ଆକ୍ସନ ମୋଡରେ ଉତ୍ତର ବିଧାୟକ ସୁଶାନ୍ତ
ଭୁବନେଶ୍ୱର : ଶୂନ୍ୟରୁ ଖସିଲେ ସୁଶାନ୍ତ କୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ବିଧାୟକ ସୁଶାନ୍ତ ରାଉତ। ଦିନରାତି ଏକକରି ଲାଗିଛନ୍ତି ଲୋକଙ୍କ ସେବାରେ। ଯିଏ ଯେତେବେଳେ ଆସୁ ସମସ୍ତଙ୍କ ପାଇଁ ଦରଜା ଖୋଲା। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉତ୍ତର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ…
