ବିଶାଖାପାଟ୍ଟନାମରେ ବ୍ୟାଟ୍ସମ୍ୟାନଙ୍କ ପରେ ଚମକିଲେ ଭାରତୀୟ ବୋଲର, ୧୦୭ ରନରେ ହାରିଲା ଓ୍ୱେଷ୍ଟଇଣ୍ଡିଜ୍
ବିଶାଖାପାଟ୍ଟନାମ : ବିଶାଖାପାଟ୍ଟନାମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଭ୍ରମଣକାରୀ ଦଳ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି। ଇଣ୍ଡିଜ ଭାରତଠାରୁ ୧୦୭ ରନରେ ପରାସ୍ତ ହୋଇଛି। ୩୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଣ୍ଡିଜ ମାତ୍ର ୪୩.୩ ଓଭରରେ ୨୮୦ ରନରେ ଅଲଆଉଟ…
