Odia News Portal
Yearly Archives

2019

ସ୍ଥିତି ପରଖି ସରକାରଙ୍କୁ ଦେବେ ରିପୋର୍ଟ

ଭୁବନେଶ୍ବର () ଚଳଚଞ୍ଚଳ ହୋଇଛି କୃଷି ବିଭାଗ । ଏଣିକି କୃଷି ଅଧିକାରୀମାନେ ଆଉ ସଚିବାଳୟର ଶୀତତାପ ନିୟନ୍ତ୍ରିତ କକ୍ଷରେ ନୁହେଁ, କ୍ଷେତ୍ରରେ ବୁଲି ସ୍ଥିତି ଅନୁଧ୍ୟାନ କରିବେ । କୃଷି ପାଣିପାଗର ସ୍ଥିତି ଅନୁଧ୍ୟାନ ସାଙ୍ଗକୁ, ବିହନ ଯୋଗାଣ, କେଉଁଠି ଫସଲରେ ପୋକ ଲାଗିଛି କି ନାହିଁ, ଜିଲ୍ଲା…

ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ବିଜେଡି ସୁପ୍ରିମୋ : ତୁଳସୀକ୍ଷେତ୍ର ପାଇଁ ବଡ ଘୋଷଣା କଲେ ନବୀନ

ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ବିଜେଡି ସୁପ୍ରିମୋ । ଆଜି କେନ୍ଦ୍ରାପଡା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ନେଇଛନ୍ତି । ଏହାସହ ସ୍ନାନପୂର୍ଣ୍ଣିମା ଭଳି ଏକ ବଡପର୍ବରେ ବଳଦେବଜୀଉ ମନ୍ଦିର ପାଇଁ ବଡ ଘୋଷଣା କରିଛନ୍ତି…

ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

କୋଲକାତା()  ଶେଷରେ ପ୍ରତ୍ୟାହୃତ ହୋଇଛି ଡାକ୍ତରଙ୍କ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର ‘ନବାନ୍ନ’ ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ…

କ୍ୟାବିନେଟ ବୈଠକରେ ବିଲେଇ ହେଲେ ନେତା

ଲାଇଭ କନ୍ଫରେନ୍ସରେ ବିଲେଇ ହେଲେ ପାକିସ୍ତାନୀ ନେତା । ଇମ୍ରାନ ଖାନଙ୍କ ଦଳର ସରକାର ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସୁଛି । ଲାଇଭ କନ୍ଫରେନ୍ସରେ ଶୌକତ ବିଲେଇ ଭଳି ଦିଶୁଥିଲେ । ତାଙ୍କ ମୁଣ୍ଡରେ ବିଲେଇ ଭଳି ଦୁଇଟି କାନ ଥିଲା । ଭିଡିଓରେ କେଟ୍ ଫିଲ୍ଟର ଥିବା ଯୋଗୁଁ…

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ()  ଗଜାନନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତୀ। ସ୍ନାନ କାର୍ୟ୍ୟ ଶେଷ ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିସହ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ମଙ୍ଗଳବାର ମହାପ୍ରଭୁ ଅଣସରରେ ରହିବା ସହ ପଟି ଦିଅଁ ଭାବେ…

ଡାକ୍ତର ଓ ହସ୍ପିଟାଲରେ ସୁରକ୍ଷା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ()  ଆସନ୍ତାକାଲି ସୁପ୍ରିମକୋର୍ଟ ଦେଶରେ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସୂର୍ୟ୍ୟ କାନ୍ତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ପଶ୍ଚିମବଙ୍ଗର ନୀଲରତନ ମେଡିକାଲ କଲେଜର ଜଣେ…

ରତ୍ନବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ()  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅନ୍ୟାନ୍ୟ ରୀତିନୀତି ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଆଜି ସକାଳେ ରତ୍ନ ସିଂହାସନରୁ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ । ପରମ୍ପରା ଅନୁସାରେ…

କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର()  ୫ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି। ତାସହ ଜିଲ୍ଲାରେ…

୧୩ ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ବର()  ୧୩ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ମଧ୍ୟ ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା,…

୨୦୧୯ର ମିସ୍ ଇଣ୍ଡିଆ ହେଲେ ସୁମନ ରାଓ

ମୁମ୍ବାଇ() ମିସ୍ ଇଣ୍ଡିଆ ୨୦୧୯ର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି ବିଜୟ ମୁକୁଟ ଜିତିଛନ୍ତି ରାଜସ୍ଥାନର ସୁମନ ରାଓ। ଏହାସହ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ପାଲଟିଛନ୍ତି। ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେର ଆୟୋଜନ ଶନିବାର ମୁମ୍ବାଇର ସରଦାର ବଲ୍ଲଭଭାଇ ପଟେଲ…