Odia News Portal
Yearly Archives

2019

କ୍ୟାଟ୍ରିନା ବିବାହ କରିବେ ଏହି ଅଭିନେତାଙ୍କୁ

“ଭାରତ” ରିଲିଜ ହେବା ପରେ ଫିଲ୍ମ ଓ ବିବାହକୁ ନେଇ କ୍ୟାଟ୍ ବେଶ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ କ୍ୟାଟ୍ରିନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କ୍ୟାଟ୍ରିନାଙ୍କ ରିଲେସନସିପ୍ ଲିଷ୍ଟରେ ବଲିଉଡର ଅଭିନେତା ସଲମାନ ଖାନ ଓ ରନବୀର କପୁରଙ୍କ ନାଁ ଅଛି। ରଣବୀର କପୁର ଓ…

ଏନଡିଏରକୁ ସମର୍ଥନ ଦେବାକୁ ବିଜେଡିର ନିଷ୍ପତ୍ତି

ଭୁବନେଶ୍ବର()  ଲୋକସଭା ବାଚସ୍ପତ୍ତି ପାଇଁ ଏନ୍ଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବିଜେଡି। ବିଜେଡି ଭଳି ଓ୍ୱାଇଏସଆର କଂଗ୍ରେସ ଓ ଏଆଇଏଡିଏମ୍କେ, ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି ସମେତ ୧୦ଟି ଦଳ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଆଜି ଲୋକସଭାରେ ବିଜେଡି…

ଜୁନ୍ ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ବର()   ବଢିଲା ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ତେବେ ଗ୍ରୀଷ୍ମ ଛୁଟିକୁ ୨୫ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ଗଣଶିକ୍ଷା ସଚିବ ପ୍ରଦୀପ…

ଏମ୍ସରେ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ

ଭୁବନେଶ୍ୱର()  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍ସ । ଭୁବନେଶ୍ୱର ଏମ୍ସରେ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇବେ ଲୋକେ ।  ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରର ୨୦୮ଟି ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ଅଣସର ଘରେ ମହାପ୍ରଭୁ

ଭୁବନେଶ୍ବର()  ଅଣସର ଘରେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ…

ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ବର()   ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ନାମାଙ୍କନର ଶେଷ ତାରିଖ ଜୁନ୍ ୨୫ ରହିଛି। ଆବଶ୍ୟକ ପଡ଼ିଲେ ଜୁଲାଇ ୫ରେ ବିଧାନସଭାର ୫୪ ନମ୍ବର…

‘ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ’କୁ ବିଜେଡିର ସହମତ

ଭୁବନେଶ୍ୱର () ଗୋଟିଏ ଦେଶ ଗୋଟିଏ ନିର୍ବାଚନ । କେନ୍ଦ୍ର ସରକାରଙ୍କ ଏହି ପ୍ରକ୍ରିୟାକୁ ବିଜେଡି ସମର୍ଥନ କରୁଛି । ଆଜି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।…

ଦିଲୀପ ତିର୍କୀ ଷ୍ଟାଣ୍ଡ୍‌ ଉଦ୍‌ଘାଟନ କଲେ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି

ଭୁବନେଶ୍ୱର :  ସ୍ଥାନୀୟ ସହିଦ୍‌ ସ୍ପୋଟର୍‌ସଂ ଖେଳ ପଡ଼ିଆରେ ନିର୍ମିତ ‘ଦିଲୀପ ତିର୍କୀ’ ଷ୍ଟାଣ୍ଡ୍‌ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ହକି ଦଳର ପ୍ରାକ୍ତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ନାମରେ ନାମିତ ଏହି ନୂତନ ଷ୍ଟାଣ୍ଡ୍‌କୁ ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର୍‌…

ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ୭

ଭୁବନେଶ୍ୱର : ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୩ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ୭ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ମୀନାରାଣୀ ହେମ୍ବ୍ରମ, ରଜନୀ ସବର, ଲକ୍ଷ୍ମୀପ୍ରିୟା ସାହୁ,…

ଏଫ୍‌ଆଇଏଚ୍ ମହିଳା ହକିରେ ପୋଲାଣ୍ଡକୁ ୫-୦ରେ ହରାଇଲା ଭାରତ

ହିରୋସୀମା : ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସରେ ଭାରତୀୟ ସିନିୟର ମହିଳା ହକି ଦଳ କ୍ରମାଗତ ୨ୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଉରୁଗୁଏକୁ ପରାସ୍ତ କରିଥିବା ଭାରତ ରବିବାର ୨ୟ ଲିଗ୍ ମ୍ୟାଚ୍‌ରେ ପୋଲାଣ୍ଡକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି। ପୋଲାଣ୍ଡଠାରୁ ଉଚ୍ଚ…