Odia News Portal
Yearly Archives

2019

୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ରାଜ୍ୟର ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ,…

ପାଟକୁରାବାସୀ ହେଉଛନ୍ତି ମୋର : ସାବିତ୍ରୀ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନରେ ବାଜିମାତ୍ କରିଛି ବିଜେଡି । ହେବିଓ୍ବେଟ୍ ନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଖାପାଖି ୧୮ହଜାର ଭୋଟ୍ ରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ମାତ୍ର…

ପାଟକୁରାବାସୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର () ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରବାୱାଲଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ଦଳର ବିଧାୟକ । ବିଜେଡି ଏହି ବିଜୟ ପାଇଁ କୃଷିମନ୍ତ୍ରୀ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ସାଧରାଣ ନିର୍ବାଚନରେ ପାଟକୁରାରେ ବିଜେଡି 6 ହଜାର ଭୋଟ ପଛରେ…

୪ଦିନରେ ୬୪କୋଟି

ନୂଆଦିଲ୍ଲୀ()  ୪ଦିନ ମଧ୍ୟରେ ଫିଲ୍ମ ୬୪ କୋଟି ବ୍ୟବସାୟ କରିଛି ଦ ଲାୟନ କିଙ୍ଗ୍ । କେବଳ ସେତିକି ନୁହେଁ ବକ୍ସ ଅଫିସରେ ଫିଲ୍ମ ଆଭେଞ୍ଜର୍ସ ସିରିଜକୁ ଟକ୍କର ଦେଇ ୩ୟ ସ୍ଥାନରେ ରହିଛି । ତେବେ ବ୍ୟବସାୟକୁ ଦେଖି ପରିଲଖିତ ହେଉଛି କି, ପ୍ରଥମ ସପ୍ତାହରେ ପ୍ରାୟ ୮୦ କୋଟି ବ୍ୟବସାୟ କରିବ । ଭାରତରେ…

ଶେଷ ହେଲା କର୍ଣ୍ଣାଟକ ରାଜନୈତିକ ନାଟକ

ବେଙ୍ଗାଲୁରୁ() ଭାଙ୍ଗିଲା କର୍ଣ୍ଣାଟକ ସରକାର। ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭା ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ । ଛଅଟି ଭୋଟରେ ହାରିଲା ମେଣ୍ଟ ସରକାର । ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।…

ଆସନ୍ତାକାଲି କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର()  ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ କାଲି ଆନ୍ଦୋଳନ କରିବ । ନାରୀ ନିର୍ୟ୍ୟାତନା ,ନାବାଳିକା ଦୁଷ୍କର୍ମକୁ ନେଇ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ କଂଗ୍ରେସ ବକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ…

ବିବାହ ପାଇଁ ବୁକିଂ କରିପାରିବେ ଟ୍ରେନ

ନୂଆଦିଲ୍ଲୀ() ବିବାହ ହେଉ କି ଉତ୍ସବ ଏଣିକି ବୁକିଂ କରିପାରିବେ ଟ୍ରେନ ବଗି । ଏଥିପାଇଁ ଆଇଆରସିଟିସିରେ ସହଜ ନିୟମ ରହିଛି। ଆପଣ ଘରେ ବସି ଆଇଆରସିଟିସି ଓ୍ବେବସାଇଟରେ ସହଜ ମାଧ୍ୟମରେ ବୁକିଂ କରିପାରିବେ। ଏଥିପାଇଁ ଟ୍ରେନର ପ୍ରକୃତ ଭଡ଼ାଠାରୁ ୩୫ରୁ ୪୦ ପ୍ରତିଶତ ଭଡ଼ା ଅଧିକ ପଡ଼ିବ।…

କେଉଁ କେଉଁ ନେତାଙ୍କୁ ଆଉ ମିଳିବନି ସରାକରୀ ସୁରକ୍ଷା ଜାଣନ୍ତୁ …

ନୂଆଦିଲ୍ଲୀ()  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁସାରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ବିଏସ୍ପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ୟୁପି ବିଜେପି ନେତା ସଂଗୀତ ସୋମ ଓ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯିବ । ଏହାବାଦ୍ ୟୁପି…

୭ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର()   ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ସୁବର୍ଣ୍ଣପୁର, ବୈାଦ୍ଧ, ମୟୂରଭଞ୍ଜ, ଓ ବାଲେଶ୍ୱର । ତାସହ…

ବିଜେପି ପାଇଁ ବିଜୟ ହାରିବେ: ସୁର

କେନ୍ଦ୍ରାପଡ଼ା()  ଆସନ୍ତାକାଲି ପାଟକୁରା ବିଧାନସଭା ଆସନ ଲାଗି ହେବ ଭୋଟ ଗଣତି । ଗତ ୨୦ ତାରିଖରେ ହୋଇଥିବା ପରୀକ୍ଷାର କାଲି ବାହାରିବ ଫଳ । ତେଣୁ ସବୁ ପ୍ରାର୍ଥୀଙ୍କ ମନରେ ଛନକା ପଶିଥିବା ବେଳେ ୩ ପ୍ରମୁଖ ଦଳମାନଙ୍କରେ ଭାଳେଣି ପଡିଛି । ବିଜେଡି ପୁଣି ଥରେ ପାଟକୁରା ପଡିଆରେ ଛକା…