ଜ୍ୟୋତିଷଶାସ୍ତ୍ର ଅନୁସାରେ କୁମାରୀ ଝିଅଙ୍କ ପାଇଁ ବହୁତ ଖାସ ଏହି ଦିନ, ନିଶ୍ଚୟ କରନ୍ତୁ ଏହି କାମ
ବାସ୍ତୁ ବିଜ୍ଞାନ ମଣିଷଙ୍କର ଅନେକ ସମସ୍ୟା ଦୂର କରିଥାଏ ଓ ଠିକ୍ ସେହିଭଳି ବିବାହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରେ। ନଖ ଦ୍ବାରା ମଧ୍ୟ ବିବାହରେ କୌଣସି ବାଧାକୁ ଦୂର କରାଯାଇପାରେ। ଏହି କଥା ବିଶ୍ବାସ କରିବା କଷ୍ଟକର, ହେଲେ ଏହା ସତ। ତେଣୁ ଏହି ଉପାୟ ଦ୍ବାରା ଝିଅମାନଙ୍କ ବିବାହରେ ଥିବା…
