Odia News Portal
Yearly Archives

2019

ଆରପାରିରେ ଶିଲା ଦିକ୍ଷୀତ

ନୂଆଦିଲ୍ଲୀ()  ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷୀତଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଆଜି ଦିନ ୧୦.୩୦ରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ୩.୩୦ ସମୟରେ ଦିଲ୍ଲୀର ସିଟି…

ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ପଡ଼ିଲା କଳିଙ୍ଗ ହସ୍ପିଟାଲ

ଭୁବନେଶ୍ବର()  ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ କଳିଙ୍ଗ ହସ୍ପିଟାଲକୁ ବାଦ ଦିଆଯାଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବିଜେପି ବିଧାୟକ ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର…

ଅଧ୍ୟାପକ ଭୂମିକାରେ ମନ୍ତ୍ରୀ

ଭୁବନେଶ୍ବର (ଚକ୍ରଧର ମାଝି ) ସରକାରୀ କଲେଜରେ କେମିତି ଚାଲିଛି ପାଠପଢା  । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ସହ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥାନ, ଏଥିସହିତ କଲେଜର ବାତାବରଣ ଯାଞ୍ଚ କରିବାକୁ ଆଜି ସରପ୍ରାଇଜ ଭିଜିଟରେ ଯାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ବଡଚଣାସ୍ଥିତ…

ଓଡିଶାରେ ଚାଲିବ ଇଲେକ୍ଟ୍ରିକ୍ ବସ

ଭୁବନେଶ୍ବର()  ଆଜି ବିଧାନସଭା ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ୟ୍ୟକ୍ର ହୋଇଥିଲା । ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଆଜି ବିଧାନସଭାରେ ତିନିଟି ସହରରେ ବିଦ୍ୟୁତ ବସ୍ ଚଳାଚଳ କଥା ଆଲୋଚନା କରିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ପୁରୀ, କଟକ…

ନୂଆ ଜୀବନ ଦେଲେ ବବି

ଯାଜପୁର () ଯାଜପୁର ବିଧାୟକ ତଥା ବିଜେଡିର ୟୁଥ ଆଇକନ ବୋଲାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ଓ ସୁରକ୍ଷା ନାରାକୁ ଯେମିତି ନିଜ ଜୀବନର ଅନ୍ୟତମ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ଅଳିଆ ଗଦାରୁ ଏକ ପରିତ୍ୟକ୍ତା…

ଲାଲଜି ଟଣ୍ଡନ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ

ନୂଆଦିଲ୍ଲୀ()  ବଦଳିଲେ ୬ ରାଜ୍ୟପାଳ । ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ୟୁପିର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେହିପରି ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ। ରମେଶ ବଇସ…

୧ଟା ସୁଦ୍ଧା ୪୨% ଭୋଟିଂ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି ।ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।ମତଦାନ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…

ବୋଲ୍ ବମ୍ ପାଇଁ ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଛୁଟି

ହରିଦ୍ୱାର : ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଆରମ୍ଭ ହୋଇଛି କାଉଡି ଯାତ୍ରା। ଶିବଭକ୍ତମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଜଳାଭିଷେକରେ ବାହାରିଛନ୍ତି। ଏହି ସମରେ ଉତ୍ତରଖଣ୍ଡର ହରିଦ୍ୱାରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ,…

୨୧ତମ କମନୱେଲଥ ଟେବୁଲ ଟେନିସ ଚାମ୍ପିୟନସିପ୍ : ସ୍ୱର୍ଣ୍ଣ ହାତେଇଲା ଭାରତୀୟ ମହିଳା ଓ ପୁରୁଷ ଦଳ …

କଟକ : କଟକ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଶୁକ୍ରବାର ମହିଳା ଟିମ୍ ଫାଇନାଲରେ ଭାରତ ୩-୦ରେ ଇଂଲଣ୍ଡକୁ ଏବଂ ପୁରୁଷ ଫାଇନାଲରେ ଭାରତ ୩-୨ରେ ଇଂଲଣ୍ଡକୁ…

୨୨ ପର୍ଯ୍ୟନ୍ତ ବିଧାନସଭା ମୁଲତବି

ବେଙ୍ଗାଲୁରୁ()  ୨୨ରେ ହେବ ଆସ୍ତା ଭୋଟ । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି । ଆଜି ସନ୍ଧ୍ୟା ୬ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କୁମାରସ୍ୱାମୀଙ୍କୁ ଗତକାଲି ରାଜ୍ୟପାଳ ନିର୍ଦେଶ ଦେଇଥିଲେ । ଡେଡଲାଇନ ସରିଲା କିନ୍ତୁ କର୍ଣ୍ଣାଟକ ବିଧାନସଭାରେ ହୋଇପାରିଲା ନାହିଁ…