Odia News Portal
Yearly Archives

2019

ଆସନ୍ତାକାଲି ପାଟକୁରାରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର()  ୨୦ରେ ପାଟକୁରା ନିର୍ବାଚନ । ପ୍ରଚାର ପାଇଁ ଆଉ ମାତ୍ର ଦୁଇ ଦିନ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାଗିବେ ଭୋଟ୍ । ଆସନ୍ତାକାଲି ହାଇଟେକ୍ ବସ୍ରେ ବୁଲି ବୁଲି ଦଳୀୟ ପ୍ରାର୍ଥୀ…

ଟ୍ରିପଲ୍ ମର୍ଡର ଘଟଣାରେ ୬ଗିରଫ

ଭୁବନେଶ୍ବର()  ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ମାମଲାରେ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଡିଜିପି ଆରପି ଶର୍ମା। ତେବେ ଗତକାଲି ଘଟଣାରେ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ…

କୋଠା ଭୁଶୁଡ଼ି ୧୨ ମୃତ,ଚାପି ହୋଇ ରହିଛନ୍ତି ୮ ପରିବାର

ମୁମ୍ବାଇ()  ମୁମ୍ବାଇର ଡ଼ୁଙ୍ଗିରୀ ଅଞ୍ଚଳରେ କେଶରବାଇ ନାମକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଭିତରେ ଥିବା ୧୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକଙ୍କୁ ଭଙ୍ଗା କୋଠାରୁ ଉଦ୍ଧାର କରାଯାଇଛି। ଏହି କୋଠାରେ ୪୦ ଜଣ ଲୋକ ଫଶି ରହିଥିବା ନେଇ ସୂଚନା ମିଳିଛି। ଗୁରୁତର…

ଆଜି ଚନ୍ଦ୍ର ଗ୍ରହଣ, ଆସନ୍ତୁ ଜାଣିବା କେତେବେଳେ ଛାଡିବେ ପାକ ଓ ଦେବନୀତି

ଭୁବନେଶ୍ୱର : ରାତିରେ ବିରଳ ଚନ୍ଦ୍ର ଗ୍ରହଣ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ପୂଜାପାଠ ସହ ଦେବନୀତି, ଖାଦ୍ୟ ଗ୍ରହଣ ଓ ଅନ୍ନ ଭୋଜନ କରିପାରିବେ । ବୁଧବାର ଭୋର ୪ଟା ୩୦ରେ ସର୍ବମୋକ୍ଷ…

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବାଲିଶଙ୍କରା ବ୍ଲକ ଅଞ୍ଚଳର ଏକ କଲେଜ ଛାତ୍ରୀଙ୍କୁ ସହପାଠୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୨୬ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ଗତକାଲି ସଦର ଥାନାରେ ଏନେଇ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ଗତ ୨୬…

ଆପଣଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ଲମ୍ବା ଅଛି କି ? ତାହାଲେ କିଛି ରହସ୍ୟ ଆସନ୍ତୁ ଜାଣିବା …

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶରୀରର ଗଠନର ପ୍ରଭାବ ବ୍ୟକ୍ତିର ଭାଗ୍ୟ ଉପରେ ପଡିଥାଏ । ସବୁ ମଣିଷର ଗଠନ ଅଲଗା ଅଲଗା ହୋଇଥାଏ । କିଏ ଲମ୍ବା , କିଏ ଛୋଟ ହୋଇଥାଏ , କାହାର ନାକ ଛୋଟ ହୋଇଥାଏ କାହାର ନାକ ବଡ ହୋଇଥାଏ , କାହାର ଆଖି ବଡ ହୋଇଥାଏ , ଏହି ପରି ଦେଖିଲେ ସବୁ ମଣିଷର ଶରୀର ଅଲଗା ଅଲଗା…

ପାଟକୁରାରେ ଦିଲ୍ଲୀପ-ବିଜୟ ଫାଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପି ଛାଡିଥିଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଉଭୟ ଥିଲେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ। ଦିଲ୍ଲୀପ ନବୀନ ନିବାସ  ଯାଇ ବିଜେଡି ମିଶିବାପାଇଁ ଯୋଜନା କରି ନିରଶ ହୋଇଥିବା ବେଳେ ବିଜୟ ବିଜେପିକୁ ବାହୁଡି ଏବେ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି…

ବୃକ୍ଷରୋପଣ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଉଜାଡ଼ି ଦେଇଛି ସ୍ମାର୍ଟ ନଗରୀ ଭୁବନେଶ୍ୱରର ଅନେକ ବିଶାଳକାୟ ବୃକ୍ଷ । ଗୋଟେ ଗୋଟେ ବୃକ୍ଷର ବୟସ ପାଖାପାଖି ୨୦ ବର୍ଷରୁ ଊଦ୍ଧ୍ୱର୍ ହେବ  । ଚାରିଆଡ଼େ ଚାହିଁଲେ ଖାଁ ଖାଁ ଲାଗୁଛି । ସତେଯେପରି ଶ୍ରୀହୀନ ହୋଇପଡ଼ିଛି ରାଜଧାନୀ । ଖରାହେଲେ ଗଛଛାଇ ସ୍ୱପ୍ନ…

ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଲା ଟିଜି ସୁରକ୍ଷା ଟ୍ରଷ୍ଟ

ଭୁବନେଶ୍ୱର : ଗତ କିଛିଦିନ ତଳେ କିନ୍ନରମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଏକ ବିଲ୍ ବିଜେପି ସରକାରଙ୍କ ତରଫରୁ ଆଗତ କରାଯାଇଥିଲା । କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏହି ବିଲ୍ ଲିପିବଦ୍ଧ ଥିଲାବେଳେ କିନ୍ନରମାନଙ୍କ ଟ୍ରେନ୍ ଭିକ୍ଷାବୃି କରିବା ଉପରେ ରୋକ ଲଗା ଯାଇଥିଲା ଯାହାକି ସାରା…

ପାଟକୁରା ଯୁବ ଛାତ୍ର ସମାବେଶ : ବିଜେଡିରେ ମିଶିଲେ ଛାତ୍ର କଂଗ୍ରେସ ଜିଲାସଭାପତି

କେନ୍ଦ୍ରାପଡା : ପାଟକୁରା ଯୁବ ଛାତ୍ର ସମାବେଶରେ ମନ୍ତ୍ରୀ , ବିଧାୟକ, ଯୁବ ନେତା ଏବଂ କେନ୍ଦ୍ରାପଡା ଜିଲ୍ଲାର ଛାତ୍ର ନେତା ଦେବୀପ୍ରସାଦ ଲେଙ୍କାଙ୍କ ଉପସ୍ଥିତି ରେ ଛାତ୍ର କଂଗ୍ରେସ ଜିଲାସଭାପତି କେନ୍ଦ୍ରାପଡା ପୁରଞ୍ଜିତ ବରାଳ (ସିଲୁ) ବିଜୁ ଛାତ୍ର ଜନତା ଦଳରେ ଯୋଗଦାନ ଦେଲେ ,…