Odia News Portal
Yearly Archives

2019

ମନ୍ତ୍ରୀମାନଙ୍କ ଅଚାନକ ପରିଦର୍ଶନ ଏବେ ପ୍ରଚାରର ମାଧ୍ୟମ

ଭୁବନେଶ୍ୱର : ମନ୍ତ୍ରୀମାନଙ୍କ ଅଚାନକ ଗସ୍ତ ଏବେ ପ୍ରଚାରର ଭଲ ମାଧ୍ୟମ ପାଲଟିଛି । ଗସ୍ତ କରିବାବେଳେ ସାଙ୍ଗରେ କ୍ୟାମେରାମ୍ୟାନ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଯାଉଥିବାରୁ ଗସ୍ତର ଉଦ୍ଦେଶ୍ୟ ସାଧିତ ହେଉ କି ନହେଉ ତାହାର କିଭଳି ଭଲ ପ୍ରଚାର ପ୍ରସାର ହେବ ଓ ମୁଖ୍ୟମନ୍ତ୍ରୀଙ୍କ ନଜରରେ…

ରାଜଧାନୀର ବାର୍‌ରେ ପୋଲିସର ଚଢାଉ

ଭୁବନେଶ୍ବର :  ଭୁବନେଶ୍ବରରେ ପୁଣି ବାରରେ କମିଶନରେଟ୍ ପୋଲିସ ଚଢାଉ କରିଥିଲା । ରାଜଧାନୀରେ ଥିବା ଏକାଧିକ ବାରଗୁଡ଼ିକରେ ଚଢାଉ କରିଥିଲା ପୋଲିସ । କଟକ ରୋଡ୍ ସ୍ଥିତ ବାର୍ ଗୁଡିକରେ ଲକ୍ଷ୍ମୀସାଗର ପୋଲିସ କିଛି ବାର୍ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଛି ପୋଲିସ । ବେଆଇନ ଭାବେ ବାର୍ ଗୁଡ଼ିକରେ…

ଭାଗ୍ୟଶାଳୀ ହୋଇଥାଆନ୍ତି ଏପରି ଚିହ୍ନ ଥିବା ମହିଳାମାନେ : ଆସନ୍ତୁ ଜାଣିବା କେଉଁମାନେ

ଶରୀରର ଗଠନକୁ ଦେଖି ଲୋକଙ୍କ ସ୍ବଭାବ ଏବଂ ଗୁଣ ବିଷୟରେ ଜଣା ପଡ଼ିଯାଇଥାଏ। ଏଥିରୁ ସ୍ବଭାବ ଚିହ୍ନ, ରଙ୍ଗ, ରୂପକୁ ଦେଖି ଯେକୈାଣସି ମନୁଷ୍ୟଙ୍କ ବିଷୟରେ ଆପଣ ପୂରା ଭବିଷ୍ୟତ ଜାଣି ପାରିବେ। ଏପରି କିଛି ଭାଗ୍ୟଶାଳୀ ମହିଳାଙ୍କ ବିଷୟରେ ସମୁଦ୍ରଶାସ୍ତ୍ରରେ କୁହାଯାଇଛି। ଆଜି ଆମେ ଏପରି ଚିହ୍ନ…

ଆପ୍ପାଲାମା ପରିବାରକୁ ବିଜେଡିର ସହାୟତା

ଭୁବନେଶ୍ବର ( ଚକ୍ରଧର ମାଝି ) : ଗତକାଲି ସନ୍ଧ୍ୟାରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁପରେ ଶୋକସନ୍ତପ୍ତ ପରିବାର ପାଖରେ ପଞ୍ଚିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତ ମହିଳା ଟି.…

ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ସସ୍ମିତଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର () ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଦଳର ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ଦେଇଛନ୍ତି । ଏଥିସହତ ସାଂସଦ ଅମର ପଟ୍ଟନାୟକଙ୍କୁ…

ମୁଖ୍ୟମନ୍ତ୍ରୀ ଆସନରେ ୟେଦୁରପ୍ପା

ବେଙ୍ଗାଲୁରୁ()  ଚତୁର୍ଥ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ ୟେଦୁରପ୍ପା । ରାଜ୍ୟପାଳ ବଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହା ସହିତ ୟେଦୁରପ୍ପା ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ରୂପେ କାର୍ୟ୍ୟଭାର ସମ୍ଭାଳିଛନ୍ତି। ଆଜି ସକାଳେ ସେ ରାଜ୍ୟପାଳ…

୫‘ଟି’ ସୂତ୍ରର ଆଧାରରେ କୃଷିରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଆହ୍ବାନ

ଭୁବନେଶ୍ବର () କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହିସବୁ ଯୋଜନାର ସଫଳ ରୂପାୟନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶତ ପ୍ରତିଶତ ଯୋଗଦାନ ବ୍ରତୀ ହେବା ଆବଶ୍ୟକ । କୃଷି ବିଭାଗର…

୪୮ ଓଏଏସ ଅଫିସରଙ୍କ ବଦଳି

ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ବରିÂ ଓଏଏସ୍ ପଦବୀରେ ଆଜି ଏକ ବଡଧରଣର ଅଦଳ ବଦଳ କରିଛନ୍ତି । ପ୍ରାୟ ୪୮ଜଣ ଓଏଏସ୍ ଅଫିସରଙ୍କୁ ସରକାର ବଦଳି କରିଛନ୍ତି । ଭୁବନେଶ୍ୱର ଚକବନ୍ଦୀ କମିଶନର ଅଶୋକ କୁମାର ନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ…

ପାଟକୁରା ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ

ଭୁବନେଶ୍ବର () ଆଜି ପାଟକୁରାର ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ ପଦ ଓ ଗୋପନିୟତାର ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ସେ 5ଟା 20ରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ନେବା ପରେ 5ଟା 26ରେ ବିଧାନସଭା କାର୍ଯ୍ୟରେ ଯୋଗ…

କଳିଙ୍ଗ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ

ଭୁବନେଶ୍ବର()  କଳିଙ୍ଗ ହସ୍ପିଟାଲରେ ରେଡ । ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଏହି ରେଡ କରାଯାଇଛି । ଚଢାଉ ବେଳେ ୬ଟି ସାମଗ୍ରୀ ନିମ୍ନମାନର ଔଷଧ ଜବତ ହୋଇଛି ।ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୩ ଜଣ ଅଧିକାରୀ କଳିଙ୍ଗ ହସ୍ପିଟାଲ ଉପରେ ଆଜି ଅଚାନକ୍…