୍ଟି ଦେଇଛନ୍ତି। ହସନ, ଭାରତୀୟ ଏୟରୋନାଟିକାଲ ଇଞ୍ଜିନିୟର ସାମିଆ ଆରଜୁଙ୍କୁ ଗତ ୨୦ ଅଗଷ୍ଟରେ ଦୁବାଇରେ ବିବାହ କରିଥିଲେ। ଏହାପରେ ସାନିଆ ଓ ସୋଏବ ଏହି…

ଆଉ ଏକ ଲଘୁଚାପ, ୩୦ରୁ ବର୍ଷା ଆରମ୍ଭ

ଭୁବନେଶ୍ବର : ରାଜ୍ୟରେ ସପ୍ତାହେ ଯାଏଁ ବର୍ଷା ଲାଗି ରହିବ । ୨୯ ରେ ଆଉ ଏକ ଲଘୁଚାପ ରହିଛି । ପ୍ରଭାବରେ ୩୦ରୁ ବର୍ଷା ଆରମ୍ଭ ହେବ । ଅଗଷ୍ଟ ୨୯ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ଆସନ୍ତା ୪ ଦିନ ଧରି ଓଡ଼ିଶାରେ ବର୍ଷା ଲାଗିରହିବ। ୨୮…

ବିବାହ ଫଟୋକୁ ନେଇ ଚର୍ଚ୍ଚାରେ ରାକ୍ଷୀ ସାୱନ୍ତ

ମୁମ୍ବାଇ : ରାକ୍ଷୀ ସାୱନ୍ତଙ୍କ ବିବାହକୁ ପାଖାପାଖି ମାସେ ପୁରି ସାରିଛି। ହେଲେ ଏଯାଏଁ ତାଙ୍କ ସ୍ବାମୀଙ୍କ ଫଟୋ ସାମ୍ନାକୁ ଆସିନାହିଁ। ରାକ୍ଷୀଙ୍କ ଅନୁସାରେ ତାଙ୍କ ସ୍ବାମୀଙ୍କ ନାଁ ହେଉଛି ରୀତେଶ ଓ ସେ ଡୋନାଲ୍ଡ ଟ୍ରମ୍ପ କମ୍ପାନୀରେ କାମ କରନ୍ତି। ରୀତେଶଙ୍କୁ ମିଡିଆ ସାମ୍ନାକୁ ଆସିବା ପସନ୍ଦ…

ପ୍ରଥମ ଦିନରେ ୧୩ ହଜାର ୫ଶହ ଟଙ୍କା ଆଦାୟ କଲା ଡ୍ରୋନ

ଭୁବନେଶ୍ୱର() ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ପ୍ରଥମଥର ପାଇଁ ଡ୍ରୋନ୍ର ସହାୟତା ନିଆଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଏହି ରାସ୍ତାରେ ୨୭ଜଣ ଗାଡ଼ି ଚାଳକଙ୍କୁ ଧରିଛି ଡ୍ରୋନ୍। ସେମାନଙ୍କଠାରୁ ୧୩ ହଜାର ୫ଶହ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି। ଆଗାମୀ ଦିନରେ ଡ୍ରୋନ୍ ନିୟମ…

ପ୍ରମୋଦଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ଶଟଲର୍ ପ୍ରମୋଦ ଭଗତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ମଙ୍ଗଳବାର ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ପ୍ରମୋଦଙ୍କୁ ମୋଟ ୩୫ଲକ୍ଷ ଟଙ୍କା ପ୍ରଦାନ…

ପୁଣି ଚର୍ଚ୍ଚାରେ … ବିଧାୟକ ସୁଶାନ୍ତ ରାଉତ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନିଜ ବଦାନ୍ୟତା ପାଇଁ ପୁଣି ଚର୍ଚ୍ଚାରେ । ପଟିଆ ରାଜା ମଧୂସୁଦନ ଦେବ ମହାବିଦ୍ୟାଳୟ ର +୨ ର ଛାତ୍ରୀ ସସ୍ମିତା ଜେନା ଯୁକ୍ତ ଦୁଇ ପରୀକ୍ଷାରେ ସାରା ଓଡ଼ିଶାରେ ଷଷ୍ଠ ସ୍ଥାନ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।…

ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଡେରାବିଶ ବ୍ଲକ ଛତାଠାରେ ଥିବା ପଲିଟେକ୍ନିକ୍ ଅନୁଷ୍ଠାନକୁ ଯାଇ ଏହାର ସମସ୍ୟା ପଚାରି ବୁଝିବା ସହ ପିଲାମାନଙ୍କୁ ପାଠ ପଢାଇଥିଲେ । ଏହାସହ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ କିଛି ସମୟ ପାଠ ପଢାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ– ଆଜିଚତୁର୍ଥସ୍ଥାନରେଷଷ୍ଠାଧିପତିବୁଧଙ୍କ ଯୋଗୁଁ ପାରିବାରିକକ୍ଷେତ୍ରରେମାନସିକ ଅସ୍ଥିରତାଲାଗିରହିବ।କର୍ମକ୍ଷେତ୍ରରେକୌଣସିବ୍ୟକ୍ତିଙ୍କସହକଳହରସମ୍ଭାବନାରହିଛି। ଆଲୋଚନାକାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁତାହାକୁଭୁଲ୍‍ ଦୃଷ୍ଟିକୋଣରୁବିଚାରକରିବେ।ଶୁଭରଙ୍ଗସବୁଜ।ଶୁଭ ଅଙ୍କ ୮। ବୃଷ– …

ପାଞ୍ଚ ଦିନର ଶିଶୁ କନ୍ୟାକୁ ଦେଇଦଲା ମା’

ନୀଳଗିରି : ନୀଳଗିରିରେ  ଜୈନିକ ବିବାହିତା ମହିଳା ଦାରିଦ୍ର ସୀମା ରେଖାର କଷଟିପଥରରେ କଷି ହେଉଥିବା ବେଳେ ଏପଟେ ସ୍ୱାମୀର  ନିର୍ଯ୍ୟାତନ ସେପଟେ ବାପ  ଘରର ଦାଗିଦ୍ ମହିଳା ଜଣଙ୍କ ପାଇଁ ଦୁଃଖର ପାହାଡ଼ ଛିଡା ହୋଇଥିଲା   । ଶେଷରେ  ନିଜର ପାଞ୍ ପାଞ୍ଚ ଦିନର ଜନ୍ମିତ  ଶିଶୁୁ କନ୍ୟାକୁ  ବିକ୍ରି…