୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ ଚଳଚଞ୍ଚଳ କଟକ
ଭୁବନେଶ୍ବର : ଦେଶର ନୂତନ କ୍ରୀଡ଼ା ହବ୍ ଭାବେ ଉଭା ହୋଇଥିବା ଓଡ଼ିଶାରେ ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ମଞ୍ଚ ପ୍ରସ୍ତୁତି ଶେଷହୋଇଛି। ଜୁଲାଇ ୧୭ରୁ ୨୨ ପର୍ୟ୍ୟନ୍ତ କଟକର ଜବାହାରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍…
