Odia News Portal
Yearly Archives

2019

କାଲି ପାଟକୁରା ଫଳ

କେନ୍ଦ୍ରାପଡ଼ା()  ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟ ଗଣତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାାୟ ପହଁଚି ସାରିଛି । ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ମୋଟ ୧୨ ପ୍ଲାଟୁନ୍…

ଟେବୁଲ ଟେନିସକୁ ପ୍ରୋତ୍ସାହିତ କରିବେ ସରକାର

କଟକ : ରାଜ୍ୟ ସରକାର ଟେବୁଲ ଟେନିସ କ୍ରିଡାର ବିକାଶ ପାଇଁ ପ୍ରୋତ୍ସାହନ ଯୋଗାଇଦେବେ । ଏଥିପାଇଁ ୨୦୦ଟି ଯାଗାକୁ ଏହି କ୍ରିଡା ପାଇଁ ଆବଶ୍ୟକ ଟେବୁଲ ଓ ଅନ୍ୟାନ ସାମଗ୍ରୀ ଯୋଗାଇଦିଆଯିବ । ସ୍ୱୀକୃତି ପ୍ରାପ୍ତ କୋଚଙ୍କ ଜରିଆରେ ବିଭିନ୍ନ ଜିଲ୍ଲାରୁ କ୍ରିଡାବିତଙ୍କ ସନ୍ଧାନ କରାଯିବ । ଆଜି କଟକ…

ସନିଙ୍କ ମତ୍ସ୍ୟକନ୍ୟା ବେଶ

ବଲିଉଡ ଅଭିନେତ୍ରୀ ସନି ଲିୟନିଙ୍କ ଚାହିଦା ବଢ଼ିବାରେ ଲାଗିଛି | ବଲିଉଡ ଜଗତରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | ନିକଟରେ ନିଜ ଇନ୍ସଟାଗ୍ରାମରେ ଦୁଇଟି ମତ୍ସ୍ୟକନ୍ୟା ସାଜିଥିବା ଫଟୋ ସେୟାର କରିଛନ୍ତି ସନି |ଏହି ଫଟୋକୁ ପ୍ରଶଂସକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି |…

ଆରମ୍ଭ ହେବ ଭୁବନେଶ୍ୱର-ସୁରଟ ଫ୍ଲାଇଟ ସେବା

ଭୁବନେଶ୍ୱରରୁ ଗୁଜୁରାଟର ସୁରଟକୁ ସପ୍ତାହକୁ ୨ଥର ଫ୍ଲାଇଟ ଚଳାଚଳ କରିବ । ସୁରଟରେ ଅନେକ ଓଡ଼ିଆ ରହୁଥିବାରୁ ଓଡ଼ିଶାରୁ ସିଧାସଳଖ ସୁରଟକୁ ଫ୍ଲାଇଟ ଚଳାଚଳ ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲା । ଏ ସଂପର୍କରେ ଆଜି ଟ୍ଵିଟ କରି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଦାବି…

ବୋଲବମର ଉଚିତ ନୀତି ଓ ନିୟମ ଜାଣନ୍ତୁ , ନଚେତ

ଶ୍ରାବଣ ମାସ ମାସରେ ଶିବ ଆରାଧନା କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ମାନ୍ୟତା ରହିଛି। ଏଥିପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ଶୈବ ଭକ୍ତ ଶିବାଭିଷେକ ନିମନ୍ତେ କାଁୱର ବା କାଉଡିଆ ଯାତ୍ରା କରିଥାନ୍ତି। ପବିତ୍ର ନଦନଦୀରୁ ଜଳଭାର ଉଠାଇ ଲୋକେ ମାଇଲ ମାଇଲ ପଥ ପାଦରେ ଚାଲି…

କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଭୁବନେଶ୍ବର () ବର୍ଷା ନାହିଁ, ସେପଟେ ଛତିଶଗଡ ବି ଉପରମୁଣ୍ଡରେ ମହାନଦୀର ଜଳକୁ ବାନ୍ଧୁଛି । ଏହାଦ୍ବାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଗତବର୍ଷ ତୁଳନାରେ କମ ରହିଥିବା ବେଳେ ଜଳଭଣ୍ଡାର ଭିତରକୁ ଜଳ ପ୍ରବେଶର ପରିମାଣ ବି ହ୍ରାସ ପାଇଛି । ଜୁଲାଇ 21 ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର…

ଏମଟିଏନ୍‌ଏଲ୍‌ ଅଫିସରେ ଅଗ୍ନିକାଣ୍ଡ

ମୁମ୍ବାଇ()  ମୁମ୍ବାଇ ସ୍ଥିତ ସରକାରୀ ଟେଲିଫୋନ୍ ଏମଟିଏନ୍ଏଲ୍ର ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବିଭାଗର ୧୪ଟି ଗାଡ଼ି ପହଞ୍ଚି ନିଆଁଲିଭା କାର୍ୟ୍ୟରେ ଜୁଟିଛନ୍ତି। ଏ ପର୍ୟ୍ୟନ୍ତ କୌଣସି ମୃତାହତ ଘଟିନଥିବା ଜଣା ପଡ଼ିଛି। ଅଗ୍ନିକାଣ୍ଡ ପରେ ବିଲଡିଂର ଛାତ ଉପରେ ୧୦୦ରୁ…

ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର()  ୧୨ ଜିଲ୍ଲାରେ ଝଡ଼ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ଗୁଡ଼ିକ ହେଉଛି, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା,…

ଜହ୍ନମାମୁ ଯାତ୍ରାରେ ଗଲା ଚନ୍ଦ୍ରାୟନ-୨, ଇତିହାସ ରଚିଲା ଇସ୍ରୋ

ବେଙ୍ଗାଲୁରୁ()  ଭାରତର ମହତ୍ଵାକାଂକ୍ଷୀ ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରଯାନ-୨ର ପରୀକ୍ଷଣ ସଫଳ ହୋଇଛି। ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଇସ୍ରୋର ସବୁଠୁ ଓଜନଦାର ରକେଟ୍ ଜିୟୋସିଙ୍କ୍ରୋନସ ସାଟେଲାଇଟ୍ ଲଞ୍ଚ ହ୍ଵିକିଲ-ମାର୍କ…

ଆଇଏଏସ କ୍ରିଷନ କୁମାର ରହିଲେ ଦୁର୍ନୀତି କମିବ

ଭୁବନେଶ୍ୱର () ପୂର୍ତ୍ତ ସଚିବ ଦାୟିତ୍ୱରେ ଥିବା ଆଇଏଏସ ଅଫିସର କ୍ରିଷନ କୁମାରଙ୍କୁ ପ୍ରଶଂସା । ତାହାପୁଣି ବିଧାନସଭାର ପ୍ରଶ୍ନକାଳରେ । ସେ ବିଭାଗ ଦାୟିତ୍ଵରେ ରହିବା ଉଚିତ । ସେ ରହିଲେ ଦୁର୍ନୀତି କମିବ । ଆଜି ପ୍ରଶ୍ନକାଳରେ କଂଗ୍ରେସର ଦୁଇ ଟାଣୁଆ ବିଧାୟକ ତାର ପ୍ରସାଦ ବାହିନୀପତି ଓ ସୁରେଶ…