Odia News Portal
Yearly Archives

2019

ପାଟକୁରାରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ରଣନୀତି : ଟେନସନରେ ବିଜେପି

ଭୁବନେଶ୍ବର : ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ରଣନୀତି ଏବେ ପାଟକୁରାରେ ବିଜେପି ନେତାଙ୍କ ଅକଲ ଗୁଡୁମ କରିଦେଇଛି । ବରଗଡ ଜିଲ୍ଲାର ବିଜେଡି କିଙ୍ଗପିନ ସୁଶାନ୍ତ ପାଟକୁରାର ଦୁଇଟି ପଂଚାୟତରେ ବିଜେଡି ଭୋଟକୁ ଏବେ ଏଭଳି ସଂଗଠିତ କରିଛନ୍ତି ଯେ, ବିଜେପି ନେତାମାନେ ଯେତେ ଚେଷ୍ଟା କରିବି ପଶି…

ସ୍ବତନ୍ତ୍ର ଫୋକସ ରାଜ୍ୟ ଦାବିକୁ ଶକ୍ତ ଧକ୍କା

ଭୁବନେଶ୍ବର () ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ବିଚାର କରିନାହାଁନ୍ତି । ଆଜି ବିଜେଡି ସାଂସଦ ରମେଶ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ଦେଇଛନ୍ତି । ଉତ୍ତର ପୂର୍ବାଞ୍ଚଳ ଓ…

ସତର୍କ ରୁହ ୧୨ଟି ଜିଲ୍ଲା

ଭୁବନେଶ୍ବର()  ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା ଆଜି ଗଞ୍ଜାମ, ଗଜପତି ,ରାୟଗଡ଼ା, କଳାହାଣ୍ଡି. କନ୍ଧମାଳ ,ନୂଆପଡ଼ା ,ବଲାଙ୍ଗୀର ,ବୈାଦ୍ଧ…

ଆଚାର୍ୟ୍ୟ ଦେବବ୍ରତ ହେଲେ ଗୁଜୁରାଟର ରାଜ୍ୟପାଳ

ନୂଆଦିଲ୍ଲୀ()  ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ଗୁରୁରାଟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶରର ରାଜ୍ୟପାଳ ନିଯୁକ୍ତ…

ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର()  ଆଜି ଗୃହରେ ଜୋରଦାର ହଙ୍ଗାମା ହୋଇଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଏହା ଉପରେ ଗୃହ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ବିବୃତ୍ତି ଦାବି କରିଛନ୍ତି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ମଧ୍ୟ ଗୃହରେ ଉତ୍ତର ରଖିବାକୁ ଗୃହ ମନ୍ତ୍ରୀଙ୍କୁ…

ଆଜି ନିଳାଦ୍ରୀ ବିଜେ ନୀତି

ପୁରୀ() ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ। ରଥଯାତ୍ରାରେ ଥିବା ଚତୁର୍ଦ୍ଦାଗ୍ରହ ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଏହି ଅବସରରେ ଆଜି ସଂନ୍ଧ୍ୟାଧୂପ ଶେଷ ହୋଇଥିବା ବେଳେ ରଥରେ ଚାରମାଳ ବନ୍ଧାଯିବା ପରେ ସିଂହାସନ ମାଜଣା କରାଯିବ। ଏହାପରେ ଚତୁର୍ଦ୍ଧାବିଗ୍ରହଙ୍କ ଆରମ୍ଭ ହେବ ଭବ୍ୟ…

୧୮ ରୁ ବଢିବ ବର୍ଷା

ଭୁବନେଶ୍ୱର() () ୧୮ରୁ ପୁଣି ବଢ଼ିବ ବର୍ଷା।ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ର ପକ୍ଷରୁ ଆହୁରି ଆକଳନ କରାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୋନପୁର, ଅନୁଗୁଳ,…

ଲର୍ଡସରେ ନୁଆ ଇତିହାସ, ୪୪ ବର୍ଷ ପରେ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ

ଲଣ୍ଡନ : ଇଲଣ୍ଡ କ୍ରିକେଟର ନୂଆ ବିଶ୍ବ ବିଜେତା । ରୋମାଞ୍ଚକର ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ବକପ୍ ହାତେଇଛି ଇଂଲିଶ ଟିମ୍ । ପ୍ରଥମେ ମ୍ୟାଚ୍ ଓ ପରେ ସୁପରଓଭର ଟାଇ ହେବାରୁ ଶେଷରେ ବାଉଣ୍ଡାରୀ ଆଧାରରେ ଟାଇଟେଲ ଜିତିଛନ୍ତି ମୋର୍ଗାନ୍ ଆଣ୍ଡ କୋ । ଏଥିସହ…

କେନ୍ଦ୍ରାପଡାରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ଜଣେ ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାରମ୍ବାର ଅଶ୍ଳିଳ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସୁଛି। ତେବେ ସୂଚନା ଅନୁଯାୟୀ ଛାତ୍ରୀ ଜଣକ ୨୦୧୪ ମସିହାରେ ମେଟ୍ରିକ ସମୟରୁ ପାଖ ଅଞ୍ଚଳର ସୌମ୍ୟ ରଞନ ସାହୁଙ୍କ…

ସପ୍ତରଥୀଙ୍କ ଘେରରେ ବିଜେପିର ବିଜୟ

ଭୁବନେଶ୍ୱର : ପାଟକୁରା ଉପନିର୍ବାଚନର ଭୋଟଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ବି ସେତିକି ଜମୁଛି । କେହି କାହାରିକୁ ଛାଡିବାକୁ ନାରାଜ । ବିଜେପି ପ୍ରାର୍ଥୀ ବିଜୟ ଏବେ ପାଟକୁରାରେ ବିଜେଡିର ସପ୍ତରଥୀଙ୍କ କବଳରେ । ଶାସକଦଳର ସାତ ତୁଙ୍ଗନେତା ଏଠାରେ ଗୋଟି ଚାଳନା…