Odia News Portal
Yearly Archives

2019

ବିନା ଅନୁମତିରେ ମହିଳା ମାନଙ୍କୁ ନାଇଟ୍ ଡ୍ୟୁଟି ମନା

ଏଣିକି ନିଯୁକ୍ତି ଦାତାମାନେ ନିଜ ମନଇଛା ମହିଳା କର୍ମଚାରୀଙ୍କ ଡ୍ୟୁଟି ସିଡ୍ୟୁଲ କରିପାରିବେ ନାହିଁ। ଯଦି ମହିଳା କର୍ମଚାରୀଙ୍କୁ ନାଇଟ୍ ଡ୍ୟୁଟି ଦେବାକୁ ପଡୁଥାଏ ତେବେ ଏଥିପାଇଁ ତାଙ୍କର ସହମତି ନେବାକୁ ହେବ। କାର୍ୟ୍ୟସ୍ଥଳରେ ମହିଳା ଓ ଅନ୍ୟ କର୍ମଚାରୀଙ୍କ ସ୍ବାର୍ଥକୁ ନେଇ ଦୀର୍ଘ ସମୟରୁ ହୋଇ…

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ

ଅନୁଗୋଳ()  ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ମିଳିଛି ଫାଶୀ ଦଣ୍ଡାଦେଶ । ଅନୁଗୋଳ ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଏହି ଦୁଷ୍କର୍ମ ଓ…

ହାରିବା ପରେ ମୁହଁ ଖୋଲିଛନ୍ତି ବିଜୟ ମହାପାତ୍ର

ଭୁବନେଶ୍ବର()  ପାଟକୁରା ନିର୍ବାଚନ ହାରିବା ପରେ ମୁହଁ ଖୋଲିଛନ୍ତି ବିଜୟ ମହାପାତ୍ର । ପାକୁରାରେ ପରାଜୟ ପରୋକ୍ଷରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ପରାଜୟ ନେଇ ସିଧାସଳଖ ବିଜେଡିକୁ ଦାୟୀ କରିବା ସହ ସେ ଶାସକ ଦଳ ଉପରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ବିଜୟ । ବିଜୟ କହିଛନ୍ତି,…

ମୃତକଙ୍କ ପରିବାରକୁ ୫ଲକ୍ଷ ଅନୁକମ୍ପା ରାଶି ଘୋଷଣା

ତାଳଚେର()  ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣାରେ ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଜୁନ ୨୩ରେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ…

ଅରୁଣଙ୍କ ନିଆରା ଅନ୍ଦାଜ : ମନ୍ତ୍ରୀ ନୁହେଁ ମୁଁ ଆପଣମାନଙ୍କର ଟିମ ଲିଡର

ଭୁବନେଶ୍ବର : ଏଥର କର୍ପୋରେଟ ଷ୍ଟାଇଲରେ ପରିଚାଳନା ହେବ ବିଭାଗ । କର୍ମଚାରୀଙ୍କ ମଧ୍ୟରେ ଟିମ ଲିଡର ଭାବେ କାର୍ଯ୍ୟ କରିବେ ମନ୍ତ୍ରୀ । ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୃଷି ଭବନ ପରିସରରେ । ମନ୍ତ୍ରୀ ଅରୁଣ ସାହୁଙ୍କ କୃଷି ଭାବନକୁ ଅଚାନକ ଗସ୍ତ ସଭିଙ୍କୁ ତାଜୁବ କରିବା ସହ…

ଜେଲରୁ ବାହାରିଲେ ସାରଥି

କଟକ ()  ଜେଲରରୁ ବାହାରକୁ ଆସିଲେ ବାବା ସାରଥୀ । ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା ଝଊଔଗ କୋର୍ଟରେ ଦାଖଲ କରାଯାଇଥିଲା। ସେଠାରୁ ଚୌଦ୍ୱାରଜେଲକୁ ରିଲିଜ ଅର୍ଡର୍ ଯାଇଥିଲା। ଏହି ଅର୍ଡ଼ର ଆସିବା ପରେ ଜେଲରୁ ବାହାରିଛନ୍ତି ସାରଥି । ୪ ବର୍ଷ ପରେ ଜେଲର ୪ କାନ୍ଥ ମୁକୁଳିଲେ ସାରଥି…

ପାସ ହେଲା ତିନ ତଲାକ

ନୂଆଦିଲ୍ଲୀ ()  ଲୋକସଭାରେ ପାସ ହେଲା ଟ୍ରିପଲ ତଲାକ ବିଲ୍ । ଆଜି ଗରମାଗରମ ବିତର୍କ ହେବା ପରେ ଶେଷରେ ପାସ୍ ହୋଇଛି ବିଲ୍ । ବିଲ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଭୋଟ୍ ପଡିଛି । ତେବେ ଭୋଟିଂରେ ଭାଗ ନେଇନାହାଁନ୍ତି ଟିଏମସି ସାଂସଦ । ଆଜି ଲୋକସଭାରେ ଏହି ବିଲକୁ ଆଇନମନ୍ତ୍ରୀ…

ରାଜନୀତିରେ ବିଜୟଙ୍କ ରାସ୍ତା ସିଲ

ଭୁବନେଶ୍ବର () ବିଜୁ ଜନତା ପାଟକୁରା ନିର୍ବାଚନ ଜିତିବା ଆଜିକା ଦିନରେ ସେତିକି ମହତ୍ବପୂର୍ଣ୍ଣ ନୁହେଁ । କାରଣ ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ ହିଁ ରାଜନୈତିକ ପାଣିପାଗ ବିଜେଡି ସପକ୍ଷରେ ଥିଲା । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ହାରିବା ପରେ 68 ବର୍ଷିୟ ଏହି ରାଜନୈତିକ ରାଜନୈତିକ…

ନବୀନଙ୍କ ସମର୍ଥନ ଲୋଡିଲେ ମୋଦୀ

ଭୁବନେଶ୍ବର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆରଟିଆଇ ବିଲକୁ ସମର୍ଥନ ଦେବା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିବା ଜାତୀୟ…

ବାହାରିଲା ଓଜେଇଇ ପରୀକ୍ଷା ଫଳ

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ।ରାଜ୍ୟରେ ବିଭିନ୍ନ କଲେଜରେ ଖାଲିପଡ଼ିଥିବା ଇଞ୍ଜିନିୟରିଂ ସିଟ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇ ପରୀକ୍ଷା ହୋଇଥିଲା । ଆଜି ଏହି ସ୍ୱତନ୍ତ୍ର ଓଜେଇଇର ପରୀକ୍ଷା ଫଳ ଆସିଛି । ୧୪୬୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ…